Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଟାବାୟା : ୪୦୦ ମିଲିୟନ୍‌ ଡଲାର ସହାୟତା କରିବ ଭାରତ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଟାବାୟା : ୪୦୦ ମିଲିୟନ୍‌ ଡଲାର ସହାୟତା କରିବ ଭାରତ

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,୨୯/୧୧: ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ତିନିଦିନିଆ ଭାରତ ଗସ୍ତରେ ରହିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ନିଜର ପ୍ରଥମ ବିଦେଶ ଗସ୍ତରେ ଆସିଥିବା ଗୋଟାବାୟା ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ମୋଦିଙ୍କ ସହିତ ଏହି ଭେଟ ସମୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପରେ ଆର୍ଥିକ ଅଭିବୃଦ୍ଧି ପାଇଁ ଭାରତ ପକ୍ଷରୁ ୪୦୦ ମିଲିୟନ୍‌ ଡଲାର ପ୍ରଦାନ କରାଯିବ । ଏହି ଅର୍ଥ ଜରିଆରେ ୧୪ ହଜାର ବାସଗୃହ ନିର୍ମାଣ କରାଯିବା ସହିତ ସୌର ପ୍ରକଳ୍ପରେ ୧୦୦ ମିଲିୟନ୍‌ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)

bilateral Modi
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା

September 30, 2026

ନନ୍ଦନକାନନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ: ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

September 30, 2026

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026
Latest News

ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ବାଣିଜ୍ୟ ଚୁକ୍ତି ଏବଂ ପ୍ରତିରକ୍ଷା ବିଷୟରେ ହେଲା ଆଲୋଚନା

September 30, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ବୃତ୍ତିଗତ ପରାମର୍ଶ ଏବଂ ବ୍ୟକ୍ତିତ୍ୱର ବିକାଶ ସମ୍ପର୍କିତ କର୍ମଶାଳା

September 30, 2026

ନନ୍ଦନକାନନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ: ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

September 30, 2026

ମେରଟର ଚର୍ଚ୍ଚିତ ‘ନୀଳ ଡ୍ରମ୍’ ହତ୍ୟାକାଣ୍ଡ: ସ୍ତ୍ରୀ ମୁସ୍କାନ ଓ ପ୍ରେମିକ ସାହିଲ ଦୋଷୀ ସାବ୍ୟସ୍ତ

September 30, 2026

ବାଣପୁରରେ ସେବା ସଙ୍କଳ୍ପ ଅଭିଯାନ: ରକ୍ତଦାନ ଶିବିର ସାଙ୍ଗକୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.