Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଥଥର ପାଇଁ ଜିଏସ୍‌ଟି ରାଜସ୍ୱ ଆଦାୟ ଅତିକ୍ରମ କଲା ୧. ୪୦ ଲକ୍ଷ କୋଟି
ଆଜିର ଖବର

ଚତୁର୍ଥଥର ପାଇଁ ଜିଏସ୍‌ଟି ରାଜସ୍ୱ ଆଦାୟ ଅତିକ୍ରମ କଲା ୧. ୪୦ ଲକ୍ଷ କୋଟି

June 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ:  ମେ ୨୦୨୨ରେ ମୋଟ ଜିଏସ୍‌ଟି  ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି। ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ ଆଇଜିଏସ୍‌ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ) ଓ ସେସ୍ ୧୦, ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି।

ସରକାର ଆଇଜିଏସ୍‌ଟିରୁ ୨୭, ୯୨୪ କୋଟି ଟଙ୍କା ସିଜିଏସ୍‌ଟି ଓ ୨୩, ୧୨୩ କୋଟି ଟଙ୍କା ଏସଜିଏସ୍‌ଟି ବାବଦକୁ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସ୍‌ଟି ପାଇଁ ୫୨,୯୬୦ କୋଟି ଓ ଏଜସିଏସ୍‌ଟି  ବାବଦକୁ ୫୫, ୧୨୪କୋଟି ଟଙ୍କା ହୋଇଛି। ଏହା ବ୍ୟତୀତ କେନ୍ଦ୍ର ୩୧.୫.୨୦୨୨ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଗତବର୍ଷ ଏହି ମାସ ସୁଦ୍ଧା ଜିଏସ୍‌ଟି ରାଜସ୍ୱ ୯୭, ୮୨୧ କୋଟି ଟଙ୍କା ଥିବାବେଳେ ମେ ୨୦୨୨ ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି। ଏହି ମାସରେ ରାଜସ୍ୱ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ୪୩ଭାଗ ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି। ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ମାସିକ ଜିଏସ୍‌ଟି ଆଦାୟ ୧. ୪୦ ଲକ୍ଷ କୋଟି ଅତିକ୍ରମ କରିଛି  ଓ ଲଗାତାର ମାର୍ଚ୍ଚ ୨୦୨୨ ଠାରୁ ତୃତୀୟମାସ ଲାଗି ଏହା ହୋଇଛି। ମେ ମାସର ଆଦାୟ ଯାହା ଏପ୍ରିଲ ମାସ ରିଟର୍ଣ୍ଣରୁ ଆସିଥାଏ ଓ ଏହା ଆର୍ଥିକ ବର୍ଷର ପ୍ରଥମ ମାସ ହୋଇଥିବାରୁ ଏପ୍ରିଲରେ କମ୍ ଥାଏ  ଓ ଏପ୍ରିଲ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ଦୃଷ୍ଟିରୁ ମାର୍ଚ୍ଚର ରିଟର୍ଣ୍ଣି ଉପରେ ନିର୍ଭରଶୀଳ। ମାତ୍ର ଖୁବ୍ ଉ୍‌ତ୍ସାହପ୍ରଦ ବିଷୟ ଏହି ଯେ ଏପରିକି ମେ ୨୦୨୨ ମଧ୍ୟ ରାଜସ୍ୱ ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି।

ଏପ୍ରିଲ ୨୦୨୨ରେ ଇ-ୱେ ବିଲ୍ ବାବଦକୁ ୭.୪ କୋଟି ଟଙ୍କା ମିଳିଥିବା ବେଳେ ଏହମାର୍ଚ୍ଚ ୨୦୨୨ ଇ-ୱେ ବିଲ୍ ୭.୭କୋଟିରୁ ଶତକଡା ୪ ଭାଗ କମ୍ ରହିଛି। ତଳେ ଦର୍ଶାଯାଇଥିବା ଗ୍ରାଫରେ ଚଳିତବର୍ଷର ଜିଏସ୍‌ଟି ରାଜସ୍ୱ ତାରତମ୍ୟ ଦର୍ଶାଯାଇଛି। ଏଥିରେ ପ୍ରତ୍ୟେକ ରାଜ୍ୟର ୨୦୨୦ମେ’ରେ ଜିଏସଟି ଆଦାୟ ପରିମାଣ ଓ ୨୦୨୧ ଆଦାୟ ପରିମାଣର ତୁଳନାତ୍ମକ ବିବରଣୀ ପ୍ରଦାନ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.