Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୋଖରୀପୁଟ ଡିଏଭି ସ୍କୁଲରେ ଆୟୋଜିତ ହେଲା ଷ୍ଟକ ମାର୍କେଟରେ ବିନିଯୋଗ କୌଶଳ
ଆଞ୍ଚଳିକ

ପୋଖରୀପୁଟ ଡିଏଭି ସ୍କୁଲରେ ଆୟୋଜିତ ହେଲା ଷ୍ଟକ ମାର୍କେଟରେ ବିନିଯୋଗ କୌଶଳ

July 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୋଖରୀପୁଟ ଡିଏଭି

ଭୁବନେଶ୍ବର: ଷ୍ଟକ ମାର୍କେଟରେ ବିନିଯୋଗ କରିବା କିଛି ଖରାପ ନୁହେଁ। ହେଲେ ସଂଯତ ଏବଂ ଧ୍ୟାନର ସହିତ ବିନିଯୋଗ କଲେ ବେଶ ଲାଭବାନ ହୋଇପାରିବ। ଏହାର କୌଶଳ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଜାଣିବା ଆବଶ୍ୟକ ବୋଲି ଭୁବନେଶ୍ବର ପୋଖରୀପୁଟ ଡିଏଭି ସ୍କୁଲରେ ଆୟୋଜିତ କର୍ମଶାଳାରେ ବିଶେଷଜ୍ଞମାନେ କହିଥିଲେ।ସ୍କୁଲର ବାଣିଜ୍ୟ ବିଭାଗ ତରଫରୁ ଆୟୋଜିତ ଏହି କର୍ମଶାଳାରେ ଏଚଡିଏଫସି ମ୍ୟୁଚିୟାଲ ଫଣ୍ଡ କଂପାନୀର ସେଲସ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜେର ମାନସ ରଂଜନ ମିଶ୍ର, ମ୍ୟାନେଜର ସେଲସ ସେଫାଳି ସାହାଣୀ, କଳିଙ୍ଗ ବୁଲସର ମ୍ୟାନେଜିଂ ପାର୍ଟନର ପ୍ରଦୀପ ପ୍ରଧାନ ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଭବାନୀ ପ୍ରସାଦ ଦାସ ଯୋଗ ଦେଇଥିଲେ।

ଏହି ବିଶେଷଜ୍ଞମାନେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଷ୍ଟକ ମାର୍କେଟର କୌଶଳ ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାକୁ ସ୍କୁଲ ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ମନସ୍ବନୀ ମହାନ୍ତି ଏବଂ ଫରାତ୍ କୟେନେତ୍ ପରିଚାଳନା କରିଥିଲେ।

ପୋଖରୀପୁଟ ଡିଏଭି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026
Latest News

CBSE ପରୀକ୍ଷା ପାଇଁ ଆସିଲେନି ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କ’ଣ କହିଲେ ପ୍ରିନ୍ସିପାଲ?

February 17, 2026

ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

February 17, 2026

ଭାରତର ମାଷ୍ଟରଷ୍ଟ୍ରୋକ୍!: ରାଫେଲ୍ ଦେବ ଫ୍ରାନ୍ସ, ବଦଳରେ ନେବ ପିନାକା

February 17, 2026

୨୦୨୬ ଟି-୨୦ ବିଶ୍ୱକପ୍‌: ପାକିସ୍ତାନ ମ୍ୟାଚ ହାରୁଥିବା ଦେଖି ଷ୍ଟାଡିୟମରୁ ଚାଲିଗଲେ ମୋହସିନ୍ ନକଭି

February 17, 2026

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେସନ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.