ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୧ ରେ ଟାଇଟଲ୍ ଜିତୁଥିବା ଦଳ ଉପରେ ସମସ୍ତ ଆଖି ରହିବ। ଏଥି ସହିତ, ଆଜି କିଛି ବ୍ୟକ୍ତିଗତ ସଫଳତା ପାଇବା ପାଇଁ ମଧ୍ୟ ସଂଘର୍ଷ ଚାଲିବ। ଏଥିରେ ଶ୍ରେଷ୍ଠ ବୋଲର ଏବଂ ଆଇପିଏଲର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ […]
ଭୁବନେଶ୍ବର: ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ ତାରିଖରେ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଥିବା ବେଳେ ଅଷ୍ଟମ ଶ୍ରେଣୀ ପିଲାଙ୍କ […]
ଭୁବନେଶ୍ୱର: କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ। କୋଭିଡ଼ […]
ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ଅନନ୍ୟ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ପୀଠ ଅନ୍ୟତମ। ମା’ ଭଗବତୀଙ୍କ ଷୋଡଶ ଦିନାତ୍ମକ ପୂଜା ଶେଷରେ ବିଜୟାଦଶମୀ ପାଳନ କରାଯାଏ। ଏହି ଦିନ ମାତୃଶକ୍ତିର ଜୟ ଜୟକାରରେ ଧରାପୃଷ୍ଟ ଝଙ୍କୃତ […]
ନୂଆଦିଲ୍ଲୀ: JEE ଆଡଭାନ୍ସଡ ରେଜଲ୍ଟ 2021 ର ଫଳାଫଳ ଆଜି ଘୋଷିତ ହୋଇଛି। ଏହି ପରୀକ୍ଷା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଖଡଗପୁର ଦ୍ୱାରା କରାଯାଇଥିଲା। ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ jeeadv.ac.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏହି ପରୀକ୍ଷା […]
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନଖଣ୍ଡରେ ହାତୀ ମଣିଷ ମଧ୍ୟରେ ଲଢେଇ ଦିନକୁ ଦିନ ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ମଣିଷ ହାତୀକୁ ମାରୁଥିବା ନିତ୍ୟନୈମିତିକ ଘଟଣା ହୋଇଗଲାଣି। ବନ ବିଭାଗ ସେତେଟା ଆଖିଦୃଷ୍ଟିଆ […]
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୭୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୮୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୦ ଲକ୍ଷ ୩୭ […]
ଭୁବନେଶ୍ବର: ଆଜି ରାଜ୍ୟରେ ୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୭୧ ଜଣ ଚିହ୍ନଟ ହୋଇଥିବା ବେଳେ […]
ନୂଆଦିଲ୍ଲୀ: ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା […]
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପିଲାମାନଙ୍କୁ କିପରି ଶାସନ କରାଯିବା ଉଚିତ ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ଯେଉଁ ପିତାମାତା ପିଲାମାନଙ୍କୁ ନିଜେ ବିଦ୍ୟା ଶିକ୍ଷା ନ ଦିଅନ୍ତି ସେମାନେ ପିଲାଙ୍କ ଶତ୍ରୁ ବୋଲି କୁହାଯିବ। […]
ଭୁବନେଶ୍ବର: ଏଣିକି ରାଜ୍ୟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ। ଦଶହରା ଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ। ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏଭଳି […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳରେ ମଦ ଧରପଗଡ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଏବଂ ଆଜି ସଂନ୍ଧ୍ୟାରେ ନାଚୁଣୀ ଫାଣ୍ଡି ପୋଲିସ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ […]
ନୂଆଦିଲ୍ଲୀ: କେନ୍ଦ୍ର ଦ୍ୱାରା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ଅଧିକାର ବୃଦ୍ଧି ଯୋଗୁଁ ରାଜନୈତିକ ବାତାବରଣ ଉତ୍ତପ୍ତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ବିଏସଏଫ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଆସାମରେ ଦେଶର ସୀମାରେ ୫୦ କିଲୋମିଟର ପର୍ଯ୍ୟନ୍ତ […]
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାଜଧାନୀର ଏକ ଅଳିଆ ଗଦାରୁ କଟା ହାତ ଆଉ ଗୋଡ ମିଳିଥିବା ଦେଖିବାକୁ ମିଳିଛି। ୟୁନିଟ ୩ ର ରାମ ମନ୍ଦିର ପଛ ପଟେ ଥିବା ଅଳିଆ ଗଦାରୁ ଏଭଳି […]
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୯, କଟକରୁ ୭୬, ମୟୂରଭଞ୍ଜରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୧, ଜଗତସିଂହପୁରରୁ […]
ଭୁବନେଶ୍ବର: ବଙ୍ଗୋପାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଲଘୁଚାପ କ୍ଷେତ୍ର ହୋଇ ଉପକୂଳ ଅତିକ୍ରମ କରିବ। କିନ୍ତୁ ଏହା ଯୋଗୁଁ ବାତ୍ୟା ସମ୍ଭାବନା ନାହିଁ। ଏହି ସମୟରେ କେବଳ ବର୍ଷା ହେବ ଏବଂ ଉପକୂଳରେ ୪୦ ରୁ […]
ପୁରୀ: କରୋନା ସଂକ୍ରମଣକୁ ଦ୍ରୁଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏକ ବଡ ନିଷ୍ପତ୍ତି ନେଇଛି। ଭିଡକୁ ନିୟନ୍ତ୍ରଣ କରିବା ଲାଗି ଆସନ୍ତାକାଲି ଅର୍ଥାତ ଦଶହରା ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ସେହିଭଳି ଦୀପାବଳି, ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ […]
ନୂଆଦିଲ୍ଲୀ: ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ପଚରାଉଚରା ପାଇଁ ଡକାଇଛି। ଜ୍ୟାକଲିନ ଶୁକ୍ରବାର ଦିନ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ପହଞ୍ଚିବାର ସମ୍ଭାବନା ରହିଛି। ଅଗଷ୍ଟ ମାସରେ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ ହୋଇଥିବା ମନି […]
ନୂଆଦିଲ୍ଲୀ: କେନ୍ଦ୍ର ତଥା ଉତ୍ତରପ୍ରଦେଶରେ ଶାସକ ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ ଆଜିକାଲି ଦଳ ବିରୋଧରେ ଆକ୍ରମଣ କରୁଛନ୍ତି। ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ ଗାଡି ଚଢାଇବା ମାମଲାରେ ବିଜେପି ସରକାରକୁ ସେ ପୁଣିଥରେ ସମାଲୋଚନା କରିବା ସହ ପୂର୍ବତନ […]
ସୀତାରାମ ଅଗ୍ରୱାଲ ବାଣପୁର: କାଠଚୁଲିରୁ ନିଆଁ ଧରି ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରୁ ବୃଦ୍ଧ ଦମ୍ପତି ଦ୍ୱୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି। ହସ୍ତଗତ ହୋଇଥିବା […]