ଭୁବନେଶ୍ବର: ପୂର୍ବତନ ମୁଖ୍ୟଶାସନ ସଚିବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ତାହାକୁ ସରକାର ତୁରନ୍ତ ଗ୍ରହଣ କରି ତାଙ୍କ […]
ମୁମ୍ବାଇ: ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ସ୍ତ୍ରୀ୨’ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରୁଛି। ଏହି ଚଳଚ୍ଚିତ୍ରଟି ଦକ୍ଷିଣ ଏବଂ ବଲିଉଡର ଅନେକ ଚଳଚ୍ଚିତ୍ର ସହିତ ମୁକ୍ତିଲାଭ କରିଥିଲା, କିନ୍ତୁ ‘ସ୍ତ୍ରୀ୨’ ସମସ୍ତଙ୍କୁ ପଛରେ ପକାଇ ଆଗକୁ ବଢୁଛି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ “ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟର ଶିକ୍ଷା ମନ୍ତ୍ରୀମାନଙ୍କ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ […]
ନୂଆଦିଲ୍ଲୀ: କୋଲକାତାର ଆର.ଜି କର ମେଡିକାଲ କଲେଜରେ ୯ ଅଗଷ୍ଟ ୨୦୨୪ ଘଟଣା ସମ୍ପର୍କରେ ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛି। ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଆଇଏମଏ କହିଛି। IMA ନିମ୍ନଲିଖିତ […]
ଭୁବନେଶ୍ଵର: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ 301 କିଲୋମିଟର ମଧ୍ୟରୁ 183 କିଲୋମିଟର ରେଳ ଲାଇନ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି। ପ୍ରକଳ୍ପର ଶୀଘ୍ର ସମାପ୍ତ ହେବା ସୁନିଶ୍ଚିତ କରିବାକୁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ […]
ନୂଆଦିଲ୍ଲୀ: ୧୪ ଅଗଷ୍ଟ ୨୦୨୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି (ପିଏଚ୍ଇଆଇସି) ଘୋଷଣା କରିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ […]
ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୈସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବିରୋଧରେ ଏକ ମାମଲା ଦାୟର କରାଯିବ। ଯେଉଁଥି ପାଇଁ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ମୁକଦ୍ଦମା ଚଲାଇବାକୁ ଅନୁମତି ଦେଇଛନ୍ତି। ସେ ଜମି ମାମଲାରେ ଫସିଛନ୍ତି। ଏହି ସମୟରେ, […]
ନୂଆଦିଲ୍ଲୀ: ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଉଦଯାପିତ ହୋଇଯାଇଛି। ବର୍ତ୍ତମାନ ପରବର୍ତ୍ତୀ ଅଲିମ୍ପିକ୍ସ ୨୦୨୮ ରେ ଲସ୍ ଆଞ୍ଜେଲସ୍ ଦ୍ୱାରା ଆୟୋଜିତ ହେବ। ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍ ମଧ୍ୟ ଦେଖିବାକୁ ମିଳିବ। ତା’ପରେ ଏହା ପରେ ଆୟୋଜିତ […]
ଭୁବନେଶ୍ବର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଓଡିଶା ବିଧାନସଭା ପରିସରରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ। ଆଜି ଏହାକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ନିଜର ସାଂସଦୀୟ ଅନୁଭୂତିକୁ ବିଧାୟକଙ୍କ […]
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗିରହିଛି। ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଯେ ମମତା ମହାନ୍ତ ପୁଣି ଥରେ ରାଜ୍ୟସଭା ଯିବେ। ଏହି […]
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଯାନବାହାନ ଉପରେ ଅନେକ ପ୍ରକାରର ଅଫର ଦିଆଯାଏ। ଲୋକମାନେ ଏହି ଅଫରର ସୁଯୋଗ ନେଇ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ। ଏଥିସହିତ କମ୍ପାନୀ ଭାରତୀୟ ବଜାରର ଲୋକପ୍ରିୟ କାର ମାରୁତି ବଲେନୋର ସିଏନଜି ଭାରିଆଣ୍ଟକୁ ଟିକସମୁକ୍ତ […]
ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜ ରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ […]
ଭୁବନେଶ଼୍ବର: ଆଜି ରାସନକାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ପୁଣିଥରେ ରାଜ୍ୟ ସରକାର ଗହମ ଯୋଗାଇଦେବେ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। […]
ଭୁବନେଶ୍ୱର: ଅଗଷ୍ଟ ୧୬ ଶିକ୍ଷକ ଦାବି ଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅନେକ ଅସମାହିତ […]
ଭୁବନେଶ୍ୱର: କଲିକତାର ଆରଜିକର ମେଡିକାଲ କଲେଜ ଆଣ୍ଡ ହସପିଟାଲ ର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସତ୍ୟନଗର କାଳି ମନ୍ଦିର ଠାରୁ […]
ନୂଆଦିଲ୍ଲୀ: ତାରକା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ସ୍ଵଦେଶ ଫେରିଛନ୍ତି। ସେ ପ୍ରାୟ ୧୧ ଟା ସମୟରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ପଦକ ନ ପାଇବାର ଦୁଃଖ ସ୍ପଷ୍ଟ ଭାବରେ ବିନେଶଙ୍କ ମୁହଁରେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ତୀବ୍ର ହୋଇଛି। ଏ ବାବଦରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଏବଂ ବାମପନ୍ଥୀ ଦଳକୁ ଟାର୍ଗେଟ କରି କହିଛନ୍ତି ଯେ, ଅଗଷ୍ଟ ୧୫ ତାରିଖ ରାତିରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ପାଟନାସ୍ଥିତ ଭିଟା ଠାରେ ଏକ ନୂତନ ସିଭିଲ ଏନକ୍ଲେଭ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ […]
ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି। ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣେ ମେଟ୍ରୋ ଫେଜ୍ -୧ ପ୍ରକଳ୍ପର ବର୍ତ୍ତମାନର ପିସିଏମସି-ସ୍ବରଗେଟ୍ ମେଟ୍ରୋ ଲାଇନର ସ୍ୱରଗେଟରୁ କାଟରାଜ ଭୂତଳ ଲାଇନ ସମ୍ପ୍ରସାରଣକୁ ଆଜି ଅନୁମୋଦନ ମିଳିଛି। ଏହି ନୂତନ ସମ୍ପ୍ରସାରଣ ଲାଇନ୍-ଏଲ୍ ବି ସମ୍ପ୍ରସାରଣ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପଶ୍ଚିମବଙ୍ଗର ସିଲିଗୁଡିସ୍ଥିତ ବାଗଡୋଗ୍ରାମ ବିମାନବନ୍ଦରରେ ୧୫୪୯ କୋଟି ଟଙ୍କା ବ୍ୟୟ ଅଟକଳରେ ନ୍ୟୁ ସିଭିଲ ଏନକ୍ଲେଭ୍ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର […]