Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ନୂତନ ମାର୍ଗଦର୍ଶିକା (ଏମଏସଇ -ସିଡିପି) ଅନୁମୋଦିତ
ଆଜିର ଖବର

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ନିମନ୍ତେ ନୂତନ ମାର୍ଗଦର୍ଶିକା (ଏମଏସଇ -ସିଡିପି) ଅନୁମୋଦିତ

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସରକାର ଅଣୁ ଓ କ୍ଷୁଦ୍ର, ଉଦ୍ୟୋଗ ପୁଞ୍ଜ ନିମନ୍ତେ ନୂତନ ମାର୍ଗଦର୍ଶିକା ଉନ୍ନୟନ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)କୁ ଅନୁମୋଦନ କରିଛନ୍ତି। ଏହା ପଞ୍ଚଦଶ ଅର୍ଥ ଆୟୋଗଚକ୍ର (୨୦୨୧-୨୨ରୁ ୨୦୨୫-୨୬) ମଧ୍ୟରେ ଲାଗୁ ହେବ। ଏହି ଯୋଜନା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଗୁଡିକର ପ୍ରତିଯୋଗିତାମୂଳକ ସ୍ୱଭାବ ଓ ଉତ୍ପାଦକତା ନିମ୍ନୋକ୍ତ ହସ୍ତକ୍ଷେପ ଜରିଆରେ ବୃଦ୍ଧି କରିବ।

I. ସାଧାରଣ ସୁବିଧା କେନ୍ଦ୍ର (ସିଏଫସିଏସ)

କେନ୍ଦ୍ର ସରକାରଙ୍କ ଅନୁଦାନ ପ୍ରକଳ୍ପ ଖର୍ଚ୍ଚ ୫ରୁ ୧୦କୋଟି ମଧ୍ୟରେ ଥିଲେ ଶତକଡା ୭୦ଭାଗ ଓ ପ୍ରକଳ୍ପ ବ୍ୟୟ ଅଟକଳ ୧୦ରୁ ୩୦ କୋଟି ମଧ୍ୟରେ ଥିଲେ ଶତକଡା ୬୦ଭାଗ ମଧ୍ୟରେ ସୀମିତ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ଅନ୍ୟାନ୍ୟ ପାର୍ବତ୍ୟ ରାଜ୍ୟ, ଦ୍ୱିପାଂଚଳ, ଆକାଂକ୍ଷିତ ଜିଲ୍ଲାରେ ସରକାରୀ ଅନୁଦାନ ୫ରୁ  ୧୦ କୋଟି ପ୍ରକଳ୍ପ ବ୍ୟୟ ଅଟକଳରେ ଶତକଡା ୮୦ଭାଗ ଓ ୧୦ରୁ ୩୦କୋଟି ମୋଟ ଅଟକଳର ଶତକଡା ୭୦ଭାଗ ରହିବ । ତେବେ ସରକାରୀ ସହାୟତା ସର୍ବାଧିକ ପ୍ରକଳ୍ପ ବାବଦ ବ୍ୟୟ ୩୦କୋଟି ଟଙ୍କା ଅନୁସାରେ ହିସାବ କରାଯିବ ।

II. ଭିତ୍ତିଭୂମି-ଉନ୍ନୟନ-ନୂତନ ଶିଳ୍ପାଞ୍ଚଳ

ବର୍ଦ୍ଧିତ କାରଖାନା ପରିସର ନିମନ୍ତେ କେନ୍ଦ୍ର ସରକାର ସହାୟତା ୫ରୁ ୧୫କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ ଶତକଡା ୬୦ଭାଗ ରହିଥିବାବେଳେ ଆଗରୁ ଥିବା ଶିଳ୍ପାଞ୍ଚଳ ଓ ବର୍ଦ୍ଧିତ କାରଖାନା ପରିସରରେ ଉନ୍ନୀତକରଣ ନିମନ୍ତେ ୫ରୁ ଦଶକୋଟି ବ୍ୟୟ ଅଟକଳରେ ଶତକଡା ୫୦ଭାଗ ରହିବ । ଉତ୍ତର-ପୂର୍ବାଞ୍ଚଳ ଓ ପାର୍ବତ୍ୟ ରାଜ୍ୟ, ଦ୍ୱୀପାଞ୍ଚଳ ଓ ଆକାଂକ୍ଷିତ ଜିଲ୍ଲା କ୍ଷେତ୍ରରେ ନୂତନ ଶିଳ୍ପାଞ୍ଚଳ ଓ ବୃହତ କାରଖାନା ପରିସରରେ ୫ରୁ ୧୫ କୋଟି ବ୍ୟୟ ଅଟକଳ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ଶତକଡା ୭୦ଭାଗ ଓ ଆଗରୁ ରହିଥିବା ଶିଳ୍ପାଞ୍ଚଳ ଓ କାରଖାନା ପରିସର ଉନ୍ନୀତ କରିବା ନିମନ୍ତେ ୫ରୁ ୧୦କୋଟି ବ୍ୟୟ ଅଟକଳର ଶତକଡା ୬୦ଭାଗ ସହାୟତ ମିଳିବ । ଏମଏସଇ-ସିଡିପି ନୂତନ ମାର୍ଗଦର୍ଶିକା ଡିସିଏମଏସଏମଇ କାର୍ଯ୍ୟାଳୟର ୱେବସାଇଟ୍‌ରେ ଉପଲବ୍ଧ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Latest News

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.