Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିନୋଟି ରିସୋର୍ଟ ସହିତ ୧୨ଟି ନୂଆ ପ୍ରକଳ୍ପକୁ ମିଲିଲା ମଂଜୁରୀ; ଜାଣନ୍ତୁ କଣ,କେଉଁ କଂପାନୀ
ବିଶେଷ ଖବର

ତିନୋଟି ରିସୋର୍ଟ ସହିତ ୧୨ଟି ନୂଆ ପ୍ରକଳ୍ପକୁ ମିଲିଲା ମଂଜୁରୀ; ଜାଣନ୍ତୁ କଣ,କେଉଁ କଂପାନୀ

March 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋପାଳପୁରରେ ନୂଆ ରିସୋର୍ଟ ସହିତ ୧୨ ଟି ପ୍ରକଳ୍ପକୁ ମିଲିଲା ମଂଜୁରୀ, ଜାଣନ୍ତୁ କେଉଁ କଂପାନୀ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୧୨ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜି ନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ବୈଠକରେ ନୂତନଭାବେ ନୀତିଗତ ଅନୁମୋଦନ ଲାଭ କରିଥିବା ୧୨ଟି ପ୍ରକଳ୍ପ ହେଲା

1- ସ୍ୱସ୍ତି ପ୍ରିମିୟମ୍ ପ୍ରା. ଲିଃ, ଗୋପାଳପୁର ପାମ୍ ରିସୋର୍ଟ, ୯୫ କୋଟି ବ୍ୟୟ ୨୩୦ ନିଯୁକ୍ତି

2- ପୁଷ୍ପମ୍ ରିଅଲ୍ଟି ରିସୋର୍ଟ ଏବଂ ସ୍ପା ୟୁନିଟ୍ ୬୭.୨୭କୋଟି ଟଙ୍କା ପୁଂଜି, ୫୦୦ ନିଯୁକ୍ତି

3- ଆର୍ଶିବାଦ ଇଞ୍ଜିନିଅରିଂ ଏବଂ କନ୍ରଷ୍ଟକ୍ସନ୍ ପ୍ରା.ଲିଃ ,୫-ଷ୍ଟାର୍ ହୋଟେଲ୍, ୫୯.୩୩ କୋଟି ୧୫୧ ନିଯୁକ୍ତି

4- ଶ୍ରୀ ମେଟାଲିକ୍ସ୍ ଲିଃ ଆଇରନ୍ ଓର ବେନିଫିକେସନ୍ ଏବଂ ପେଲେଟ୍ ପ୍ଲାଣ୍ଟ୍ ୬୫୦ କୋଟି ୭୫୦ ନିଯୁକ୍ତି

5- ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସ୍ନାଲ୍ ପ୍ରା. ଲିଃ ବିଲେଟ୍ ଏବଂ ପେଲେଟ୍ ତିଆରି ପ୍ଲାଣ୍ଟ୍ ୩୦୮ କୋଟି ୫୧୬ ନିଯୁକ୍ତି

6- ପଂଚବଟୀ ଇସ୍ପାତ ଲିଃ ସ୍ପଞ୍ଜ ଆଇରନ୍ ଏବଂ ଷ୍ଟିଲ୍ ବିଲେଟ୍ ପ୍ଲାଣ୍ଟ ୨୦୩ କୋଟି ପୁଂଜି ୨୧୧ ନିଯୁକ୍ତି

7- ଜେ.କେ ବାଇଓଟେକ୍ ଶସ୍ୟ-ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ୍, ୨୧୫ କୋଟି ପୁଂଜି ୨୫୦ ନିଯୁକ୍ତି

8- ଏଲ୍.ଏମ୍.ବି. କନ୍ଗିଓମେରେଟ୍ ପ୍ରା. ଲିଃ ଇଥାନଲ୍ ପ୍ଲାଣ୍ଟ୍, ୧୪୮ କୋଟି ପୁଂଜି ୧୧୨ ନିଯୁକ୍ତି

9- ଉତ୍କଳ ଫିଡସ୍ ପ୍ରା.ଲିଃ ହାଚେରୀ, ବ୍ରିଡର ପ୍ୟାରେଣ୍ଟ୍ ଏବଂ ଅଣ୍ଡାଦିଆ କୁକୁଡ଼ା ପ୍ଲାଣ୍ଟ ୫୪.୧୭ କୋଟି ଟଙ୍କା ଏବଂ ୧୬୫ ନିଯୁକ୍ତି

10- ସ୍ପିନୋ ପେପର ଏବଂ ବୋର୍ଡ ପ୍ରା.ଲିଃ କ୍ରାଫ୍ଟ୍ କାଗଜ ଏବଂ ଡୁଫ୍ଲେକ୍ସ୍ ବୋର୍ଡ ଉତ୍ପାଦନ ପ୍ଲାଣ୍ଟ୍ , ୫୬.୧୭ କୋଟି ୨୦୦ ନିଯୁକ୍ତି

11- ହିନ୍ଦୁସ୍ତାନ୍ ଆକ୍ୱା ପ୍ରା.ଲିଃ ଲଜିଷ୍ଟିକ୍ ପାର୍କ, ଶୀତଳ-ଶୃଙ୍ଖଳ ଏବଂ ଆମୋଦ କେନ୍ଦ୍ର, ୮୦ କୋଟି ପୁଂଜି ଏବଂ ୩୦୦ ନିଯୁକ୍ତି

12- ରାଉରକେଲା ସ୍ପଞ୍ଜ ଏଲ୍.ଏଲ୍.ପି.ଇଥାନଲ୍ ପ୍ଲାଣ୍ଟ୍ ୧୩୫ କୋଟି ବ୍ୟୟ ୧୫୦ ନିଯୁକ୍ତି

Share. Facebook Twitter LinkedIn Email WhatsApp Copy Link

Related Posts

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025

ଅପରେସନ ସିନ୍ଦୁର ପରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଶଂସକ ହେଲେ ଅନେକ ଦେଶ: କିଣିବ ଏହି ମୁସଲିମ ଦେଶ!

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.