Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ତିନୋଟି ରିସୋର୍ଟ ସହିତ ୧୨ଟି ନୂଆ ପ୍ରକଳ୍ପକୁ ମିଲିଲା ମଂଜୁରୀ; ଜାଣନ୍ତୁ କଣ,କେଉଁ କଂପାନୀ
ବିଶେଷ ଖବର

ତିନୋଟି ରିସୋର୍ଟ ସହିତ ୧୨ଟି ନୂଆ ପ୍ରକଳ୍ପକୁ ମିଲିଲା ମଂଜୁରୀ; ଜାଣନ୍ତୁ କଣ,କେଉଁ କଂପାନୀ

March 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋପାଳପୁରରେ ନୂଆ ରିସୋର୍ଟ ସହିତ ୧୨ ଟି ପ୍ରକଳ୍ପକୁ ମିଲିଲା ମଂଜୁରୀ, ଜାଣନ୍ତୁ କେଉଁ କଂପାନୀ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୧୨ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୨୦୭୧ କୋଟି ଟଙ୍କାର ନୂଆ ପୁଞ୍ଜି ନିବେଶ ହେବା ସହ ୩,୫୩୫ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ବୈଠକରେ ନୂତନଭାବେ ନୀତିଗତ ଅନୁମୋଦନ ଲାଭ କରିଥିବା ୧୨ଟି ପ୍ରକଳ୍ପ ହେଲା

1- ସ୍ୱସ୍ତି ପ୍ରିମିୟମ୍ ପ୍ରା. ଲିଃ, ଗୋପାଳପୁର ପାମ୍ ରିସୋର୍ଟ, ୯୫ କୋଟି ବ୍ୟୟ ୨୩୦ ନିଯୁକ୍ତି

2- ପୁଷ୍ପମ୍ ରିଅଲ୍ଟି ରିସୋର୍ଟ ଏବଂ ସ୍ପା ୟୁନିଟ୍ ୬୭.୨୭କୋଟି ଟଙ୍କା ପୁଂଜି, ୫୦୦ ନିଯୁକ୍ତି

3- ଆର୍ଶିବାଦ ଇଞ୍ଜିନିଅରିଂ ଏବଂ କନ୍ରଷ୍ଟକ୍ସନ୍ ପ୍ରା.ଲିଃ ,୫-ଷ୍ଟାର୍ ହୋଟେଲ୍, ୫୯.୩୩ କୋଟି ୧୫୧ ନିଯୁକ୍ତି

4- ଶ୍ରୀ ମେଟାଲିକ୍ସ୍ ଲିଃ ଆଇରନ୍ ଓର ବେନିଫିକେସନ୍ ଏବଂ ପେଲେଟ୍ ପ୍ଲାଣ୍ଟ୍ ୬୫୦ କୋଟି ୭୫୦ ନିଯୁକ୍ତି

5- ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସ୍ନାଲ୍ ପ୍ରା. ଲିଃ ବିଲେଟ୍ ଏବଂ ପେଲେଟ୍ ତିଆରି ପ୍ଲାଣ୍ଟ୍ ୩୦୮ କୋଟି ୫୧୬ ନିଯୁକ୍ତି

6- ପଂଚବଟୀ ଇସ୍ପାତ ଲିଃ ସ୍ପଞ୍ଜ ଆଇରନ୍ ଏବଂ ଷ୍ଟିଲ୍ ବିଲେଟ୍ ପ୍ଲାଣ୍ଟ ୨୦୩ କୋଟି ପୁଂଜି ୨୧୧ ନିଯୁକ୍ତି

7- ଜେ.କେ ବାଇଓଟେକ୍ ଶସ୍ୟ-ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ୍, ୨୧୫ କୋଟି ପୁଂଜି ୨୫୦ ନିଯୁକ୍ତି

8- ଏଲ୍.ଏମ୍.ବି. କନ୍ଗିଓମେରେଟ୍ ପ୍ରା. ଲିଃ ଇଥାନଲ୍ ପ୍ଲାଣ୍ଟ୍, ୧୪୮ କୋଟି ପୁଂଜି ୧୧୨ ନିଯୁକ୍ତି

9- ଉତ୍କଳ ଫିଡସ୍ ପ୍ରା.ଲିଃ ହାଚେରୀ, ବ୍ରିଡର ପ୍ୟାରେଣ୍ଟ୍ ଏବଂ ଅଣ୍ଡାଦିଆ କୁକୁଡ଼ା ପ୍ଲାଣ୍ଟ ୫୪.୧୭ କୋଟି ଟଙ୍କା ଏବଂ ୧୬୫ ନିଯୁକ୍ତି

10- ସ୍ପିନୋ ପେପର ଏବଂ ବୋର୍ଡ ପ୍ରା.ଲିଃ କ୍ରାଫ୍ଟ୍ କାଗଜ ଏବଂ ଡୁଫ୍ଲେକ୍ସ୍ ବୋର୍ଡ ଉତ୍ପାଦନ ପ୍ଲାଣ୍ଟ୍ , ୫୬.୧୭ କୋଟି ୨୦୦ ନିଯୁକ୍ତି

11- ହିନ୍ଦୁସ୍ତାନ୍ ଆକ୍ୱା ପ୍ରା.ଲିଃ ଲଜିଷ୍ଟିକ୍ ପାର୍କ, ଶୀତଳ-ଶୃଙ୍ଖଳ ଏବଂ ଆମୋଦ କେନ୍ଦ୍ର, ୮୦ କୋଟି ପୁଂଜି ଏବଂ ୩୦୦ ନିଯୁକ୍ତି

12- ରାଉରକେଲା ସ୍ପଞ୍ଜ ଏଲ୍.ଏଲ୍.ପି.ଇଥାନଲ୍ ପ୍ଲାଣ୍ଟ୍ ୧୩୫ କୋଟି ବ୍ୟୟ ୧୫୦ ନିଯୁକ୍ତି

Share. Facebook Twitter LinkedIn Email WhatsApp Copy Link

Related Posts

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍’କୁ ସମ୍ବୋଧନ

October 13, 2026

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026

ବିଜେପି-JDU ମଧ୍ୟରେ ମିଶ୍ରଣ ଫାଇନାଲ? ଗୋଟିଏ ଫଟୋରେ ବିହାରରେ ରାଜନୈତିକ ହଲଚଲ!

October 13, 2026
Latest News

ଅକ୍ଟୋବର ୧୪ ତାରିଖ ରାଶିଫଳ: ଆପଣ ଜାଣନ୍ତୁ ଆଜିର ଭାଗ୍ୟ ଓ ଭବିଷ୍ୟତ

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.