Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଉପହାର ଦେଲେ କେନ୍ଦ୍ର ସରକାର : 10,000 ଟଙ୍କାର କ୍ୟାଶ୍ ଭାଉଚର୍
ଜାତୀୟ ଖବର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଉପହାର ଦେଲେ କେନ୍ଦ୍ର ସରକାର : 10,000 ଟଙ୍କାର କ୍ୟାଶ୍ ଭାଉଚର୍

October 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରୁପେ କାର୍ଡ ଜରିଆରେ ଏହି ଅର୍ଥ ମିଳିବ ଏବଂ ମାର୍ଚ୍ଚ 31, 2021 ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ପୂଜା ପୂର୍ବରୁ ରୁପେ କାର୍ଡ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରାଯିବ।

ସ୍ୱତନ୍ତ୍ର ପୂଜା ଆଡଭାନ୍ସ ଯୋଜନା ନିମନ୍ତେ ରାଜ୍ୟ ମାନଙ୍କ ପାଇଁ 12 ହଜାର କୋଟିର ସୁଧ ବ୍ୟବସ୍ଥା କରାଯାଇଛି । । ଆସନ୍ତା 50 ବର୍ଷ ପାଇଁ ଏହି ଅର୍ଥରାଶି ବିନା ସୁଧରେ ପ୍ରଦାନ କରାଯିବ । ନର୍ଥଇଷ୍ଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ 2500 କୋଟିର ବ୍ୟବସ୍ଥା କରାଯାଇଥିବା ଅନ୍ୟାନ୍ୟ ରାଜ୍ୟ ମାନଙ୍କ ପାଇଁ 7500 କୋଟି ଏବଂ କେନ୍ଦ୍ର ସରକାରଙ୍କ ନିୟମ ମାନିଥିବା ରାଜ୍ୟ ମାନଙ୍କ ପାଇଁ 2 ହଜାର କୋଟିର ବ୍ୟବସ୍ଥା ରହିଛି । ଏହି ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ 10ଟି କିସ୍ତିରେ ଏହି ଅର୍ଥ ଫେରସ୍ତ କରାଯିବ ।

ପ୍ରାୟ 28 ହଜାର କୋଟିର ଏଲଟିସି ଭାଉଚର ପ୍ରଦାନ କରାଯିବ । ଏହି ଏଲଟିସି ଭାଉଚରରେ କେବଳ ଡିଜିଟାଲ ଦେଣନେଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ  5675 କୋଟିର ଏଲଟିସି ଭାଉଚର ରହିଥିବା ବେଳେ ପିଏସବି ଏବଂ ପିଏସୟୁ ଗୁଡିକ ନିମନ୍ତେ 1900  କୋଟିର ଏଲଟିସି ଭାଉଚରର ବ୍ୟବସ୍ଥା ରହିଛି । ଏହି ଘୋଷଣା ପରେ ଆଜି 4ଟା ବେଳେ ଜିଏସଟି କମିଶନ ବୈଠକରେ ଅଧ୍ୟକ୍ଷତା କରିବେ ନିର୍ମଳା ।

demand economy financeminister
Share. Facebook Twitter LinkedIn Email WhatsApp Copy Link

Related Posts

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ଆଞ୍ଚଳିକ ଦଳଗୁଡ଼ିକର ଚାନ୍ଦାରେ ଉଲ୍ଲେଖନୀୟ ବୃଦ୍ଧି: ସର୍ବାଧିକ ଡିଏମକେ, ଜାଣନ୍ତୁ ବିଜେଡ଼ି କୁ କେତେ?

August 6, 2026

ଭାରତରେ ବଢ଼ୁଛି ଆଇଫୋନ୍ କ୍ରେଜ୍!: ଏହି ରେକର୍ଡ ସୃଷ୍ଟି କଲା ଆପଲ୍

August 6, 2026
Latest News

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.