ଆଜିର ଖବର

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯିବ। ଏହା ସହ ନୂତନ ତାଲିକା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ। ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର ନେଇ…

ବାଲେଶ୍ଵର: ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ମଧ୍ୟରେ ଭାରତ କ୍ରମାଗତ ଭାବରେ ନିଜର ସାମରିକ ସାମର୍ଥ୍ୟ ବୃଦ୍ଧି କରୁଛି। ଆଜି ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠ…

ଖୋର୍ଦ୍ଧା: ଘରୋଇ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡକୁ ଗ୍ରହଣ କରାଯାଉନଥିବାର ଅନେକ ଅଭିଯୋଗ ହେଉଛି। ସେହିଭଳି ଭୁବନେଶ୍ଵରସ୍ଥିତ ଏକ…

ଭୁବନେଶ୍ବର: କାମାକ୍ଷା -କୋଚୁଭେଲି-କାମାକ୍ଷା ସୁପର ଫାଷ୍ଟ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପୂର୍ବତଟ ରେଳପଥ ମଧ୍ୟରେ ଚଳାଚଳ କରିବ। ଯାତ୍ରୀଙ୍କ ଦାବି ଅନୁଯାୟୀ, ପୂର୍ବତଟ ରେଳପଥ ଦେଇ ଏକ…

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳର ବିଦେଶରେ ଭଲ ରେକର୍ଡ ରହିଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଦେଶ ପଡ଼ିଆରେ ବିଜୟର ପତାକା ଉତ୍ତୋଳନ…

ବରେଲି/ପିଲିଭୀତ: ପୁଣିଥରେ ନିଜ ସରକାରକୁ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ବିଜେପି ସାଂସଦ କରିଛନ୍ତି ଯେ, ସେ କେବଳ ଆଖୁ ପାଇଁ ଏମଏସପି ବୃଦ୍ଧି ପ୍ରସଙ୍ଗ ଉଠାଇଥିବା…

ନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୩୧୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୧୮ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ…

ଭୁବନେଶ୍ବର:  ଆଜି ରାଜ୍ୟରେ ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ…

ଭୁବନେଶ୍ବର: ଗତ ତିନିଦିନ ଧରି ସାରା ରାଜ୍ୟ ଶୀତରେ ଥରୁଛି। ସଂଧ୍ୟା ହେଲେ ରାସ୍ତାଘଟ ଶୂନଶାନ ହୋଇଯାଉଛି। ଗତକାଲି ରାତିରେ ଏହି ଶୀତର ପ୍ରକୋପ ଅଧିକ ଅନୁଭୂତ…

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା…

ଭୁବନେଶ୍ୱର: ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ।…

ଭୁବନେଶ୍ୱର: ତୈଳ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସପ୍ତମ ସ୍ତରର ମୁକ୍ତ କ୍ଷେତ୍ରୀୟ ଅନ୍ୱେଷଣ ଲାଇସେନ୍ସ ବ୍ୟବସ୍ଥା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ମୁମ୍ବଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି (ସ୍କଲାରସିପ୍‌) ସଂପ୍ରତି ଆବେଦନପତ୍ର…

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି।…

ନୂଆଦିଲ୍ଲୀ: ହନୁମାନଙ୍କୁ ସଙ୍କଟ ମୋଚନ୍ କୁହାଯାଏ। ହନୁମାନ ଏପରି ଏକ ଦେବତା, ଯିଏ ଭକ୍ତଙ୍କ ଅସୁବିଧା ଦୂର କରିଥାନ୍ତି। ହନୁମାନଙ୍କୁ ଖୁସି କରିବା ପାଇଁ ମଙ୍ଗଳବାର ଦିନଟି…

ନୂଆଦିଲ୍ଲୀ: ଅନଲାଇନ୍ ଦେୟ ବର୍ତ୍ତମାନ ସ୍ୱାଭାବିକ ହୋଇଛି। ଲୋକମାନେ ନିଜ ପାଖରେ ନଗଦ ରଖିବା ପରିବର୍ତ୍ତେ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରନ୍ତି। ଖାଦ୍ୟ ଅର୍ଡର କରିବା,…

ଥିରୁଅନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କୋଭିଡ-୧୯ ଟୀକାକରଣ ପ୍ରମାଣପତ୍ରରୁ ହଟାଇବାକୁ ଏକ ଆବେଦନକୁ ଆଜି କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କୁ ହାଇକୋର୍ଟ…

କୋଲକୋତା: ମଙ୍ଗଳବାର ଦିନ ପ୍ରବଳ ସୁରକ୍ଷା ମଧ୍ୟରେ ଅନୁଷ୍ଠିତ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ୍ (କେଏମସି) ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏଥିରେ ମମତା ବାନାର୍ଜୀଙ୍କ…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ପାରିବାରିକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ସଂରକ୍ଷକ ତଥା ପ୍ରତିଷ୍ଠାତା ମୁଲାୟମ ସିଂ ଆରଏସଏସ ମୁଖ୍ୟ ମୋହନ…

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହାର ଖେଳାଳିଙ୍କ ଫିଟନେସକୁ ନେଇ କଡା ନିୟମ କରିଛି। ଯଦି ଶ୍ରୀଲଙ୍କା କ୍ରିକେଟରମାନେ ୮ ମିନିଟ ୧୦ ସେକେଣ୍ଡରେ ୨ କିଲୋମିଟର…

ଭୁବନେଶ୍ବର:  ଆଜି ରାଜ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୫ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ…