ଆଜିର ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା…

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍‌’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା…

ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସମାନ ଘଟଣା ସମ୍ମୁଖକୁ ଆସିଛି । ଚାକିରି ଦେବା ବାହାନାରେ ଜଣେ ଯୁବତୀଙ୍କ…

ପୁରୀର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ପୁରୀଠାରେ ୭୫ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି…

ସୋମବାର ସମାପ୍ତ ହୋଇଥିବା ବିଶ୍ବ ପିସ୍ତଲ ଚାମ୍ପିୟନ୍‌ସିପ୍‌ର ଅନ୍ତିମ ଦିବସରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛି। ୧୦ ମିଟର ଏୟାର ପିସ୍ତଲ…

ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୯ ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ…

ମହାରାଷ୍ଟ୍ର ମୁମ୍ବାଇଠାରେ ଥିବା ଅଏଲ୍‌ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେଶନ(ଓଏନ୍‌ଜିସି)ର ଏକ ପ୍ଲାଣ୍ଟରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ ହୋଇଛି…

ମହାପ୍ରଭୁ ଲିଙ୍ଗରାଜ ଆଜି ଉପାସ ରହିବେ । ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ହୋଇଛି ।  ବ୍ରାହ୍ମଣ ନିଯୋଗ- ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ…

ବାୟୁସେନାର ଲଢିବା କ୍ଷମତା ବୃଦ୍ଧି ପାଇଁ ୮ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର ମଙ୍ଗଳବାର ଅର୍ଥାତ ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ପଠାନକୋଟ୍ ବାୟୁସେନା…

ମୁମ୍ବାଇରେ ଗଣେଷ ପୂଜା ବେଶ୍ ଧୂମଧାମରେ ପାଳନ କରାଯାଇଥାଏ। ଧନଗରିବ ସମସ୍ତେ ଏହି ପୂଜାରେ ମାତିଯାଆନ୍ତି। ହେଲେ ଏଥର ପୃଥିବୀର ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଘରେ…

ସମୀକ୍ଷା ବ୍ୟୁରୋ ଆଜି ଗଣେଷ ପୂଜା ସାରା ଦେଶରେ ଧୂମଧାମରେ ପାଳିତ ହୋଇଛି। ତେବେ ଏହି ପୂଜା ଭାରତର ମୁମ୍ବାଇ ସହରରେ ବିଶେଷ ଭାବେ ପାଳିତ ହୋଇଥାଏ।…

ଉତ୍ତରପ୍ରଦେଶର ମିର୍ଜାପୁର ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଖାଉଥିବାର ଖବର ଆସି ହଇଚଇ ସୃଷ୍ଟି କରିଥିଲା । ଏବେ…

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦକୁ ନେଇ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଐତିହ୍ୟକୁ ସଂରକ୍ଷଣ ବଦଳରେ ଏହାକୁ ଉଚ୍ଛେଦ କରାଯାଉଛି।…

ଆଜି ହେଉଛି ପବିତ୍ର ଗଣେଶ ପୂଜା। ଖୁବ ସୁନ୍ଦର ସାଜସଜ୍ଜାରେ ସଜେଇ ହୋଇଛନ୍ତି ଗଜାନନ। ଚାରିଆଡେ ମାଡିଯାଇଛି ଖୁସିର ଲହରୀ । ଗଣେଶ ପୂଜା ଅବସରରେ ପୁରୀ…

ଭାରତୀୟ ବାୟୁସେନାର ଚିଫ୍‌ ମାର୍ଶଲ ବିଏସ୍‌ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ମିଗ୍‌-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର…

ଆଜିଠାରୁ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ କରାଯାଇଛି । ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନିଜେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ…

ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଆଜି କନ୍ସୁଲାର ଆକ୍ସେସ୍‌ ମିଳିବ । ଗତକାଲି ପାକିସ୍ତାନ ଏଥିପାଇଁ ପ୍ରସ୍ତାବ ଦେଇଥିଲା ପାକିସ୍ତାନ। ପାକସ୍ତାନରେ ଥିବା ଡେପୁଟି…

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ସୁଶୀଲ ମୋଦି ଏହାକୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି। ସୁଶୀଲ…