ଆଜିର ଖବର

ନୂଆଦିଲ୍ଲୀ: ICC ରାଙ୍କିଙ୍ଗରେ ଅପଡେଟ୍ ହୋଇଛି। ଯେଉଁଥିରେ ରୋହିତ ଶର୍ମା ବିଶ୍ୱର ନମ୍ବର-୧ ଏକଦିବସୀୟ ବ୍ୟାଟସମ୍ୟାନ୍ ହୋଇଛନ୍ତି। ପୂର୍ବରୁ ଶୁଭମନ ଗିଲ୍ ଏହି ସ୍ଥାନ ଅଧିକାର କରିଥିଲେ।…

ଭୁବନେଶ୍ବର: ଓଡିଶାରେ ବାତ୍ୟା ‘ମୋନ୍ଥା’ ବିଶେଷ କିଛି ପ୍ରଭାବ ପକାଇନାହିଁ। ତଥାପି ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳ ପ୍ରଭାବିତ ହୋଇଛି। ଏହା ଉପରେ ରାଜସ୍ୱ ଓ…

ନୂଆଦିଲ୍ଲୀ: ୨୦୨୬ ଗଣତନ୍ତ୍ର ଦିବସ ପାଇଁ ଭାରତ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହି ବର୍ଷ, ୟୁରୋପୀୟ ୟୁନିଅନ (EU) ର ଶୀର୍ଷ ନେତା – ୟୁରୋପୀୟ…

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) କେବଳ କ୍ରିକେଟ ବିଷୟରେ ନୁହେଁ, ବରଂ ଗ୍ଲାମର, ମନୋରଞ୍ଜନ ଏବଂ ଭାବନାର ଏକ ସଙ୍ଗମ ମଧ୍ୟ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ…

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତା ଏବଂ ପୂର୍ବତନ ସାଂସଦ ନବନୀତ ରାଣାଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ହାଇଦ୍ରାବାଦରୁ ଏକ ସ୍ପିଡ୍ ପୋଷ୍ଟ ଚିଠି…

ସ୍ୱାସ୍ଥ୍ୟ ଟିପ୍ସ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ  ମାମଲା ନିରନ୍ତର ବୃଦ୍ଧି ପାଉଛି। ଗତ କିଛି…

ନୂଆଦିଲ୍ଲୀ: ପଞ୍ଜାବ ବଂଶୋଦ୍ଭବ ଜଣେ ପ୍ରମୁଖ ବ୍ୟବସାୟୀ ଦର୍ଶନ ସିଂହଙ୍କୁ କାନାଡାର ସରୀରେ ଗୁଳି କରି ହତ୍ୟା କରାଯାଇଛି। ବାସଭବନ ଛାଡିବା ସମୟରେ ତାଙ୍କ ଘର ବାହାରେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଚୁକ୍ତିନାମା ଶେଷରେ ବିଫଳ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଛି। ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଯୁବପିଢ଼ିଙ୍କୁ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ ୨.୦ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେ ଏହାକୁ…

ଭୁବନେଶ୍ଵର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହର ତଥା ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର…

ମୁମ୍ବାଇ/ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁମ୍ବାଇଠାରେ ଆୟୋଜିତ ଭାରତ ସାମୁଦ୍ରିକ ସପ୍ତାହ ଅବସରରେ ସାମୁଦ୍ରିକ ଐତିହ୍ୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉଦବୋଧନ ଦେଇ ଶ୍ରୀମତୀ…

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ…

ଭୁବନେଶ୍ୱର: ଅତ୍ୟାଧୁନିକ ଡିଜିଟାଲ ଓଡିଶାରେ ସାମିଲ ହେଲା ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିମିଟେଡ୍ ବା ଓମ୍ଫେଡ। ଆଜି ମୁଖ୍ୟାଳୟରେ ନିରାଡମ୍ବର ଭାବେ ଆୟୋଜିତ…

ଭୁବନେଶ୍ୱର: ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା…

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି, ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ସୋଲାର ଆଲାଏନ୍ସ ସମ୍ମିଳନୀ (ଆଇଏସଏ)ର ଅଷ୍ଟମ ଅଧିବେଶନର ଉଦଘାଟନୀ ଅଧିବେଶନକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି…

ରଣପୁର: ଶହୀଦ୍ ରଘୁ ଦିବାକରଙ୍କ ଜନ୍ମ ସ୍ଥାନ ଐତିହାସିକ ରଣପୁର ମାଟିର ମଣିନାଗ ପୀଠରେ ଗତ ଅକ୍ଟୋବର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା…

ଖୋର୍ଦ୍ଧା: ଖୋର୍ଦ୍ଧାରେ ଦିନକୁ ଦିନ ବଢି ଚାଲିଛି ବ୍ରାଉନ ସୁଗାର କାରବାର। ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲମ୍ବିଛି ନିଶା ମାଫିଆଙ୍କ ନେଟୱର୍କ। ପରିବାର ର ମହିଳାଙ୍କୁ ଏହି…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ “ମୋନ୍ଥା” ଉତ୍ତର – ଉତ୍ତରପୂର୍ବ ଗୋପାଳପୁର ଠାରୁ ୪୮୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ…

ଭୁବନେଶ୍ଵର: ସତର୍କତା ସଚେତନତା ସପ୍ତାହ 2025 ପାଳନର ଏକ ଅଂଶ ସ୍ୱରୂପ, ପୂର୍ବତଟ ରେଳପଥ (ECoR) ର ସତର୍କତା ବିଭାଗ ଦ୍ୱାରା ଭୁବନେଶ୍ୱରର ECoR ମୁଖ୍ୟାଳୟରେ “ସତର୍କତା:…