ଆଜିର ଖବର

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ବ୍ଲକରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଭୋଟ ବାକ୍ସ ଭିତରେ ସମସ୍ତ ପ୍ରାର୍ଥୀମାନଙ୍କ ଭାଗ୍ୟ ବନ୍ଦ…

ଭୁବନେଶ୍ଵର: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ୨୪…

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା…

ଇସଲାମାବାଦ: ଆଜିକାଲି ପାକିସ୍ତାନ ଏକ ବଡ଼ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପୁଣିଥରେ ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ମନ…

ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ଭାବରେ ରିଲାଏନ୍ସ ଜିଓର ଲୋକପ୍ରିୟ ଅଲ୍‌ଟ୍ରା ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ‘ଜିଓଫାଇବର୍‌’ ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଡିସେମ୍ବରରେ ଏକ ଲକ୍ଷ…

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିରେ ରାଷ୍ଟ୍ରିୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବଙ୍କୁ ପାଞ୍ଚ ବର୍ଷ ଜେଲ ଏବଂ ୬୦ ଲକ୍ଷ ଜୋରିମାନା ଦଣ୍ଡାଦେଶ ହୋଇଛି। ରାଞ୍ଚିର ଡୋରାଡା…

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ, ନିଦ୍ରାହୀନତା ଅଭିଯୋଗ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅଧିକାଂଶ ଲୋକ ୱେବ୍ ସୋ ଏବଂ ଅନଲାଇନ୍ ଚଳଚ୍ଚିତ୍ର ପୂରା ସମୟ…

ଭୁବନେଶ୍ବର: ପାଣିପାଗ ସଂପର୍କିତ ଏକ ବଡ ଖବର ପଦାକୁ ଆସିଛି। ତାହା ହେଲା ଯେ, ଓଡିଶାରେ ଦୁଇଦିନ ଧରି ବର୍ଷା ଲାଗି ରହିବ। ଏହାର କାରଣରେ କୁହାଯାଇଛି…

ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତ୍ରିନାଥ ମିଶ୍ରଙ୍କୁ ମିଶାଇ ଏବେ ରାଜ୍ୟରେ ୧୫୨ ଜଣ…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ରିଦ୍ଧିମାନ ସାହାଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ଭବିଷ୍ୟତ ବିଷୟରେ ବାର୍ତ୍ତାଳାପକୁ ସାହା ପ୍ରକାଶ କରିବାକୁ ନେଇ…

ଭୁବନେଶ୍ଵର: ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୧୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ହଜାର ୨୬ ଜଣଙ୍କ ମୃତ୍ୟୁ…

ବେଙ୍ଗୁଲୁରୁ: ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମଚାରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଛୁରାମାଡ଼ରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ଶିବାମୋଗା…

ବ୍ରହ୍ମପୁର: ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ…

ନୂଆଦିଲ୍ଲୀ: ଦେଶରେ ଗତକାଲି ୧୯ ହଜାର ୯୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୬୭୩…

ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୯୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ଚାଣକ୍ୟ ନୀତି: ମଣିଷକୁ ଜୀବନରେ ଆଗକୁ ବଢିବାକୁ ଚାଣକ୍ୟ ନୀତି ପ୍ରେରଣା ଦିଏ। ଏହାର କାରଣ ହେଉଛି ଆଜି ମଧ୍ୟ ଚାଣକ୍ୟ ନୀତିର ଗୁରୁତ୍ୱ ଅକ୍ଷୁର୍ଣ୍ଣ ରହିଛି। ଆଚାର୍ଯ୍ୟ…

ମେଷ:– ଆଜି ଦିନଟି ସ୍ୱାଭାବିକ ହେବ। କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ।…

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ଦି ଇଣ୍ଟେଲେକ୍ଟସ ଦ୍ଵାରା ଆୟୋଜିତ ଅଷ୍ଟମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଗତକାଲି ଉଭୟ ବାସ୍ତବ ଓ ଆଭାସୀ ମାଧ୍ୟମରେ…

ନୂଆଦିଲ୍ଲୀ: ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଚଳିତ ମାସ ଶେଷରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଚଳାଚଳ କରିବ…

କୋଲକୋତା: ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍କୁ 17 ରନରେ ପରାସ୍ତ କରି ସିରିଜ୍କୁ 3-0ରେ ଅକ୍ତିଆର କରିନେଇଛି। ODI ପରେ ଭାରତ…