Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Budget 2023: କଣ ରହିଛି ନିର୍ମଳା ସୀତାରମଣଙ୍କ ବଜେଟ, ଜାଣନ୍ତୁ ଏହି ୧୦ ଟି ତଥ୍ୟ
ଜାତୀୟ ଖବର

Budget 2023: କଣ ରହିଛି ନିର୍ମଳା ସୀତାରମଣଙ୍କ ବଜେଟ, ଜାଣନ୍ତୁ ଏହି ୧୦ ଟି ତଥ୍ୟ

February 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Budget 2023
Budget 2023: କଣ ରହିଛି ନିର୍ମଳା ସୀତାରମଣଙ୍କ ବଜେଟ, ଜାଣନ୍ତୁ ଏହି ୧୦ ଟି ତଥ୍ୟ

Budget 2023: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ସଂସଦରେ ବଜେଟ 2023 ଉପସ୍ଥାପନ କରୁଛନ୍ତି। ଏହି ବଜେଟ ଉପସ୍ଥାପନା ବର୍ତ୍ତମାନ ସୁଦ୍ଧା ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାହା ଆସିଛି ସେଗୁଡି ହେଲା..

ପୁଞ୍ଜି ବିନିଯୋଗ ୩୩% ବୃଦ୍ଧି ହୋଇ ୧୦ ଲକ୍ଷ କୋଟିରେ ପହଞ୍ଚିଛି। ଏହା ହେଉଛି ଜିଡିପିର ୩.୩% ପ୍ରତିଶତ

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ୩୮,୮୦୦ ଶିକ୍ଷକ ନିଯୁକ୍ତି ଦେବେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ୬୬% ବୃଦ୍ଧି କରିଗଲା ଯାହା ୭୯,୦୦୦ କୋଟିରୁ ଅଧିକ ବ୍ୟୟ ଅଟକଳ ରଖାଯାଇଛି।

ପ୍ରତି ପଞ୍ଚାୟତରେ ଶିଶୁ, କିଶୋରମାନଙ୍କ ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରୀ ସ୍ଥାପନ

ଆର ଆଣ୍ଡି ଡି ଫାର୍ମା ନୂଆ ଯୋଜନାର ଶୁଭାରମ୍ଭ ହେବ।

ବଜେଟରେ ଚାକିରୀ ସୃଷ୍ଟି, ଯୁବକମାନଙ୍କର ଉନ୍ନତି ଉପରେ ଧ୍ୟାନ ଦେଇଥାଏ। ଏକ ଦୀର୍ଘସ୍ଥାୟୀ ଲକ୍ଷ୍ୟରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛୁ। ଦେଶରେ ପ୍ରଧାନମନ୍ତ୍ରୀ ସୁରକ୍ଷ ବୀମା ଯୋଜନା, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଏବଂ ଜନ ଧନ ଆକାଉଣ୍ଟରେ ମଧ୍ୟ ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି ବୋଲି ଏଫଏମ କହିଛନ୍ତି।

୨୦୧୪ ଠାରୁ ସରକାରୀ ଉଦ୍ୟମ ଦେଶର ନାଗରିକଙ୍କ ପାଇଁ ଉନ୍ନତ ମାନର ଜୀବନଯାପନ ପାଇଁ ସୁନିଶ୍ଚିତ କରିଛି।

‘ଭାରତୀୟ ଚାଷକୁ ଆଧୁନିକ ଜ୍ଞାନକୈଶଳ ଆଣିବା ପାଇଁ ଗ୍ରାମାଞ୍ଚଳରେ କୃଷି-ବୈଷୟିକ ଷ୍ଟାର୍ଟଅପ୍ ମାନଙ୍କୁ ସହାୟତା କରିବା ପାଇଁ ଏକ କୃଷି ତ୍ୱରାନ୍ୱିତ ପାଣ୍ଠି ଗଠନ କରାଯିବ। ଏହା ଭାରତୀୟ ଚାଷଜମିରେ ଆଧୁନିକ ଜ୍ଞାନକୌଶଳ ଆଣିବା ପାଇଁ ଉଦ୍ଦିଷ୍ଟ।

ଦେଶରେ ସ୍ବଚ୍ଛ ଭାରତ ଅଭିଜାନରେ ୧୧:୦୮ କୋଟି ପାଇଖେନା ନିର୍ମାଣ କରାଯିବ

ଦେଶରେ 9.6 କୋଟିଙ୍କୁ ଉଜ୍ଜଳା ଭାରତ ଯୋଜନାରେ ସାମିଲ କରାଯିବ

ନିର୍ମଳା ସୀତାରମଣ ବଜେଟ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026
Latest News

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ଭାରତୀୟ ରେଳବାଇର ତିନୋଟି ଟ୍ରାକ୍‌ ଦୋହରୀକରଣ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

February 24, 2026

ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍ ଟ୍ରେନକୁ ଆଧୁନିକ ଏଲଏଚବି କୋଚ୍ ସହିତ ଅପଗ୍ରେଡ୍ କରିବ ପୂର୍ବତଟ ରେଳପଥ 

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.