Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାତ୍ରାଧିକ ପ୍ରଦୂଷଣ ପାଇଁ ରାଜ୍ୟର ୩୩ଟି କାରଖାନାକୁ କାରଣ ଦର୍ଶାଅ ନୋଟିସ୍‍, ୪ ଟିକୁ ବନ୍ଦ ନିର୍ଦ୍ଦେଶ
ବିଶେଷ ଖବର

ମାତ୍ରାଧିକ ପ୍ରଦୂଷଣ ପାଇଁ ରାଜ୍ୟର ୩୩ଟି କାରଖାନାକୁ କାରଣ ଦର୍ଶାଅ ନୋଟିସ୍‍, ୪ ଟିକୁ ବନ୍ଦ ନିର୍ଦ୍ଦେଶ

October 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାତ୍ରାଧିକ ପ୍ରଦୂଷଣ ପାଇଁ ରାଜ୍ୟର ୩୩ଟି କାରଖାନାକୁ କାରଣ ଦର୍ଶାଅ ନୋଟିସ୍‍, ୪ ଟିକୁ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର, ରାଜ୍ୟରେ କାରଖାନାଗୁଡିକ ବାରମ୍ବାର ପ୍ରଦୂଷଣ ମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି। ସେହି ଆଧାରରେ ରାଜ୍ୟର ପ୍ରଦୂଷଣ ବୋର୍ଡ ଯାଞ୍ଚ କରି ୫୦ଟି ବୃହତ୍‍ ଓ ମଧ୍ୟମ କାରଖାନାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା ବେଳେ ୪ଟିକୁ ବନ୍ଦ ନିର୍ଦ୍ଦେଶ ଓ ୧୩ଟିକୁ କେବଳ ନୋଟିସ କରାଯାଇଛି ।

କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା କାରଖାନାଗୁଡିକ ହେଲେ

1-ଝାରସୁଗୁଡ଼ା ଜିଲ୍ଲାରେ ଥିବା ଅଲଟ୍ରାଟେକ୍‍ ସିମେଣ୍ଟ,

2-ସମ୍ବଲପୁର ଜିଲ୍ଲାରେ ଭୂଷଣ ପାୱାର ଓ ସମଲେଶ୍ୱର ଫେରୋ ଅଲଏଜ୍‍,

3-ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଥିବା କେଜେ ଇସ୍ପାତ ଲିମିଟେଡ୍‍

4-ଯାଜପୁର ୟାଜ୍‍ଦାନୀ ଷ୍ଟିଲ୍‍ ଆଣ୍ଡ ପାୱାର ରହିଛି ।

5-ସୁନ୍ଦରଗଡ଼ ଜିଲ୍ଲାର ରିଲାଏବୁଲ୍‍ ସ୍ପଞ୍ଜ୍‍

6-ବସୁନ୍ଧରା ମେଟାଲିକ୍‍

7-ଜୟ ଆଇରନ୍‍ ଆଣ୍ଡ ଷ୍ଟିଲ୍‍

8-ରାଉରକେଲାର ସେଲ୍‍ କାରଖାନା ରହିଛି।

ବନ୍ଦ ନୋଟିସ୍‍ ପାଇଥିବା କାରଖାନାଗୁଡିକ

1-ସମ୍ବଲପୁରଠାରେ ଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‍

2-ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା ସ୍ପଞ୍ଜ୍‍

3-ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ

4-କେନ୍ଦୁଝର ଜିଲ୍ଲାର ଗ୍ରେୱାଲ ଆସୋସିଏଟ୍ସ ରହିଛି ।

ସେହିଭଳି ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଥିବା ଏସାର ଷ୍ଟିଲ୍‍ ଇଣ୍ଡିଆ ଲିମିଟେଡର ପେଲେଟ୍‍ କାରଖାନାକୁ ପ୍ରଦୂଷଣ ଅଧିକ ରହିଥିବା ଅଭିଯୋଗରେ ନିର୍ଦ୍ଦେଶନାମା ଜାରି ହୋଇଛି ।

ପ୍ରଦୂଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026

ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

April 4, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.