Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାହକଙ୍କ ନିମେନ୍ତ ମୁନ୍‌ସୁନ୍‌ ଅଫର ଆଣିଛି ସ୍ପାଇସ୍‌ ଜେଟ୍‌ : ମାତ୍ର 900ଟଙ୍କାରେ ବିମାନ ଯାତ୍ରାର ଲାଭ ଉଠାନ୍ତୁ
ଆଜିର ଖବର

ଗ୍ରାହକଙ୍କ ନିମେନ୍ତ ମୁନ୍‌ସୁନ୍‌ ଅଫର ଆଣିଛି ସ୍ପାଇସ୍‌ ଜେଟ୍‌ : ମାତ୍ର 900ଟଙ୍କାରେ ବିମାନ ଯାତ୍ରାର ଲାଭ ଉଠାନ୍ତୁ

August 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକ ନୂଆ ଚମତ୍କାର ଅଫର ଆଣିଛି । ଏଣିକି ମାତ୍ର 899 ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବା ସହିତ ଏହି ସମୟରେ ଟିକେଟ କରି ଅକ୍ଟୋବର 15 ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହା ସହିତ ଏହି ବିମାନ ଯାତ୍ରା ସମୟରେ ଏକ ଭାଉଚର ପ୍ରଦାନ କରାଯିବ ଯାହାର ମୂଲ୍ୟ ସର୍ବାଧିକ 2000 ପର୍ଯ୍ୟନ୍ତ ରହିବ । ଏହି ଭାଉଚର ନିଜର ଆସନ୍ତା ଯାତ୍ରା ସମୟରେ ବ୍ୟବହାର କରି ହେବ । ହାଇଦ୍ରାବାଦ-ବେଲଗାମ, ଆଜମେର- ଅହମଦାବାଦ ସମେତ ଦେଶର ସମସ୍ତ ଘରୋଇ ବିମାନ ଯାତ୍ରା ପାଇଁ ଏହି ଅଫର ଉପଲବ୍ଧ ହେବ । ଏହା ସହିତ ମିଳିଥିବା ଭାଉଚର ଗୁଡିକ ଅନ୍ତର୍ଜାତୀୟ ଯାତ୍ରା ନିମନ୍ତେ ବ୍ୟବହାର କରିହେବ ବୋଲି କମ୍ପାନୀର ମୁଖ୍ୟ ଅର୍ଥନୈତିକ ଅଫିସର ଶୀତଲ ଭାଟିଆ ପ୍ରକାଶ କରିଛନ୍ତି । (ଏଜେନ୍ସି)

spicejet
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Latest News

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026

ଆଇଟି ସେବା ନିମନ୍ତେ ନିରାପଦ ସ୍ଥାନ ପାଇବାର ସୀମା ୩୦୦ କୋଟିରୁ ୨୦୦୦ କୋଟିକୁ ବୃଦ୍ଧି

February 1, 2026

ଷୋଡ଼ଶ ଆର୍ଥିକ କମିଶନଙ୍କ ସୁପାରିଶକୁ ସରକାରଙ୍କ ସ୍ୱୀକୃତି: ରାଜ୍ୟଗୁଡ଼ିକୁ ମିଳିବ ୪୧% କେନ୍ଦ୍ରୀୟ ଟିକସ

February 1, 2026

“କେରଳର ନାମ ଉଲ୍ଲେଖ ନାହିଁ”: ବଜେଟ୍ ଉପରେ ଶଶି ଥରୁରଙ୍କ ପ୍ରଥମ ପ୍ରତିକ୍ରିୟା

February 1, 2026

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.