ଆଜିର ଖବର

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଏକ ଜନ…

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସ୍କୃତ ଭାଷା ଆମର ବେଦ ଭାଷା ଓ ଆଦ୍ୟ ଭାଷା। ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର ଏକ ଆବେଗ ଓ ଅଭିବ୍ୟକ୍ତିର ପରିପ୍ରକାଶ…

ଭୁବନେଶ୍ୱର: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍…

ଭୁବନେଶ୍ବର: ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ହେଲିକାପ୍ଟରରେ ଉଦ୍ଧାର କରାଯାଇଛି। ଆଜି ସମୁଦ୍ର ଭିତରେ 11 ଜଣ ମତ୍ସ୍ୟଜୀବୀ ଫସି ରହିଥିବାର ଖବର ମିଳିଥିଲା। ସେମାନଙ୍କୁ…

ନୂଆଦିଲ୍ଲୀ: ଲଙ୍କା ଗୁଣ୍ଡ ଆମେ ଆମର ଦୈନନ୍ଦିନ କାର୍ଯ୍ୟରେ ବହୁତ ବ୍ୟବହାର କରୁ। ପୂର୍ବରୁ ଲୋକମାନେ ନାଲି ମରୀଚ ଆଣି ପାଉଡର ତିଆରି କରିବା ପାଇଁ ଗ୍ରାଇଣ୍ଡ୍ କରୁଥିଲେ।…

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଆଜିକାଲି ଲୋକମାନେ ଭଲ ଦେଖାଯିବା ପାଇଁ କେଶ ଉପରେ ଅନେକ ପରୀକ୍ଷଣ କରନ୍ତି। କେଶକୁ…

ଭୁବନେଶ୍ୱର: କଟକରେ ନୂତନ ଡିସିପି ଭାବେ ଯୋଗ ଦେଇଛନ୍ତି  ଆଇପିଏସ୍, ପିନାକ ମିଶ୍ର। ଆଜି କଟକ କାର୍ଯ୍ୟାଳୟରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ସେ ଏହି ଦାୟିତ୍ବ…

ଜୀବନଶୈଳୀ: ସାଧାରଣତଃ ପୁରୁଷମାନେ ବିଶ୍ଵାସଘାତକ ବୋଲି ବିବେଚନା କରାଯାଏ କିନ୍ତୁ ତାହା ନୁହେଁ। ମହିଳାମାନେ ମଧ୍ୟ ବିଶ୍ଵାସଘାତକତାରେ ପୁରୁଷଙ୍କଠାରୁ କମ୍ ନୁହଁନ୍ତି। ଅନେକ କ୍ଷେତ୍ରରେ ମହିଳାମାନେ ନିଜ ସ୍ୱାମୀଙ୍କୁ…

ଭୁବନେଶ୍ବର: ଭୀଷଣ ବାତ୍ୟା ଅସାନି ପ୍ରଭାବ ଧିରଧିରେ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଥିଲା। ହେଲେ ଆଜିଠାରୁ ବର୍ତ୍ତମାନ…

ମୁମ୍ବାଇ: ଅମ୍ରାବତୀର ସ୍ଵାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା ନିରନ୍ତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହନୁମାନ ଚାଳିଶା ମାମଲାରେ ଜେଲରୁ ମୁକୁଳିବା…

ଯାଜପୁର: ଅଗଷ୍ଟ ୯ ତାରିଖ ୨୦୨୦ ମସିହାରେ ଯାଜପୁର ଜିଲ୍ଲାର କୁନି ଝିଅ ପିହୁ ନିଖୋଜ ହୋଇଯାଇଥିଲା। ବିଂଝାରପୁର ଥାନା ମାମୁଁ ଘର ଗାଁ ମଧୁସୂଦନପୁରରେ ଖେଳୁଥିବା…

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର…

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ‘ଅସାନି’ ଏବେ ଉପକୂଳର ନିକଟତର ହେଉଛି। ବର୍ତ୍ତମାନ ‘ଅସାନି’ପୁରୀ ଠାରୁ ୬୮୦ କିମି ଦୂରରେ ରହିଛି। ପୁରୀ ଠାରୁ ଉତ୍ତର-ଉତ୍ତରପୂର୍ବ…

କଟକ: କଟକ ଏସସିବିରେ ଆଜିଠାରୁ ଅନଲାଇନ ଓପିଡି ସେବା ଆରମ୍ଭ ହୋଇଯାଇଛି। ଯାହାଫଳରେ ରୋଗୀଙ୍କ ପାଇଁ ଆଉଟଡୋର ଟିକେଟ ବୁକିଂ କରିବା ସହଜ ହୋଇପାରିବ। ସ୍ପେଶାଲିଷ୍ଟ ଓ…

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସନ୍ଧ୍ୟାରେ ଚିଲିକାରୁ ଏକ ଡ଼ଲଫିନର ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ଠାରେ ଅବସ୍ଥିତ…

ଭୁବନେଶ୍ବର: ରାୟଗଡା ଜିଲ୍ଲାର ଦୁଇଟି ହଷ୍ଟେଲରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଦୁଇଟି ହଷ୍ଟେଲରେ ରହୁଥିବା ୬୪ ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।…

ଭୁବନେଶ୍ବର: ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ ୫ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି…

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ…

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ…

ସିଂହ- ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି। ପରିବାରର କାହାର…

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ।…