Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନାର ପ୍ରଭାବ : ଦୁଗ୍ଧ ବ୍ୟବସାୟରେ 8 ପ୍ରତିଶତ ହ୍ରାସ
ଆଜିର ଖବର

କରୋନାର ପ୍ରଭାବ : ଦୁଗ୍ଧ ବ୍ୟବସାୟରେ 8 ପ୍ରତିଶତ ହ୍ରାସ

April 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଗ୍ଧ ବ୍ୟବସାୟ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ବିଗତ ଏକ ମାସ ମଧ୍ୟରେ ଦୁଗ୍ଧ ବ୍ୟବସାୟରେ ପ୍ରାୟ 8.8 ପ୍ରତିଶତର ହ୍ରାସ ଘଟିଛି । ଜାତୀୟ ଦୁଗ୍ଧଜାତ ଦ୍ରବ୍ୟ ବୋର୍ଡ (ଏନ୍‌ଡିଡିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ 16ରୁ ଏପ୍ରିଲ୍‌ 12 ମଧ୍ୟରେ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥ ବିକ୍ରି ହ୍ରାସ ପାଇଥିବା ଜଣାପଡିଛି । ଏନ୍‌ଡିଡିବିର ଚେୟାରମ୍ୟାନ୍‌ ଦିଲ୍ଲୀପ ରଥ ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟରେ ହ୍ରାସ ଘଟିଥିଲେ ମଧ୍ୟ ଏହା ନିରାଶାଜନକ ନୁହେଁ ବୋଲି ରଥ ପ୍ରକାଶ କରିଛନ୍ତି । କରୋନା ପରେ ଦୁଗ୍ଧ ବ୍ୟବସାୟ ପୁନର୍ବାର ଟ୍ରାକ୍‌କୁ ଫେରିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

corona milk
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025

ଶେଷରେ ମାନିଲେ ପାକିସ୍ତାନୀ ଖେଳାଳି: ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଦେଲେ ବଡ ବିବୃତ୍ତି

September 28, 2025

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025
Latest News

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025

ଶେଷରେ ମାନିଲେ ପାକିସ୍ତାନୀ ଖେଳାଳି: ଅଭିଷେକ ଶର୍ମାଙ୍କ ସମ୍ପର୍କରେ ଦେଲେ ବଡ ବିବୃତ୍ତି

September 28, 2025

ଅକ୍ଟୋବର ୧ରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

September 28, 2025

“ଆତଙ୍କବାଦର କେନ୍ଦ୍ର ଆମର ଜଣେ ପଡ଼ୋଶୀ”: ଜାତିସଂଘରେ ପାକିସ୍ଥାନ ଉପରେ ବର୍ଷିଲେ ଏସ. ଜୟଶଙ୍କର 

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.