Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ଭୁବନେଶ୍ବରରେ ଖୋଲିବ ଦୋକାନ : ନୂତନ ଗାଇଡ୍‌ଲାଇନ୍‌ ଜାରି କଲା ବିଏମ୍‌ସି
ଆଜିର ଖବର

ଏଣିକି ଭୁବନେଶ୍ବରରେ ଖୋଲିବ ଦୋକାନ : ନୂତନ ଗାଇଡ୍‌ଲାଇନ୍‌ ଜାରି କଲା ବିଏମ୍‌ସି

April 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଦୋକାନ ବଜାର ଖୋଲିବା ପାଇଁ ନୂତନ ଗଇଡ୍‌ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ୍‌ । ମେ 1 ଠାରୁ ଏହି ନୂତନ ଗାଇଡ୍‌ ଲାଇନ୍‌ କାର୍ଯ୍ୟକାରୀ ହେବା ସହିତ 60 ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ କେବଳ ସ୍ବୀକୃତୀପ୍ରାପ୍ତ ଦୋକାନ ଖୋଲାଯାଇପାରିବ ମାତ୍ର ଦୋକାନ ଗୁଡିକରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ କଡାକଡି ଭାବରେ ପାଳନ କରାଯିବ । ଜରୁରୀକାଳୀନ ସାମଗ୍ରୀ ଦୋକାନ ସହିତ ମାର୍କେଟ୍‌ କମ୍ପ୍ଲେକ୍ସରେ ରହିଥିବା ଦୋକାନକୁ ଖୋଲାଯାଇପାରିବ ବୋଲି ଜଣାପଡିଛି । ତେବେ 5ରୁ ଅଧିକ ଦୋକାନ ରହିଥିବା ମାର୍କେଟ୍‌ କମ୍ପ୍ଲେକ୍ସକୁ ଖୋଲାଯାଇପାରିବ ନାହିଁ । ଏହା ସହିତ ଦୋକାନୀ ପାନ କିମ୍ବା ଗୁଟ୍‌ଖା ଖାଇ ଦୋକାନକୁ ଯାଇ ପାରିବେ ନାହିଁ ଏବଂ ବାହାରେ ଛେପ ନପକାଇବା ପାଇଁ ଗାଇଡ୍‌ ଲାଇନ୍‌ରେ ଉଲ୍ଲେଖ କରାଯାଇଛି । ଗ୍ରାହକ ସାମାଜିକ ଦୂରତ୍ବ ନରଖିଲେ ଦଣ୍ଡିତ ହେବେ ଏନେଇ ଦୋକାନୀଙ୍କୁ 100ରେ ଫୋନ୍‌ କରିବାକୁ ପଡିବ । ସମସ୍ତ ମଲ୍‌, ଜିମ୍‌, ଫାଷ୍ଟଫୁଡ୍‌, ସେଲୁନ୍‌, ପାନ, ବ୍ୟୁଟି ପାର୍ଲରକୁ ବନ୍ଦ ରଖାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । (ଏଜେନ୍ସି)

bmc shops
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.