ଆଜିର ଖବର

କୋଲକୋତା: ପଶ୍ଚିମବଙ୍ଗର ଭବାନୀପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଜି ପ୍ରଚାର କରିବାକୁ ଆସିଥିବା ବିଜେପି ନେତା ଦିଲୀପ ଘୋଷଙ୍କୁ ଟିଏମସି କାର୍ଯ୍ୟକର୍ତ୍ତା ଠେଲା-ପେଲା…

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଆଜି ‘ଭାରତ ବନ୍ଦ’ ଡକରା ଡାକିଛନ୍ତି। ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ କୃଷକମାନେ ରାସ୍ତା ଅବରୋଧ…

କୋଲକୋତା: ପଶ୍ଚିମବଙ୍ଗ ବିଜେପିର ନିର୍ବାଚନରେ ​​ପରାଜୟ ପରେ ଆଉ ଏକ ସମସ୍ୟା ସାମ୍ନାକୁ ଆସୁଥିବା ଜଣାପଡିଛି। ବାବୁଲ ସୁପ୍ରିଓଙ୍କ ପରେ ହୁଗଲିର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ…

ଭୁବନେଶ୍ୱର: ସମ ଆଲଟିମେଟ ମେଡିକେୟାର ରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,…

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଦିନକୁ ଦିନ ବେଆଇନ ପଥର ଖଣି ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ରାତି ଅଧରେ ମାଫିଆମାନେ ବେଆଇନ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା…

ଭୁବନେଶ୍ବର: ଆଜି ରାଜ୍ୟରେ ୪୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ…

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦ୍ୱାରା ସିମ୍‌ଲେସ୍ ଅନ୍‌ଲାଇନ ପ୍ଲାର୍ଟଫର୍ମ ସୃଷ୍ଟି ହେବ, ଯାହା ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଇଣ୍ଟରପୋଟେବିଲିଟି ସୁବିଧା ଯୋଗାଇବ। ଏକ ଐତିହାସିକ…

ମେଷ : କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାବଧାନତାର ସହିତ ନିଅନ୍ତୁ। ବ୍ୟବସାୟ ଭଲ ହେବ। ଧାର୍ମିକ ରୀତିନୀତି, ପୂଜା ଇତ୍ୟାଦିର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ। କୋର୍ଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ 3 ଦିନିଆ ଆମେରିକା ଗସ୍ତରୁ ଫେରିବା ପରେ ଦୁଇଟି ବୈଠକ କରି  ନୂତନ ସଂସଦ ଭବନର ନିର୍ମାଣ ସ୍ଥାନକୁ…

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ତିନିଟି ବିବାଦୀୟ ନୂଆ କୃଷି ଆଇନ ବିରୋଧରେ କିଶାନ ମୋର୍ଚ୍ଚା ସାମ୍ମୁଖ୍ୟ ସୋମବାର, ସେପ୍ଟେମ୍ବର 27 ରେ 10 ଘଣ୍ଟିଆ ଭାରତ…

କୋଲକୋତା: ବିଜେପି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ହାରିଛି, ତଥାପି ସେମାନଙ୍କର ଲଜ୍ଜା ନାହିଁ। ସେମାନଙ୍କ…

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ଜାତିଗତ ଜନଗଣନା ପାଇଁ ନିଜର ଦାବିକୁ ଦୋହରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହା ଜାତୀୟ…

ଭୁବନେଶ୍ବର: ବାତ୍ୟା ଗୁଲାବକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବର୍ତ୍ତମାନ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି।…

ଗ୍ଲେନଉଡ୍: ଆଫଗାନିସ୍ତାନରେ ତାଲିବାନ ଦଖଲ ହେବା ପରଠାରୁ ମହିଳାମାନଙ୍କ ସମସ୍ୟା ବଢିଚାଲିଛି। ଯେତେବେଳେ ଆଫଗାନିସ୍ତାନ ଆମେରିକୀୟ ଇତିହାସକାର ବହାର ଜଲାଲୀ କାବୁଲରେ ତାଲିବାନ ସମର୍ଥକ ରାଲିରେ ପୂର୍ଣ୍ଣ…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ କ୍ୟାବିନେଟକୁ ବିସ୍ତାର କରିଛନ୍ତି। ଯୋଗୀ କ୍ୟାବିନେଟରେ ୭ ଜଣ ନୂତନ ମନ୍ତ୍ରୀ ସ୍ଥାନ…

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ…

ନୂଆଦିଲ୍ଲୀ: ଆସନ୍ନ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ସମସ୍ତ ସହାୟତା ପ୍ରଦାନ କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଢ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ସୀତାରାମ ଅଗ୍ରୱାଲ ଚିଲିକା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅବତରଣ…

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ…