Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରର ପାହଳରେ ଆରମ୍ଭ ହେଲା ‘ଖୁସି କ୍ୟାପେଲା’ ଆପାର୍ଟମେଣ୍ଟର ବୁକିଂ
ଆଜିର ଖବର

ଭୁବନେଶ୍ୱରର ପାହଳରେ ଆରମ୍ଭ ହେଲା ‘ଖୁସି କ୍ୟାପେଲା’ ଆପାର୍ଟମେଣ୍ଟର ବୁକିଂ

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳ ନିକଟରେ ତିଆରି ଚାଲିଛି ନୂତନ ଭାବରେ ପରିକଳ୍ପିତ ଏବଂ ଅତି ସୁନ୍ଦର ଭାବରେ ନିର୍ମିତ ଚମତ୍କାର ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ‘ଖୁସି କ୍ୟାପେଲା’। ଆସନ୍ତା ୩ ଫେବୃଆରୀ ଠାରୁ ସାଧାରଣ ଜନତାଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଖୁସି କ୍ୟାପେଲା’ର ବୁକିଂ ଆରମ୍ଭ ହେବାକୁ ଯାଉଛି। ଗୁଣାତ୍ମକ ଓ ସମସ୍ତ ଆଧୁନିକ ସୁବିଧା ସହିତ ସହର ଅତିନିକଟରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ‘ଖୁସି କ୍ୟାପେଲା’ ଚାହିଦା ବଜାରରେ ବହୁତ ରହିଛି। ଏହି ଅବସରରେ ଖୁସି କାପେଲାର ଆଧୁନିକ ଏକ୍ସପିରିଏନ୍ସ ସେଣ୍ଟର ଉଦଘାଟନ ହୋଇଥିଲା। ଏଥିସହ ଭରଚୁଆଲ ଓ୍ବାକଥୃ ଓ ମିନିଏଚର ପ୍ରୋଜେକ୍ଟ ମଡେଲସ ଓ ଥ୍ରିଡି ଇନଷ୍ଟଲେସନ ମଧ୍ୟ ଲୋକାର୍ପଣ ହୋଇଥିଲା।

‘ଖୁସି କ୍ୟାପେଲା’ର ବିଶେଷ୍ୟତ:

– ୨ ଟାୱାର ରେ ୨୪୨ ଆପାର୍ଟମେଣ୍ଟ (60638.67 ବର୍ଗ ମିଟର)

– ବାସ୍ତୁ ଉପଯୋଗୀ ସବୁଠାରୁ ଉତ୍ତମ ଆପାର୍ଟମେଣ୍ଟ

– ୨୪୨ ପରିବାର ପାଇଁ ୩୦ରୁ ଅଧିକ ଅତ୍ୟାଧୁନିକ ସୁବିଧା

– IGBC ଗୋଲ୍ଡ ଗ୍ରୀନ ସାର୍ଟିଫିକେଟ୍ ସହ

– ୬୦% ନିର୍ମାଣ ବିହୀନ ସ୍ଥାନ

– ସର୍ବନିମ୍ନ ଦୁଇ ପାର୍ଶ୍ୱ ଖୋଲା ଆପାର୍ଟମେଣ୍ଟ

– ଅତ୍ୟାଧୁନିକ ସଜ୍ଜିତ ଭୋଜି ହଲ୍, ଆଧୁନିକ ଜିମ୍, ଅତ୍ୟାଧୁନିକ ସୁଇମିଂ ପୁଲ୍

– ପିଲାମାନଙ୍କ ପାଇଁ ଇନଡୋର ଏବଂ ଆଉଟଡୋର ପ୍ଲେ ଏରିଆ, ସୁଇମିଂ ପୁଲ୍

– ସମସ୍ତ ଟାୱାର ପାଇଁ ଉତ୍ସର୍ଗୀକୃତ ଆଗମନ ଲବି

– ହାଇ ଲାଇଫ୍ ଷ୍ଟାଇଲ୍ କ୍ଲବ୍, ଲ୍ୟାଣ୍ଡସ୍କେପ୍ ବଗିଚା

– ସମସ୍ତ ବୟସ ବର୍ଗଙ୍କ ପାଇଁ ତିଆରି ଏହି ପ୍ରକଳ୍ପ

ଆପାର୍ଟମେଣ୍ଟର ନିକଟରେ ଅଛି ଓଡ଼ିଶା ବହୁ ସୁନାମଧନ୍ୟ ବିଦ୍ୟାଳୟ, ଡାକ୍ତରଖାନା, ବ୍ୟାଙ୍କ ଓ ମଲ୍। ବୟୋଜେଷ୍ଠ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରକଳ୍ପକୁ ଅତ୍ୟନ୍ତ ଯତ୍ନର ସହ ତିଆରି କରାଯାଇଛି, ଯେପରି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ ଏହିକିଯେ ଏହାର ଏକ୍ସପିରିଏନ୍ସ ସେଣ୍ଟର୍ ଭୁନେଶ୍ବରର ସବୁଠାରୁ ଅତ୍ୟାଧୁନିକ ସୁ-ଉଚ୍ଛ ଟାୱାର ଆପାର୍ଟମେଣ୍ଟ୍ ମଧ୍ୟରେ ଏକମାତ୍ର ପ୍ରକଳ୍ପ। ସମସ୍ତ ବିଳାସପୂର୍ଣ୍ଣ ଓ ଅତ୍ୟାଧୁନିକ ସେବା ସହ ଏହି ଏକ୍ସପିରିଏନ୍ସେ ସେଣ୍ଟର୍ ଆପଣଙ୍କ ପାଇଁ ଏକ ବିଶ୍ୱସନୀୟ ସ୍ବପ୍ନର ଘର ସହ ମିଳିବ ଯାହା କେବଳ ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଆପଣମାନଙ୍କ ପାଇଁ ତିଆରି କରିଛି।

ଖୁସି ରିଅଲକନ୍ ର ନିର୍ଦ୍ଦେଶକ ଗୌରବ ଅଗ୍ରୱାଲ, କହିଛନ୍ତି ଯେ ଆମର ଏହି ସମ୍ମାନଜନକ ପ୍ରକଳ୍ପ ପାଇଁ ବୁକିଂ ଆରମ୍ଭ ହେବାକୁ ଯାଉଥିବାରୁ ଆମେମାନେ ବହୁତ ଉତ୍ସାହିତ। ଉତ୍କୃଷ୍ଟ ସୁବିଧା ସୁଯୋଗ, ୟୁନିଟ୍ ଲେଆଉଟ୍, ସ୍ବିମିଂ ପୁଲ୍‌, ସ୍ପା, ଜିମ୍ ଓ କାଫେଟାରିଆ ଆଦି ସୁବିଧା ସହ ସମସ୍ତ ଘରକୁ ଉତ୍ତମ ସୂର୍ଯାଲୋକ, ପବନ ଓ ପ୍ରକଳ୍ପର ଉପସ୍ଥିତି ‘ଖୁସି କ୍ୟାପେଲା’ର ପ୍ରମୁଖ ବିଶେଷ୍ୟତ। ୨୪୨ ପରିବାର ପାଇଁ ଏହି ପ୍ରକଳ୍ପ ବହୁତ ଭଲ କାରଣ ଏହା ଅତ୍ୟନ୍ତ ଛୋଟ କି ଅତ୍ୟନ୍ତ ବଡ଼ ନୁହେଁ।

ଖୁସି ରିଅଲକନ୍ ପ୍ରାଇଭେଟ ଲିମିଟେଡ୍ ଏହାର ଗ୍ରାହକମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଗତ ଦଶନ୍ଧି ର ସମସ୍ତ ଶିଳ୍ପ-ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ପୁରସ୍କୃତ। ଗୌରବ ଅଗ୍ରୱାଲ, ସଞ୍ଜୟ ବନସାଲ୍ ଏବଂ ପ୍ରଦୀପ ଠକର ହେଉଛନ୍ତି ଖୁସୀ ରିଅଲକନ୍ ର ମୂଳ ପ୍ରତିଷ୍ଠତା ଯାହାର ଲୁହା ଏବଂ ଇସ୍ପାତ, ନିର୍ମାଣ ଏବଂ ଖଣି ଶିଳ୍ପରେ ପୃଷ୍ଠଭୂମି ରହିଛି। ଖୁସି ରିଅଲକନ୍ ନିରନ୍ତର ଭାବରେ ତାର ଗ୍ରାହକମାନଙ୍କୁ ଉତ୍ତମ ସେବା ସହ ଉନ୍ନତ ମନର ଘର ଯୋଗାଇଆସିଛି ଏବଂ ଆଗକୁ ମଧ୍ୟ ଜାରିରଖିବ ବୋଲି ଏହାର ପ୍ରତିନିଧି ମାନେ କହିଛନ୍ତି।

ଆପାର୍ଟମେଣ୍ଟ୍ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026
Latest News

ସିଜେପି ପ୍ରତିବାଦରେ ଯୋଗଦେଲେ ନାସିରୁଦ୍ଦିନ ଶାହ?: ଜାଣନ୍ତୁ ସତ୍ୟତା

July 21, 2026

CJPର ସଂସଦ ପଦଯାତ୍ରା ପରେ ପ୍ରଧାନମନ୍ତ୍ରୀଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା

July 21, 2026

ସୁନା କିଣିବାକୁ ଯୋଜନା କରୁଛନ୍ତି କି?: ଜାଣନ୍ତୁ ଆଜିର ମୂଲ୍ୟ

July 21, 2026

ଏବେ ଦିଲ୍ଲୀ ନିକଟରେ ପହଞ୍ଚିଲେ ଚାଷୀ: ବନ୍ଦ ହେଲା ଶମ୍ଭୁ ସୀମା, ହାଇ ଆଲର୍ଟ ଜାରି

July 21, 2026

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.