ଭୁବନେଶ୍ବର: ଗତକାଲି ତୈଳ୍ୟ କଂପାନମାନେ ରନ୍ଧନ ଗ୍ୟାସର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଏହାର ମୂଲ୍ୟ ବର୍ତ୍ତମାନ ୧୦୦୦ ଟଙ୍କା ଉପରେ ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଜାଣନ୍ତୁ ସିଲିଣ୍ଡରର ମୂଲ୍ୟ କେଉଁ ସହରରେ କେତେ ହେଲା।
ଭୁବନେଶ୍ବର- ୧୦୨୬ ଟଙ୍କା
କଟକ- ୧୦୨୬.୫୦ ଟଙ୍କା
ସମ୍ବଲପୁର- ୧୦୬୧ ଟଙ୍କା
ବାଲେଶ୍ବର- ୧୦୪୨ ଟଙ୍କା
ବ୍ରହ୍ମପୁର- ୧୦୪୭ ଟଙ୍କା
ଜୟପୁର- ୧୦୨୮ ଟଙ୍କା
ରାଉରକେଲା- ୧୦୫୯ ଟଙ୍କା
ବଲାଙ୍ଗୀର- ୧୦୨୭ ଟଙ୍କା ରହିଛି