ଆଜିର ଖବର

ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ ଆଜି ଜଷ୍ଟିସ ବିମଳ ପ୍ରସାଦ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ମାନବାଧିକାର ଅଧ୍ୟକ୍ଷ ଭାବେ…

ରାଜଧାନୀରେ ଅଟୋ ଚାଳକଙ୍କୁ ୪୭ ହଜାର ଟଙ୍କାର ଜରିମାନା ।  ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ ଆକ୍ସନ…

ପୁରୀକୁ ବିଶ୍ୱ ଐତିହ୍ୟ କରିବା ପାଇଁ ଶ୍ରୀମନ୍ଦିର ଚତୁର୍ପାଶ୍ୱରୁ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାରେ ପୁଣି ଜାରି ରହିବ। ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ବଡ଼ ଆଖଡ଼ା ମଠ…

ବୁଧବାର ୟୁଏସ୍‌ ଓପନ୍‌ରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପୂର୍ବତନ ଏକ ନମ୍ବର ତଥା 21 ଗ୍ରାଣ୍ଡସ୍ଲାମ ବିଜେତା ସ୍ବିସ୍‌ ତାରକା ରୋଜର ଫେଡେରର…

ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯିବା ପ୍ରତିବାଦରେ କର୍ଣ୍ଣାଟକ ବନ୍ଦ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି…

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ସମୁଦାୟ 7ଟି ଜିଲ୍ଲାକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା…

ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିଛି ବିଜେପିର ସହଯୋଗୀ ଦଳ ଶିବସେନା । ଶିବସେନା ମନମୋହନ ସିଂଙ୍କୁ…

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଋଷ ଗସ୍ତରେ ଯାଇଛନ୍ତି । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।…

ରାଜଧାନୀ ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ଦୁଇ ଦିନ ହେବ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିଭିନ୍ନ ଦଇତା ନିଯୋଗ ମଧ୍ୟରେ ବିବାଦ କାରଣରୁ…

ଆମେରିକୀୟ ଖେଳାଳି ରାଜୀବ ରାମ ଏବଂ ଅଷ୍ଟ୍ରେଲିଆର ସାମନ୍ତା ସ୍ତୋସୁର ୟୁଏସ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ଆମେରିକା-ଅଷ୍ଟ୍ରେଲିଆ ଯୋଡି ଫ୍ରାନ୍ସର କ୍ରିଷ୍ଟେନ୍‌…

ହରିକେନ୍‌ ଡୋରିଆନ୍‌ ପ୍ରଭାବରେ ବାହାମାସ୍‌ରେ 7 ଜଣଙ୍କର ମୃତ୍ୟୁ ଘଟିଛି । ଝଡର ପ୍ରଭାବ ଅଧିକ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ବାହାମାସ୍‌ ପ୍ରଧାନମନ୍ତ୍ରୀ ହ୍ୟୁବର୍ଟ…

ଦଶଟି ସରକାରୀ ବ୍ୟାଙ୍କର ବିଳୟର ଘୋଷଣା ପରେ ସରକାର ବ୍ୟାଙ୍କିଙ୍ଗ ସେକ୍ଟର ସହ ଜଡିତ ଥିବା ଏଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର…

ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ବାୟୋପିକ୍‌ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ । ପୂର୍ବରୁ ସାଇନା ନେହ୍ବାଲଙ୍କ ବାୟୋପିକ୍‌ ଆମୋଲ୍‌ ପାଲେକର୍‌ ନିର୍ମାଣ…

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମନ୍ଥର ଅର୍ଥନୀତି ନେଇ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଅର୍ଥନୀତି ବର୍ତ୍ତମାନ ମନ୍ଥରତାରେ ଐତିହାସିକ ମାଇଲଖୁଣ୍ଟ ଛୁଇଁଛି…

ରାଜଧାନୀ ଭୁବନେଶ୍ବରରେ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ପୋଲିସ ଲକ୍ଷ୍ମୀସାଗର ଅଂଚଳରେ ଚଢାଉ କରି ୩ଜଣ ବ୍ୟବସାୟୀଙ୍କୁ ଗିରଫ କରିବା ସହ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଗଣପର୍ବ ନୂଆଖାଇଁ ଅବସରରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା…

ନିର୍ବାଚନ ବେଳେ ଭୁଲ୍ ଜନ୍ମଗତ ପ୍ରମାଣପତ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ତଥା…

ଅର୍ଥନୈତିକ ମାନ୍ଦାବସ୍ଥାରେ ପ୍ରଭାବିତ ହୋଇଛି ବଜାଜ ଅଟୋର ବିକ୍ରି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବଜାଜ ଅଟୋର ବିକ୍ରିରେ ୧୧ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ…