Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ
ଆଜିର ଖବର

ରିଲାଏନ୍ସ ଡିଜିଟାଲରେ ପ୍ରି ବୁକିଂ ପାଇଁ ଉପଲବ୍ଧ ହେଉଛି ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ-ଫାଇ ମଡେଲ

September 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବହୁ ପ୍ରତୀକ୍ଷିତ ସାମସଙ୍ଗ ଗାଲାକ୍ସି ଟାବ୍ ଏସ୍ ୭ ୱାଇ ଫାଇ ମଡେଲ ଓ ଏସ୍ ୭ ପ୍ଲସ ଭାରତରେ ଲଞ୍ଚ ହେବାକୁ ଯାଉଛି। ଏହି ଅବସରରେ ଭାରତର ସର୍ବ ବୃହତ୍ତ ଇଲୋକ୍ଟ୍ରୋନିକ୍ସ ରିଟେଲର ରିଲାଏନ୍ସ ଡିଜିଟାଲ ପକ୍ଷରୁ ଏହି ସବୁ ମଡେଲ ଆକର୍ଷଣୀୟ ମୂଲ୍ୟରେ ସମସ୍ତ ରିଲାଏନ୍ସ ଡିଜିଟାଲ ଷ୍ଟୋର ଓ ୱେବସାଇଟ୍ ଏବଂ ମାଇଁ, ଜିଓ ଷ୍ଟୋରଗୁଡିକରେ ଉପଲବ୍ଧ ହୋଇଛି।

ସ୍ଲିକ୍ ସାମସଙ୍ଗ ଟ୍ୟାବ୍ ଏସ୍ ୭ ୱାଇ ଫାଇ ମଡେଲର ପ୍ରାରମ୍ଭିକ ମୂଲ୍ୟ ୫୫,୯୯୯ ଟଙ୍କା ରହିଛି। ସେହିଭଳି ଅନ୍ୟ ଦୁଇଟି ମଡେଲ ଟ୍ୟାବ୍ ଏସ୍ ସେଭେନ ଏଲଟିଇ ଏବଂ ଟ୍ୟାବ୍ ଏସ୍ ୭ ପ୍ଲସ୍ ଏଲଟିଇ ଯଥା କ୍ରମେ ୬୩,୯୯୯ ଟଙ୍କା ଏବଂ ୭୯,୯୯୯ ଟଙ୍କାରେ ଉପଲବ୍ଧ। ତେବେ ରିଲାଏନ୍ସ ଡିଜିଟାଲରେ ପ୍ରି-ବୁକ କରୁଥିବା ଗ୍ରାହକ ଏଚଡିଏଫସି କାର୍ଡରେ କ୍ରୟ ଉପରେ ୬ ହଜାର ଟଙ୍କାର କ୍ୟାସବ୍ୟାକ୍ ଏବଂ ସାମସଙ୍ଗ କି-ବୋର୍ଡ କଭର ଉପରେ ୧୦ ହଜାର ଟଙ୍କାର ରିହାତି ପାଇପାରିବେ। ଏହି ପ୍ରି-ବୁକ୍ ଅଫର୍  ୭ ସେପ୍ଟେମ୍ବର ୨୦୨୦ ଯାଏଁ ଉପଲବ୍ଧ ରହିଛି।

ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026
Latest News

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.