Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଭୁବନେଶ୍ବରରେ ଓମଫେଡର ହୋମ ଡେଲିଭରୀ, ଫୋନ କଲେ କ୍ଷୀର ସହ ମିଳିବ ଅନ୍ୟାନ୍ୟ ସାମଗ୍ରୀ, ଫୋନ ନମ୍ବର ଟିପି ରଖନ୍ତୁ
ଆଜିର ଖବର

ଆଜିଠାରୁ ଭୁବନେଶ୍ବରରେ ଓମଫେଡର ହୋମ ଡେଲିଭରୀ, ଫୋନ କଲେ କ୍ଷୀର ସହ ମିଳିବ ଅନ୍ୟାନ୍ୟ ସାମଗ୍ରୀ, ଫୋନ ନମ୍ବର ଟିପି ରଖନ୍ତୁ

April 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଆଜିଠାରୁ ଓମଫେଡ ଭୁବନେଶ୍ବରରେ ଆରମ୍ଭ କରିଛି ହୋମ ଡେଲିଭରୀ ସେବା। ଆପଣ ଘରେ ବସି କେବଳ ଫୋନକଲଟିଏ କିମ୍ବା ହ୍ବାଟସପ କଲେ ଓମଫେଡ ଘରେ ଆଣି ଦେଇଯିବ କ୍ଷୀର ସହିତ ତାଙ୍କ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ। ପୂର୍ବରୁ ଓମଫେଡ ଲକଡାଉନକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ଏହି ସେବା କରିଥିଲେ। ହେଲେ ତାହା ଭୁବନେଶ୍ବରରେ ଲାଗୁ କରାଯାଇ ନ ଥିଲା।

ତେବେ ଏହି ହୋମ ଡେଲିଭରୀ ପାଇଁ ଓମଫେଡ କେତେକ ନିୟମ କରିଛି। ତାହା ହେଉଛି ଆପଣ ଅତିକମରେ 150ଟଙ୍କାର ଓମଫେଡରୁ ଜିନିଷ କିଣିବାକୁ ପଡିବ। ଆବଶ୍ୟକ ସ୍ଥଳେ କଂପନୀ ହୋମଡେଲଭରୀ ଫି ଭାବେ 30 ଟଙ୍କା ନେଇପାରିବ। ଏହି ହୋମ ଡେଲିଭରୀ ବୁକିଂ ଦିନ 10ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କରାଯାଇପାରିବ। ସେହିପରି ହୋମ ଡେଲିଭରୀ ଦିନ 11ଟାରୁ ଅପରାହ୍ନ 5ଟା ମଧ୍ୟରେ କରାଯିବ। ତେବେ ଫୋନ କଲ ନ କରି ହ୍ବାଟସପରେ ଜିନିଷ ନାମ ଓ ଠିକଣା ଲେଖି ପଠାଇବାକୁ ଓମଫେଡ କହିଛି। ହ୍ବାଟସପ ନମ୍ବରଗୁଡିକ ହେଲା

1-9777139298

2-9439718151

3-8917684848

4-9861331111

5-9439923689

ଲକଡାଉନ ସମୟରେ ଓମଫେଡର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.