ଆଜିର ଖବର

ସମ୍ବଲପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସିମ ଅଖତାର ଓରଫ ବିଟୁ ଆହତ ହୋଇଛି । ସୂଚନାନୁସାରେ,…

ସାରା ଭାରତ ବର୍ଷର ଗଣେଶ ଚତୁର୍ଥୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଛି । ଏହି ପବିତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ…

ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ…

ଆଜିଠାରୁ ମୋ ବସ୍ ଯାତ୍ରୀଙ୍କୁ ନୂଆ ସୁବିଧା ମିଳିବ। ଏଣିକି ବସରେ ମିଳିବ ଖବରକାଗଜ। ଏଥିପାଇଁ ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ଲିଲ୍‌।…

ସେପ୍ଟେମ୍ବର ୧ ଅର୍ଥାତ୍‌ ଆଜିଠାରୁ ସାରା ଦେଶରେ ନୂଆ ମୋଟର ଯାନ ସଂଶୋଧିତ ଆଇନ ଲାଗୁ କରାଯାଇଛି । ତେବେ ଏହି ନୂଆ ମୋଟା ଯାନ ଆଇନକୁ…

ଏବେ ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ରାଜନୀତି ବେଶ୍‌ ଚର୍ଚ୍ଚାରେ । ସବୁ ରାଜନୈତିକ ଦଳମାନେ ସଭ୍ୟ ସଂଗ୍ରହ ଅଭିଯାନରେ ଲାଗିପଡିଛନ୍ତି। ପ୍ରଥମେ ବିଜେପି ତରଫରୁ ବିଜେପି…

ଆସନ୍ତାକାଲିଠାରୁ ବିଜେଡି ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରୁଛି । ଏହାକୁ କଟାକ୍ଷ କରିଛି ଓଡ଼ିଶା ବିଜେପି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି…

ରାଜ୍ୟରେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିବା ବିଜୁ ଜନତାଦଳ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ପଞ୍ଜିକରଣ ଦାବି କରି ଓଡ଼ିଶା ଘରୋଇ ମେଡ଼ିକାଲ ଫୋରମ ରାଜ୍ୟ ସରକାରଙ୍କୁ ଚରଣବାଣୀ ଶୁଣାଇଛି । ଦରଖାସ୍ତ ଭରି ଆବେଦନ କରିଥିବା ସମସ୍ତ ଘରୋଇ ଡାକ୍ତରଖାନାର ପଞ୍ଜିକରଣ…

ସମୀକ୍ଷା ବ୍ୟୁରୋ: ବାଲୁଗାଁ ମହାବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ ତାରିଖ (ରବିବାର) ପୂର୍ବାହ୍ନ ୧୦.୩୦ ଘଟିକାରେ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ…

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଶିବରାଜ କହିଛନ୍ତି…

ସମୀକ୍ଷା ବ୍ୟୁରୋ ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ…

ଆଜିଠୁ ଲାଗୁ ହେଉଛି ଓ୍ବାନ ନେସନ୍, ଓ୍ବାନ ରାସନ କାର୍ଡ ବ୍ୟବସ୍ଥା। ହିତାଧିକାରୀଙ୍କୁ ଆଉ ଗୋଟିଏ ରାସନ ଦୋକାନରେ ବାନ୍ଧି ହୋଇ ରହିବାକୁ ପଡ଼ିବ ନାହିଁ। ରାଜ୍ୟର…

ଆଜି ରାଷ୍ଟ୍ରପତି ରାମନାଥ ୫ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି । ରାଷ୍ଟ୍ରପତି ଭବନ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ସମ୍ବନ୍ଧୀୟ ସୂଚନା…

କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭର୍‌ଟେକ୍‌ କଲା ବେଳେ ସେଥିରେ ପିଟି ହୋଇଯିବାରୁ ଜଣେ ଆଇଆର୍‌ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ…

ଦେଶର ଆର୍ଥିକ ସ୍ଥିତି ନେଇ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଚିନ୍ତା ପ୍ରକଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ…

ଗ୍ୟାସ ଟାଙ୍କି ଫାଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁ ମେରାଇନ୍ ଥାନା ଖରିନାସି ଗାଁରେ ଗ୍ୟାସ୍…

କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିଗ୍‌ବିଜୟ ସିଂହ କହିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଙ୍କ ମୁସଲମାନଙ୍କଠୁ…

କଳାଧନ ବିରୋଧରେ ଭାରତକୁ ଆଉ ଏକ ସଫଳତା ମିଳିବ । ଆଜିଠାର ଅର୍ଥାତ୍‌ ସେପ୍ଟେମ୍ବର ୧ତାରିଖରୁ ଭାରତର ଟ୍ୟାକ୍ସ ଅଧିକାରୀମାନେ ଅତି ସହଜରେ ସ୍ବିସ୍‌ ବ୍ୟାଙ୍କରେ ଥିବା…