ନୂଆଦିଲ୍ଲୀ/ଭୁବନେଶ୍ୱର: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର କରୁଥିବା […]
ଭୁବନେଶ୍ବର: ଭରତପୁର ଥାନା ଘଟଣାର ବଡ ପ୍ରଭାବ ଆଜି ପରିଲକ୍ଷିତ ହୋଇଛି। ଏହି ଥାନାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପୁରା ପୋଲିସ ବିଭାଗ ବଦନାମ ହୋଇଯାଇଛି। ଫଳରେ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଯେଉଁ ଅଦଳବଦଳ […]
ନୂଆଦିଲ୍ଲୀ: ଆଇସିସି ମହିଳା ଟି -20 ବିଶ୍ୱକପ 2024 ର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ସମସ୍ତ ଦଳ ନିଜ ନିଜ ସ୍ତରରେ ମ୍ୟାଚ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଦୁବାଇରେ 3 ରୁ 20 […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ 114ତମ ‘ମନ୍ କି ବାତ୍’ ଅଭିଭାଷଣରେ ଦ୍ରୁତ ଗତିରେ ବଦଳୁଥିବା ରୋଜଗାର ପ୍ରକୃତି ଓ ଗେମିଂ, ଚଳଚ୍ଚିତ୍ର ନିର୍ମାଣ ଆଦି ସୃଜନଶୀଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତର ସୃଜନଶୀଳ […]
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। କେବଳ ବରିଷ୍ଠ ନୁହେଁ କନିଷ୍ଠ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ଏହି ଅଦଳବଦଳ ଭିତରେ କଟକ ଭୁବନେଶ୍ବର ପୋଲିସ କମିଶନରଙ୍କୁ ବଦଳି କରାଯାଇଛି। ଭରତପୁର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଦୁଇ ଦିନ […]
ନୂଆଦିଲ୍ଲୀ: ଏଭିଜିସି (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ କମିକ୍ସ) ସେକ୍ଟର ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ଭବିଷ୍ୟତ ହେବାକୁ ଯାଉଛି। ବାହୁବଳୀ ଏବଂ ଆରଆରଆର ପରି ଚଳଚ୍ଚିତ୍ର ଭାରତରେ ଐତିହାସିକ ଏବଂ କାଳ୍ପନିକ ବିଷୟବସ୍ତୁକୁ ଚିତ୍ରଣ କରିବା ପାଇଁ ଏକ ନୂତନ […]
ଭୁବନେଶ୍ଵର: ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ପୂର୍ବ ଛତିଶଗଡ଼ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ବିବିଧ ପରିବେଶ ଏବଂ ଐତିହାସିକ ସ୍ଥଳୀଗୁଡ଼ିକ ବିଶ୍ୱ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଛି। ପୂର୍ବତଟ ରେଳପଥ ଭାରତୀୟ ରେଳର ଏକ ପ୍ରମୁଖ ଜୋନାଲ ରେଳପଥ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ନଡ଼ିଆ କଦଳୀ ବିକ୍ରି କରୁଥିବା ମହିଳା ଉପରେ ମାରୁତି ସ୍ବିଫ୍ଟ କାର୍ ଚଢି ଯାଇଛି। ଯାହାଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ଘଟିଛି। ଡ଼୍ରାଇଭର କାର୍ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅନ୍ତର୍ଗତ ବେଠୁଆର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଘୋଡାଦେଇକୁ ଆସୁଥିବା ଭକ୍ତମାନେ ମନ୍ଦିର ରୋଷେଇ ଶାଳରେ ଜଣେ ବ୍ୟକ୍ତିଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖି ବଡଗଡ ପୋଲିସକୁ ଖବର ଦେଇଥିଲେ। ଖବର […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଏକ ବର୍ଣ୍ଣାଢ୍ୟ ସଭାର ଆୟୋଜନ କରାଯାଇ ଖଲିକୋଟ, ଚିଲିକା, ବାଣପୁର ଓ ଟାଙ୍ଗୀ ବ୍ଳକର ୧୮ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଜାତିର ନିର୍ମାତା ଭାବରେ ସମ୍ମାନିତ କରାଯାଇଛି। […]
ଭୁବନେଶ୍ବର: ବର୍ତ୍ତମାନ ବିଜେପି ସରକାରର ଯେଉଁ ବଡ କାମଟି ବାକି ରହିଛି ତାହା ହେଲା ନିଗମ ଅଧ୍ୟକ୍ଷ। ଏହି ପଦବୀ ହାସଲ କରିବା ପାଇଁ ବହୁ ନେତା ଅପେକ୍ଷା କରି ରହିଛନ୍ତି। ସେମାନେ ବିଧାୟକ ହୋଇପାରିଲେ ନାହିଁ ହେଲେ ନିଗମ ଅଧ୍ୟକ୍ଷଟିଏ […]
ଭୁବନେଶ୍ୱର: ସେ ଖୋଲା ମନରେ ଲେଖନ୍ତି। ତାଙ୍କ ଲେଖାର ଆଧାର କଳ୍ପନା ନୁହେଁ, ବରଂ ବାସ୍ତବତା ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ସାହିତ୍ୟ […]
ଭୁବନେଶ୍ବର: ସୁଭଦ୍ରା ଯୋଜନାର ଟଙ୍କା ବଳକା ହିତାଧିକାରୀଙ୍କୁ କେବେ ମିଳିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ୟ ଘଟିଛି। ବଳକା ମହିଳା ହିତାଧିକାରୀଙ୍କୁ ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି […]
Bhartiya Kala Mahotsav: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ କଳା ମହୋତ୍ସବର ପ୍ରଥମ ସଂସ୍କରଣକୁ ଗତକାଲି ଉଦଘାଟନ କରିଛନ୍ତି। ଆଠ ଦିନ ଧରି ଚାଲିଥିବା ଏହି ଉତ୍ସବକୁ ଉତ୍ତର-ପୂର୍ବ ଅଞ୍ଚଳର ବିକାଶ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ କରାଯାଇଛି। […]
ଭୁବନେଶ୍ବର: ଶେଷରେ ଚାରିଦିନ ଧରି ଚାଲିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ନର୍ସିଂ ସଂଘ ଏହି ନିଷ୍ପତି ଗ୍ରହଣ କରିଛି। ଏ ନେଇ ନର୍ସିଂ କର୍ମଚାରୀ […]
ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶାର ବରପୁତ୍ର ତଥା ପଞ୍ଚସଖା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଆଜି ଗଠିତ ହୋଇଯାଇଛି। ୧୯୬୩ ମସିହାରେ ଗଠିତ ମହାବିଦ୍ୟାଳୟରେ ବହୁ ବର୍ଷ ପର୍ଯ୍ୟନ୍ତ […]
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ […]
ଭୁବନେଶ୍ବର: ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜନସାଧାରଣଙ୍କ କଲ୍ୟାଣ ତଥା […]
ଜଳେଶ୍ୱର/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ […]
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୋଲିସ ଆୱନ୍ତୀପୋରାରେ ଛଅ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନେ ପାକିସ୍ଥାନ ଲିଙ୍କରେ ଥିବାର ପ୍ରମାଣ ମିଳିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, […]