ବିହାର : ବିହାରର ଗୋପାଳଗଞ୍ଜରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ସାକ୍ଷାତ କରିବା ବେଶ୍ ମହଙ୍ଗା ପଡିଛି । ଯୁବକ ଜଣକ ବିବାହିତା ପ୍ରେମିକାକୁ ସହ ଯୁବତୀଙ୍କ ବେଡରୁମ୍ରୁ ଧରାପଡିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଯୁବକ ଜଣକୁ […]
ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାର ଗୋଟିଏ ପରିବାରର ତିନିଜଣଙ୍କର ହତ୍ୟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏହି ଘଟଣା ଏତ୍ମାଦୋଲ୍ଲାର ନଗଲା କିଶନଲାଲ ଅଞ୍ଚଳରେ ଘଟିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ପୁଅ ରହିଛନ୍ତି । […]
ନୂଆଦିଲ୍ଳୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଜରିମାନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ପୂର୍ବରୁ ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷିତ କରାଯାଇଥିବା ବେଳେ ଆଜି ଦଣ୍ଡ ଘୋଷଣା କରାଯାଇଛି । ଦଣ୍ଡ […]
ବିଜାପୁର : ଛତିଶଗଡ ବିଜାପୁର ଜିଲ୍ଲାରେ ଏଏସ୍ଆଇ ନଗେୟା କର୍ସାଙ୍କୁ ମାଓବାଦୀମାନେ ଅପହରଣ କରିବା ପରେ ହତ୍ୟା କରିଥିବାର ସୂଚନା ରହିଛି । ବିଜାପୁର ଜିଲ୍ଲା ତେନ୍ତୁଲନା ଗାଁ ପାଖରେ ଗୁଳି ହତ୍ୟା କରିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ […]
ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍ ସେନାର […]
ଭୁବନେଶ୍ବର : କରୋନା ଯୋଗୁଁ ଆଜି ରାଜ୍ୟର 10 ଜଣଙ୍କ ଜୀବନ ଯାଇଛି । କନ୍ଧମାଳ ଓ ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି […]
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 2 ହଜାର 602 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 616 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ 236, ଗଞ୍ଜାମରୁ 190, କେନ୍ଦ୍ରାପଡାରୁ 128, କୋରାପୁଟରୁ 127, ଯାଜପୁର ଓ […]
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 602 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1561ଜଣ ଚିହ୍ନଟ […]
ଆସିକା : ମର୍ଣ୍ଣିଂ ଓ୍ବାର୍କ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କାରେ ମାଉସୀ-ଝିଆରୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଟିନଡା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ନିକଟରେ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ […]
ଚାନ୍ଦବାଲି : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ କରୋନା । ଏନେଇ ସୋସିଆଲ ମିଡିଆରେ ବିଧାୟକ ଜଣକ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ବହୁ ବିଧାୟକ, ମନ୍ତ୍ରୀ […]
ନୂଆଦିଲ୍ଲୀ, କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ରବିବାର ଦିନ ଜେଇଇ ଏବଂ ନିଟ୍ ପରୀକ୍ଷା ଉପରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ନିଟ୍ […]
ନୂଆଦିଲ୍ଲୀ : ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର କୋଭିଡ -19 ମହାମାରୀ କାରଣରୁ ବିଭିନ୍ନ ବାର ତରଫରୁ ଆସିଥିବା ବିଦାୟ ସମ୍ବର୍ଦ୍ଧନା ଆମନ୍ତ୍ରଣକୁ ମନା କରି ଦେଇଛନ୍ତି। ଜଷ୍ଟିସ ଅରୁଣ ସେପ୍ଟମ୍ବର 2 ତାରିଖରେ […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରିଦର୍ଶନ କରିବେ। ରାଜ୍ୟରେ ତିନୋଟି ଲଘୁଚାପ ସୃଷ୍ଟି ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଅନେକ ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ଆକାଶ […]
ନ୍ୟୁୟର୍କ, ଋଷ ଏବଂ ଚୀନ୍ ପରେ ଆମେରିକାର ଡ୍ରଗ୍ ରେଗୁଲେଟର ବର୍ତ୍ତମାନ କୋଭିଡ୍ -୧୯ ଟିକାକୁ ଜରୁରୀକାଳୀନ ସ୍ବୀକୃତି ପ୍ରଦାନ କରିବାକୁ ଯାଉଛି। ଏହା କହିଛନ୍ତି ଆମେରିକାର ଖାଦ୍ୟ ଓ ଡ୍ରଗ୍ ନିୟନ୍ତ୍ରଣ ପ୍ରଶାସନର କମିଶନର ଷ୍ଟିଫେନ ହାନ୍। ରବିବାର ପ୍ରକାଶିତ […]
ନୂଆଦିଲ୍ଲୀ, ଜାନୁୟାରୀ ୧, ୨୦୨୦ ରେ କିମ୍ବା ପରେ UPI କାରବାରରେ ସଂଗୃହିତ ଟ୍ରାଜାକ୍ସନ ଫି ବ୍ୟାଙ୍କଗୁଡିକ ଫେରସ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲା […]
ନୋଇଡା, ଗ୍ରେଟର ନୋଏଡା ହାଉସିଂ ସୋସାଇଟି ନିକଟରେ ଏକ ରେଭ୍ ପାର୍ଟି ଆୟୋଜନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି। ଏହି ଚଢାଉ ସମୟରେ ବିପୁଳ ପରିମାଣର ବିୟର ମିଳିବା ସହିତ ମୋଟ 11 ଜଣ ବିଦେଶୀ ନାଗରିକଙ୍କୁ ପୋଲିସ ଅଟକ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ତାଙ୍କର ଅଗଷ୍ଟ ୩୦ ମନ୍କୀ ବାତ୍ କାର୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ ଚାଲେଞ୍ଜରେ ବିକଶିତ ହୋଇଥିବା ଆପ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ଇନୋଭେସନ ଚାଲେଞ୍ଜ କାର୍ୟ୍ୟକ୍ରମରେ ଦେଶର ଯୁବକମାନେ ବିଶେଷ […]
ଭୁବନେଶ୍ବର,ସୋମବାର ଦିନ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ସକାଳୁ ହେଲିକାପ୍ଟରରେ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ପ୍ରଭୃତି କେତେକ ଜିଲ୍ଲାର ପରିସ୍ଥିତି ଦେଖିବେ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବନ୍ୟା ପରିସ୍ଥିତି ସମୀକ୍ଷା ବୈଠକ […]
ରାୟଗଡା, ବର୍ତ୍ତମାନ ସାରା ରାଜ୍ୟରେ କୋଭିଡ19 ନିୟମ ଲାଗୁ କରାଯାଇଥିବା ବେଳେ ଅନେକ ଏହାକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି। ଏପରି ପରିସ୍ଥିତିରେ ରାୟଗଡା ପୋଲିସ ଗତ କିଛିଦିନ ଧରି ଏହି ଉଲ୍ଲଘଂନକାରୀଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରିଛି। ଏଥିରେ 56 […]
ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ତଳେ ତାଙ୍କ ଡ୍ରାଇଭର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଫଳରେ ବିଧାୟକ ହୋମ କ୍ବାରଣ୍ଟାଇନରେ ଥିଲେ। ପରବର୍ତ୍ତ ସମୟରେ ତାଙ୍କର ଏବଂ ପରିବାର […]
ନୂଆଦିଲ୍ଲୀ : ଅଭିନେତା ହିମାଂଶ କୋହଲି କହିଛନ୍ତି ଯେ ତାଙ୍କ ଘରେ ସେ ହେଉଛନ୍ତି ଏକମାତ୍ର ସୁସ୍ଥ ବ୍ୟକ୍ତି । କାରଣ ତାଙ୍କ ପିତାମାତା ଏବଂ ଭଉଣୀଙ୍କର କୋଭିଡ -19 ପଜିଟିଭ୍ ଆସିଛି। “ମୁଁ ଘରର ଏକମାତ୍ର ସୁସ୍ଥ ବ୍ୟକ୍ତି ଭାବେ […]