ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଅନୁ୍ଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ନିତି ଆୟୋଗର…

ଯୁବ ସାହିତ୍ୟିକ ଶିଶିର ବେହେରା ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଶିଶିରଙ୍କ ଦ୍ବାରା ଲିଖିତ ସମାଲଚୋନା ପୁସ୍ତକ ବିମୁଗ୍ଧ…

ପୂର୍ବତନ ରାଜ୍ୟସଭା ସାଂସଦ ତଥା ଡିଏମ୍‌କେର ବରିଷ୍ଠ ନେତା ଏସ୍‌ ସୁବ୍ରମଣିଆନ୍‌ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଆରିୟାଲୁରର ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷ ବୟସରେ ପ୍ରାଣ…

ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ  ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିରୁ ଶୁକ୍ରବାର ପୁଲିସ ୧୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି। ନିଶା…

୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ଭାରତୀୟ ହକି ଦଳ ଏଫଆଇଏଚ୍‌ ହକି ସିରିଜ୍‌ ସେମିରେ ବିଜୟ ହାସଲ କରି ଅଲମ୍ପିକ୍ସ…

ନିକଟରେ ବ୍ୟାଙ୍କକରେ ଛୁଟି କଟାଉଥିବା ନୋରା ଫତେହୀଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ବଲିଉଡର ନୂତନ ହାର୍ଟଥ୍ରୋବ ଭିକି କୌଶଲ୍‌ଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି ନୋରା।…

ମାଲେଗାଓଁ ବିସ୍ଫୋରଣ ମାମଲାର ଚାରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ଜଷ୍ଟିସ୍‌ ଏ ମହାନ୍ତି ଏବଂ ଏ ଏମ୍‌ ବଦରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ…

ତାମିଲ ଅଭିନେତା ଅଜିତ୍‌ କୁମାରଙ୍କ ବ୍ଲକବଷ୍ଟର ଫିଲ୍ମ ଭେଦଲମ୍‌ ରିମେକ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ ହଙ୍କ ଜନ୍‌ ଆବ୍ରାହାମ୍‌। ଖଳନାୟକଙ୍କ ସନ୍ଧାନରେ ରହିଥିବା ଜଣେ ରାଗୀ…

କେରଳର ଥିରୁଅନନ୍ତପୁରମ୍‌ ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ । ଶନିବାର 15 ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କୁ…

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚନ୍ଦ୍ରଯାନ-2 ର ଉତ୍‌କ୍ଷେପଣ ତାରିଖ ସ୍ଥିର କରାଯାଇଛି । ଏହା ଉପରେ ନିଜର ମତ ରଖିଛନ୍ତି ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍‌…

ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ…

ପାକିସ୍ତାନର ନା ନନେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିର୍ଗିଜ୍‌ସ୍ତାନର ରାଜଧାନୀ ବିଶକେକ୍‌ରେ ଅନୁଷ୍ଠିତ ହେଉଥିବା ସାଂଘାଇ ସମିଟ୍‌ରେ ମୋଦି ଆତଙ୍କବାଦକୁ କଡା ନିନ୍ଦା କରିଛନ୍ତି।…

ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି।…

ଆଇଆଇଟି ରୁର୍‌କୀ ପକ୍ଷରୁ ଆଜି ସର୍ବଭାରତୀୟ ଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୧ଲକ୍ଷ ୬୧ ହଜାର ୩୧୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ…

ବିହାରରେ ମସ୍ତିଷ୍କ ଜ୍ବର ଏହାର ଆତଙ୍କ ବୃଦ୍ଧି କରିଚାଲିଛି। ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ବିଗତ ୧୫ ଦିନ ମଧ୍ୟରେ…

ଗତକାଲି ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦାନ ପାଇଁ ଚେତାବନୀ ଦେବା…

ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ସଙ୍ଗଠିତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ଘଟିଥିଲା। ରାଷ୍ଟ୍ରୀୟ…

ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ ପିଙ୍ଗ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ଭେଟିଛନ୍ତି । ଭାରତ ଏବଂ ବେଜିଂ ପରସ୍ପରର ପଡୋଶୀ । ଉଭୟ ଦେଶ…

ଆସାମ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଗିରଫ ହୋଇଛନ୍ତି ୨ ଯୁବକ। ଆସାମରେ ଶାସକ ବିଜେପି ମିଡିଆ ସେଲ୍‌ର ଜନୈକ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ…

ଛତିଶଗଡ଼ ପୋଲିସର ଏନକାଉଣ୍ଟରରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏହି ଏନକାଉଣ୍ଟର ସଙ୍ଗଠିତ ହୋଇଛି। ଛତିଶଗଡର କାଙ୍କେର ଜିଲ୍ଲାର ତାଡକୋଇ ଅଂଚଳରେ ଜିଲ୍ଲା…