ଆଜିର ଖବର

ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚ…

ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଆତଙ୍କବାଦୀ ଆକ୍ରମଣରେ ବୁଧବାର ଦିନ ଶହୀଦ୍‌ ହୋଇଥିବା ମଧ୍ୟପ୍ରଦେଶର  ଦେବାସ୍‌ ଜିଲ୍ଲାର ଯବାନ୍‌ ସନ୍ଦୀପ ଯାଦବଙ୍କ ପରିବାରକୁ କମଲନାଥ ସରକାରଙ୍କ ତରଫରୁ…

କର୍ଜିଗ୍‌ସ୍ଥାନର ବିଶ୍‌କେକ୍‌ଠାରେ ହେଉଥିବା ସଂଘାଇ ସହଯୋଗ ସଂଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।ଏହି ବୈଠକରେ ନରେନ୍ଦ୍ର ମୋଦି ଗୁରୁବାର ଦିନ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌…

ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ପ୍ରେଦଶ ପ୍ରମୁଖ ସମେତ ଦଳର ବରିଷ୍ଠ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଯାଙଇଛି…

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ…

ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ବିରୋଧରେ ରହିଥିବା ମି ଠୁ ମାମଲାରେ ମୁମ୍ବାଇ ପୋଲିସ୍‌ ନିକଟରେ କୌଣସି ପ୍ରମାଣ ନାହିଁ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।…

ରାଜନୀତିରେ ସମର୍ଥକମାନେ ତାଙ୍କ ନେତାମାନଙ୍କୁ ଅକୁଣ୍ଠିତ ସମର୍ଥନ ସହ ଚାଟୁକାରିତା ମଧ୍ୟ କରିଥା’ନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶରେ ରାଜନୀତିରେ ଚାଟୁକାରିତାର ଚରମ ସୀମା ଦେଖିବାକୁ ମିଳିଛି। ଚଳିତ ଥର…

ପଶ୍ଚିମବଙ୍ଗ ମୁ୍ଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କୁ ଚେତାବନୀ ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ଡାକ୍ତର। ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ…

ଓମାନ୍‌ର ସୁଲତାନ୍‌ କବୁସ୍‌ ତାଙ୍କ ଦେଶରେ ସଜ୍ଜା ଭୋଗୁଥିବା ୧୭ ଭାରତୀୟ କଏଦୀଙ୍କୁ ଇଦ୍‌ ଅବସରରେ ‘ରାଜକୀୟ କ୍ଷମା’ ଦେଇଛନ୍ତି। ଓମାନ୍‌ଠାରେ ଭାରତୀୟ ଦୂତାବାସ ତରଫରୁ ଏହି…

ପୁରୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ତୃତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର…

ମାଲେସିଆର ପୂର୍ବତନ ଏକ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଲି ଚଙ୍ଗ ଓ୍ବି ଅବସର ଗ୍ରହଣ କରିଛନ୍ତି। କ୍ୟାନ୍‌ସରରେ ପୀଡିତ ହୋଇ ଲି ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।…

ବଲିଉଡ୍‌ ନାୟିକା ଦିଶା ପଟ୍ଟାନୀ ଆଜି ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ତେଲଗୁ ଫିଲ୍ମ ‘ଲୋଫର୍‌’ରୁ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଜଣକ ବଲିଉଡ୍‌ରେ…

ଗୁରୁବାର ଅପରାହ୍ନରେ ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ସାହୋର ଟ୍ରେଲର। ପ୍ରଭାସ ଏବଂ ଶ୍ରଦ୍ଧା କପୁର ଅଭିନୀତ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା…

ଚଳିତ ଥରର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଜୁଲାଇ ୮ରୁ ଆରମ୍ଭ ହୋଇ ଜୁଲାଇ ୧୪ରେ ଶେଷ ହେବ। ସକାଳ ୯ଟାରୁ ୧୧ଟା୩୦ ମିନିଟ୍‌ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ…

ସାରା ବିଶ୍ବରେ ମୋଦିଙ୍କୁ ନେଇ ବେଶ୍‌ ଚର୍ଚ୍ଚା ରହିଛି। ନିକଟରେ ମୋଦିଙ୍କ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ ଉତ୍ସବକୁ ବିମ୍‌ଷ୍ଟେକ୍‌ର ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ପୂର୍ବରୁ…

ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ମୁଖ୍ୟମାନଙ୍କ ସହ ବୈଠକ କରୁଛନ୍ତି। ବୈଠକରେ ବସୁନ୍ଧରା…

କପିଲ୍‌ ଶର୍ମା ଶୋ’ର ପ୍ରଯୋଜନା କରିବା ପରେ ଏବେ ଭାଇଜାନ୍‌ ନୃତ୍ୟଭିତ୍ତିକ ରିଅଲିଟି ଶୋ’ କରିବାକୁ ଯୋଜନା ରଖିଛନ୍ତି ବୋଲି ସୂଚନା ରହିଥିଲା। ତେବେ ମିଳିଥିବା ସୂଚନା…

୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ନିଖୋଜ ହୋଇଥିବା ବାୟୁସେନା ବିମାନ ଏନ୍‌-୩୨ର ଭଗ୍ନାବଶେଷ ଗତକାଲି ମିଳିଥିଲା। ଆଜି ଏନେଇ ଏକ ସର୍ଚ୍ଚ ଅପରେସନ ପରେ ବିମାନରେ…

ଦିଲ୍ଲୀ ପୋଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଓ୍ବେଭ୍‌ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ୍‌ ମନ୍‌ପ୍ରୀତ ସିଂ ଚଢ୍ଢା ଆଲିଆସ୍‌ ମଣ୍ଟି ଚଢ୍ଢାଙ୍କୁ ଗିରଫ କରାଯାଇଛି। ୧୦୦ କୋଟିରୁ…

ବିଶ୍ବକପ୍‌ର ୧୮ ତମ ମ୍ୟାଚ୍‌ରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ଅପରାଜେୟ ରହିଥିବାରୁ ନିଜର ଅପରାଜେୟ…