ରେଢ଼ାଖୋଲ(କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେହୁରୀ ସାହିରେ ଜୈନିକା ବୃଦ୍ଧା ଙ୍କୁ କେହି ହତ୍ୟା କରି ଫେରାର ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଦେହୁରୀ ସାହିର ହିରା ବାହାଦୁରଙ୍କ ଦ୍ବିତୀୟ ପତ୍ନୀ ତରଙ୍ଗିଣି ସାହୁଙ୍କୁ ଦିନ […]
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ଆଇନଜୀବୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମ ନିକଟରେ କିଛି ଅପରିଚିତ ଯୁବକ ବୁଗୁଡ଼ା କୋର୍ଟ ର ଆଇନଜୀବୀ ଆଶିଷ ରାଉତ ଙ୍କୁ ଆତର୍କିତ ଭାବେ […]
ଭୁବନେଶ୍ବର: ଆଜି ବିଜେଡି ଶଙ୍ଖ ଭବନରେ ଏକ ବଡ ବୈଠକ ଡାକିଛି। ଏଥିରେ ଦଳର ସବୁ ବରିଷ୍ଠ ନେତା, ସବୁ କମିଟ ସଦସ୍ୟଙ୍କ ସହିତ ଜିଲ୍ଲା ସଭାପତି ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି […]
ଭୁବନେଶ୍ବର: ବର୍ଷା ଜଳ ସହିତ ପାଗ ସୁଖଦ ହୋଇଯାଏ। ଗରମରୁ ଆରାମ ମିଳିଥାଏ, କିନ୍ତୁ ଅନେକ ରୋଗ ସୃଷ୍ଟି ହୋଇଥାଏ। ବର୍ଷା ଋତୁରେ ସଂକ୍ରମଣ ଏବଂ ରୋଗର ଆଶଙ୍କା ବହୁତ ବଢିଯାଏ। ଏପରି ପରିସ୍ଥିତିରେ ଯତ୍ନର ସହିତ ଉଚିତ ଖାଦ୍ୟ ଖାଆନ୍ତୁ ଏବଂ […]
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ […]
ଭୁବନେଶ୍ବର: ରାଜ୍ୟ ସରକାର ଓଏସଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ଓ ଆଜି ବହୁ ବରିଷ୍ଠ ଓଏଏସଙ୍କୁ ବଦଳି କରିବା ପରେ ଆଜି ବିଡିଓଙ୍କ ବଦଳି କରାଯାଇଛି। ଏହି ତାଲିକାରେ ଏକାଥରେ ୪୬ ବିଡିଓଙ୍କ ବଦଳି […]
ଭୁବନେଶ୍ୱର: ଭଦ୍ରକର ଅଦ୍ୱିତୀୟ ଛାତ୍ରନେତା, ଜନନେତା ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ସୁସଂଗଠକ ଓ ସମାଜସେବୀ ଭାବେ ସୁପରିଚିତ ସ୍ୱର୍ଗତଃ ମହାପାତ୍ର ଅତ୍ୟନ୍ତ ମେଳାପୀ ଥିଲେ। ସେ ଅଖିଳ ଭାରତୀୟ […]
ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ – ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ମୌଲାନା ଆଜାଦ […]
ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ନେଇ ପାଳନ କରୁଛନ୍ତି କଳା ଦିବସ। ଏତିରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାମଲ ଓ ଉପସଭାପତି ଶ୍ରୀ ଅଜିତ କୁମାର ଦଲେଇ ଉପସ୍ଥିତ ରହି […]
ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ସରକାର ୩୬ ଜଣ ଓଏଏସ ଅଧିକାରୀଙ୍କର ଅଦଳବଦଳ କରିଥିଲେ। ଆଜି ସେହିପରି ୧୩ ଜଣଙ୍କର ଅଦଳବଦଳ କରିଛନ୍ତି। ସେଥିମଧ୍ୟରେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ସେ ସିଆଚେନ୍ ଗ୍ଲାସିଅରରେ ମୁତୟନ ଥିବା ସୈନିକ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ ଦେଶକୁ ସୁରକ୍ଷା ଦେବାରେ ସୈନିକମାନଙ୍କ […]
ନୂଆଦିଲ୍ଲୀ: କଙ୍ଗନା ରଣାୱତଙ୍କ ଅଭିନିତ ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ କାଟିବାକୁ ପଡିବ। ଆଜି ଏହି ଘୋଷଣା କରିଛି କେନ୍ଦ୍ର ଚଳଚିତ୍ର ସେନସର ବୋର୍ଡ। ଏହି ଚଳଚିତ୍ରଟି ଦେଖିବା ପରେ ପ୍ରଯୋଜନା ସଂସ୍ଥାକୁ କେତେକ ବିବାଦୀୟ ଦୃଶ୍ୟକୁ ବାଦ […]
ମୁମ୍ବାଇ: ଗତକାଲି ପ୍ରବଳ ବର୍ଷା ସମୟରେ ଡ୍ରେନ୍ରେ ପଡ଼ି ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଏବଂ ଜଣେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ଦାୟର କରିଛି। ବିଏମସି ମଧ୍ୟ ଗତକାଲି […]
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। […]
ଭୁବନେଶ୍ବର: ବିଜେଡି ତିନିଟି ନୂଆ କମିଟ ଗଠନ କରିଛି। ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କମିଟ ହେଲା ଉପଦେଷ୍ଠା କମିଟ, ସଦସ୍ୟତା ଅଭିଯାନ କମିଟ […]
ନୂଆଦିଲ୍ଲୀ: ଆଇପିଏଲ୍ 2025 ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। ଏହି ମେଗା ନିଲାମ ପୂର୍ବରୁ ଦଳ କେତେ ଖେଳାଳିକୁ ରଖିବ ସେନେଇ ଏକ ପ୍ରଶ୍ନ ରହିଛି। ମଙ୍ଗଳବାର ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ଆଇପିଏଲ୍ 2025 ପାଇଁ ସଂରକ୍ଷଣ […]
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଦ୍ୱାରା ଆୟୋଜିତ ସ୍ୱଚ୍ଛତା ହିଁ ସେବା, ୨୦୨୪ ଅଭିଯାନର ଏକ ଅଂଶ ଭାବରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷା […]
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ଏହାର ସଦ୍ୟତମ ରିପୋର୍ଟରେ କିଛି ଔଷଧ ବିଷୟରେ ପ୍ରକାଶ କରିଛି, ଯାହା ସାଧାରଣତଃ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ତଥାପି, ଏହି ଔଷଧଗୁଡ଼ିକ ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି। ଏଥିମଧ୍ୟରେ କିଛି […]
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ପରେ ବିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ। ଅବସର ପରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇ […]
ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଆମେରିକାରେ ସଂରକ୍ଷଣ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତିରେ ବିଜେପି ଓବିସି ମୋର୍ଚ୍ଚା ନାରାଜ ଅଛନ୍ତି। ଆଜି ଅପରାହ୍ନରେ ବିଜେପି ଓବିସି ମୋର୍ଚ୍ଚାର ନେତା ଓ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ବାସଭବନ […]
ଭୁବନେଶ୍ଵର: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଆଜି ଓଡିଶା ଗସ୍ତରେ ଆସି ଚାଲିଥିବା ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ଅଭିଯାନର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ପରିମଳ, ସ୍ୱଚ୍ଛତା, ଓଡିଏଫ […]