ମେଷ:– ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା। ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି […]
ଭୁବନେଶ୍ବର: ଓଡ଼ିଶା ଇତିହାସ ଜଗତର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସନ୍ଧ୍ୟା ଉପଲକ୍ଷେ ଆଜି ଭୁବନେଶ୍ବରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ […]
ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସପ୍ତମ ଜାତୀୟ ପୋଷଣ ମାସ ଏବଂ ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ […]
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତା ଖରାପ ହେବା ସମସ୍ୟାର ସମାଧାନ ପାଇଁ ଅଂଶୀଦାରମାନଙ୍କ ପ୍ରସ୍ତୁତି ଆକଳନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। […]
ମୁମ୍ବାଇ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମୁମ୍ବାଇର ଏନଏଫଡିସି କ୍ୟାମ୍ପସ ପରିଦର୍ଶନ କରି ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଏବଂ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି)ର କାର୍ଯ୍ୟକଳାପର ବ୍ୟାପକ ସମୀକ୍ଷା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟ ନୂତନ ସରକାରଙ୍କ ପ୍ରଥମ ୧୦୦ ଦିନରେ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ଶକ୍ତି ଓ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ଏକ […]
ଭୁବନେଶ୍ୱର: ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଶିବ ଶଙ୍କର ମିଶ୍ର। ଆଇନ୍ ବୃତ୍ତି ଏକ […]
ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ଭଗବତୀଙ୍କ ପୀଠ ଅନ୍ୟତମ। ଏହି ପୀଠରେ ପାଳିତ ବାରମାସର ତେର ପର୍ବ ମଧ୍ୟରୁ ଶାରଦୀୟ ପୂଜୋତ୍ସବ ଅନନ୍ୟ ଶ୍ରେଷ୍ଠପର୍ବ। ସର୍ବତ୍ର ଶାରଦୀୟ ପର୍ବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ […]
ନୂଆଦିଲ୍ଲୀ: ଷ୍ଟକ ମାର୍କେଟ ନିୟାମକ SEBI ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ଉପରେ 1 କୋଟି ଟଙ୍କା ଜୋରିମାନା ଲଗାଇଛି। ଜନରାଲ ପର୍ପସ କର୍ପୋରେଟ୍ ଲୋନକୁ ଯଥାର୍ଥ ପରିଶ୍ରମ ନକରି ଅନୁମୋଦନ କରିବା ପାଇଁ ରିଲାଏନ୍ସ ହୋମ […]
ଭୁବନେଶ୍ଵର: କେନ୍ଦ୍ରସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶରେ କର୍ମଚାରୀମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି।ଉକ୍ତ ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ଦିନ […]
କଳାହାଣ୍ଡି( ଦୁଷ୍ମନ୍ତ ପଣ୍ଡା): ଆଜି ବଡ଼ି ଭୋରରୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଛନ୍ତି ବଣ୍ଡେଲ ଗ୍ରାମବାସୀ। ଚଳିତ ମାସ 14 ତାରିଖ ରାତିରେ ବେଦାନ୍ତ ରେଡମଡ଼ ପଣ୍ଡରୁ ବିଷାକ୍ତ କଷ୍ଟିକ ପାଣି ବଣ୍ଡେଲ ଗ୍ରାମର […]
ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ସେଲ୍ ପଶ୍ଚିମ ରେଳ ୫୦୦୦ ରୁ ଅଧିକ ପଦବୀ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି। ସେହି ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଶେଷ ତାରିଖ ପୂର୍ବରୁ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ […]
ନୂଆଦିଲ୍ଲୀ: ଶିଶୁ ଅଶ୍ଳୀଳତା ସହ ଜଡିତ ସାମଗ୍ରୀ ଡାଉନଲୋଡ୍ କରିବା ଏବଂ ତାହାକୁ ପାଖରେ ଏକ ଅପରାଧ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଏପରି ସାମଗ୍ରୀ ଡିଲିଟ ନକରନ୍ତି କିମ୍ବା ପୋଲିସକୁ ଏହା […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି ଭରତପୁର ଥାନାରେ ନିର୍ଯ୍ୟାତନା ଅଭିଯୋଗ ହୋଇଥିବା ପିଡିତା ଏବଂ ତାଙ୍କ ପରିବାର। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପିଡିତା ନିଜେ, ତାଙ୍କ ବାପା ଏବଂ ଅବସରପ୍ରାପ୍ତ ସାମରିକ ଅଧିକାରୀ ଥିଲେ। ଏଥିରେ […]
ନୂଆଦିଲ୍ଲୀ: ଗାଲେ ଟେଷ୍ଟରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡକୁ 63 ରନରେ ପରାସ୍ତ କରିଛି। ଏଥି ସହିତ ଶ୍ରୀଲଙ୍କାର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବାସ୍ତବରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଶ୍ରୀଲଙ୍କା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ସ୍କୁଲ ଅଫ୍ ଇଞ୍ଜିନିୟରିଂର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ପକ୍ଷରୁ ଆୟୋଜିତ ଏକ ରାଉଣ୍ଡଟେବୁଲ ବୈଠକରେ ଟେକ୍ନୋଲୋଜିର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ, ବାୟୋଟେକ୍ନୋଲୋଜି ଆଣ୍ଡ ଲାଇଫ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଅତ୍ୟନ୍ତ ଭବ୍ୟ ଏବଂ ଉତ୍ସାହର ସହ […]
ଭୁବନେଶ୍ବର: ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ , ଭାରତ ବର୍ଷର ପ୍ରଥମ ବିଏଚଏମଏସ ସ୍ନାତକ ଡିଗ୍ରୀ ସରକାରୀ ହୋମିଓପାଥି ଭେଷଜ ମହାବିଦ୍ୟାଳୟ ରୂପେ ପରିଚିତ। ରାଜ୍ୟ ସରକାର ଏହାକୁ *ସେଣ୍ଟର ଫର ଏକ୍ସେଲେନ୍ସେ *ଘୋଷଣା କରିଥିଲେ। […]
ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଭୁବନେଶ୍ବର ବନ୍ଦ ଡାକରାକୁ ବିଜେଡି ପ୍ରତ୍ୟାହାର କରି ନେଇଛି। ଆଜି ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଭରତପୁର ଥାନାରେ ନିର୍ଯ୍ୟାତନା ଘଟଣା ନେଇ ବିଜେଡି ମଙ୍ଗଳବାର ଦିନ ଛଅ ଘଣ୍ଟିଆ ଭୁବନେଶ୍ବର […]
ଭୁବନେଶ୍ବର: ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳ ବର୍ଷା ଲାଗିରହିବ। ଏହି ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ବର୍ତ୍ତମାନ ବଙ୍ଗାପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗୋଟିଏ ପଶ୍ଚିମ କେନ୍ଦ୍ରୀୟ ସ୍ଥଳରେ ହୋଇଥିବା ବେଳେ ଅନ୍ୟଟି ମିଆମାର ଅଞ୍ଚଳରେ […]
ଭୁବନେଶ୍ବର: ଭୁବନେଶ୍ବର ବନ୍ଦ ଡାକରା ଦେଇଛି ବିଜେଡି। ଗତକାଲି ଶଙ୍ଖ ଭବନରେ ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରାଯାଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଭୁବନେଶ୍ବର ବନ୍ଦ କରାଯିବ ବୋଲି କହିଛନ୍ତି। ସେଦିନ […]