ଡିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଆକର୍ଷଣୀୟ ଅଫର ନେଇ ଆସିଛି ରିଲାଏନ୍‌ସ ଡିଜିଟାଲ୍

Published: Aug 12, 2022, 4:52 pm IST

ମୁମ୍ବାଇ: ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ ବର୍ତ୍ତମାନ ରିଲାଏନ୍‌ସ ଡିଜିଟାଲରେ ସମସ୍ତ ବର୍ଗରେ ଆକର୍ଷଣୀୟ ଅଫର ସହିତ ଲାଇଭ୍ ରହିଛି। ଆପଣଙ୍କର ପସନ୍ଦର ଟେକ୍‌କୁ ବାଛନ୍ତୁ ଓ ୧୦%ର ତୁରନ୍ତ ଡିସକାଉଂଟ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ ଗୁଡ଼ିକ ଉପରେ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଲାଭ କରନ୍ତୁ। ଏହା ସହିତ ଆପଣ ୧୦% ଇନଷ୍ଟାଂଟ ଡିସକାଉଂଟ ଭାଉଚର ପାଇପାରିବେ ଯାହାକୁ ଆପଣ ପରବର୍ତି କ୍ରୟ ଉପରେ ରିଡିମ୍ କରିପାରିବେ ଓ ଏହା ସହିତ ଅନେକ ଗୁଡ଼ିଏ ସହଜିଆ ଫାଇନାନ୍ସ ବିକଳ୍ପ ମଧ୍ୟ ଲାଭ କରିପାରିବେ। ଏଠାରେ ଫୋନ୍‌, ଲାପଟପ୍‌, ଟିଭି, କିଚେନ ଓ ଗୃହ ଉପକରଣ ତଥା ଆହୁରି ଅନେକ ସାମଗ୍ରୀ କେବଳ ରିଲାଏନ୍‌ସ ଡିଜିଟାଲରେ, ମାଇଁ ଜିଓ ଷ୍ଟୋରରେ ଓ www.reliancedigital.in ରେ କିଣା କିଣି କରନ୍ତୁ।

ପାଆନ୍ତୁ ଆଧୁନିକ ଅଲଟ୍ରା ହାଇ ଡେଫିନିସନ ଟିଭି ଅତୁଳନୀୟ ମୂଲ୍ୟରେ। ଘରକୁ ନେଇ ଯାଆନ୍ତୁ ୬୫ ଇଂଚ ୟୁଏଚଡି ଆଣ୍ଡ୍ରଏଡ୍ ଟିଭି ସହିତ ୨ ବର୍ଷର ୱାରେଂଟି ଯାହା ଟ.୪୯,୯୯୦/- ରୁ ଆରମ୍ଭ ଓ ୪୩ ଇଂଚର ୟୁଏଚଡି ଆଣ୍ଡ୍ରଏଡ୍ ଟିଭି ଯେଉଁଥିରେ ୨ ବର୍ଷର ୱାରେଂଟି ରହିଛି ଓ ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ଟ.୧୯,୯୯୦/-। ୨ୟ ଜେନେରେସନ ଆପଲ ଏୟାରପଡ୍ ଅତୁଳନୀୟ ମୂଲ୍ୟ ଟ.୮୪୯୦/- ରେ ଉପଲବ୍ଧ ରହିଛି।

ଏପରିକି ଲାପଟପ୍ ପାଇଁ ମଧ୍ୟ, ରିଲାଏନ୍‌ସ ଡିଜିଟାଲରେ ଅନେକ ଅଫର ଉପଲବ୍ଧ ରହିଛି। ଏକ୍ସକ୍ଲୁସିଭ୍ ଏଚପି ସ୍ମାର୍ଟ ସିମ୍ ଲାପଟପ୍ ସହିତ ସର୍ବଦା ସଂଯୁକ୍ତ ରୁହନ୍ତୁ ଯେଉଁଥିରେ ରହିଛି ଇଂଟେଲ୍ କୋର୍ ଆଇ୩, ୮ ଜିବି ରାମ୍ ଓ ୫୧୨ ଏସଏସଡି ଷ୍ଟୋରେଜ୍ ଓ ଏହାର ମୂଲ୍ୟ ରହିଛି ଟ.୪୩,୯୯୯ ଓ ଏହା ଟ.୧୨୯୫/- ର ଇଏମଆଇ ରେ ମଧ୍ୟ ଉପଲବ୍ଧ। ଏବଂ ଏଥିରେ ୧୦୦ ଜିବିର ଜିଓ ଡାଟା ମାଗଣାରେ ପାଆନ୍ତୁ। ଆସସ୍ ଗେମିଂ ଲାପଟପ୍ ରେ ରହିଛି ୧୬ ଜିବି ରାମ୍ ଓ ୫୧୨ ଜିବିି ଏସଏସଡି ଷ୍ଟୋରେଜ୍ କେବଳ ରିଲାଏନ୍‌ସରେ ଯାହାର ଆକର୍ଷଣୀୟ ମୂଲ୍ୟ ରହିଛି ଟ.୫୫,୯୯୦/- ଓ ଏହାର ଇଏମଆଇ ହେଉଛି ମାତ୍ର ଟ.୪୬୬୬/-। କେବଳ ଏତିକି ନୁହେଁ, ସମସ୍ତ କ୍ରେତାମାନେ ଆକର୍ଷଣୀୟ ଉପହାର ପାଇବେ ଓ କିଛି ଭାଗ୍ୟଶାଳୀ ବିଜେତା ମାନେ କାର, ବାଇକ୍‌, ଟିଭି, ଫୋନ୍ କିଣିବାର ସୁଯୋଗ ପାଇପାରିବେ।

ନୂଆ ଆଇଫୋନ୍ ୧୩, ୧୨୮ ଜିବିକୁ ମାତ୍ର ଟ.୬୫,୫୦୦/- ରେ ଓ ଆଇଫୋନ୍ ୧୨ ସହିତ ୬୪ ଜିବି ଷ୍ଟୋରେଜ୍ ଏବେ ମାତ୍ର ଟ.୫୩,୩୦୦/- ରେ ଉପଲବ୍ଧ ରହିଛି ଓ ଆଇଫୋନ୍ ୧୧, ୧୨୮ ଜିବି ମାତ୍ର ଟ.୪୭,୯୦୦/- ରେ ଅତିରିକ୍ତ କ୍ୟାସବ୍ୟାକ୍ ସହିତ ଉପଲବ୍ଧ ରହିଛି। ଏହା ସହିତ ପାଆନ୍ତୁ ସାମସଙ୍ଗ ଗାଲାକ୍ସି ଏସ୨୨ ଅଲ୍‌ଟ୍ରା ସହିତ ଡାଇନାମିକ୍ ଆମୋଲେଡ୍ ୨ଏକ୍ସ ଡିସପ୍ଲେ ଅତୁଳନୀୟ ମୂଲ୍ୟରେ।

ଘରର କାମରୁ ମୁକ୍ତି ପାଆନ୍ତୁ ଓ ଗୃହ ଉପକରଣ ଉପରେ ଆକର୍ଷଣୀୟ ଲାଭ ଉଠାନ୍ତୁ। କିଣନ୍ତୁ ସାମସଙ୍ଗ ଡିସୱାସର ଟ.୨୯,୯୯୦/- ର ଅତୁଳନୀୟ ମୂଲ୍ୟରେ ଓ ଏଥିରେ ଟ.୯୯୯୦ ମୂଲ୍ୟର ଫିଲିପ୍‌ସ ଗାରମେଂଟ ଷ୍ଟିମର ମାଗଣା ଲାଭ କରନ୍ତୁ। ସାଇଡ-ବାଏ-ସାଇଡ୍ ରେଫ୍ରିଜରେଟର କ୍ରୟ ସହିତ, ଆପଣ ଆକର୍ଷଣୀୟ ଉପହାର ଲାଭ କରିପାରିବେ ଯେଉଁଥିରେ ରହିଛି ସ୍ମାର୍ଟଫୋନ୍‌, ସ୍ମାର୍ଟ ୱାଚ, ଟାବଲେଟ୍ ଓ ମିନି ବାର। ଫ୍ରଂଟ ଲୋଡ୍ ୱାସିଂ ମେସିନ୍ ସହିତ କପଡ଼ା ସଫାର ଝଞ୍ଜଟରୁ ମୁକ୍ତି ପାଆନ୍ତୁ। ଏଥିରେ ରହିଛି ୨ ବର୍ଷର ୱାରେଂଟି ଓ ଏହା ମାତ୍ର ଟ.୧୮,୯୯୦/- ରୁ ଆରମ୍ଭ। କ୍ଷୁଦ୍ର ଉପକରଣର ବ୍ରେକଫାଷ୍ଟ କମ୍ବୋର ସମ୍ଭାର ଟ.୧୭୯୯/- ରୁ ଆରମ୍ଭ। ଏହା ସହିତ ଆପଣ ଏୟାର କଣ୍ଡିସନର ଓ ଆହୁରି ଅନେକ ଉପରେ ୬୦% ପର୍ଯ୍ୟନ୍ତ ଅଫ-ସିଜିନ ଡିସକାଉଂଟ ଲାଭ କରିପାରିବେ। କେବଳ ଏତିକି ନୁହେଁ, ବ୍ରାଣ୍ଡ ନୂଆ ମାଇକ୍ରୋୱେଭ୍ ଓଭନ ମାତ୍ର ଟ.୬୪୯୦/- ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି।

ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

Related posts