ଆଜିର ଖବର

ଭୁବନେଶ୍ବର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି…

ଭୁବନେଶ୍ୱର: ଭାରତବର୍ଷର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନିତିଜ୍ଞ, ନବ ଉତ୍କଳର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି। ଏହି…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନାରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ସାଢେ…

ଗଞ୍ଜାମ: ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଶେରଗଡ଼ ବ୍ଲକର କେ.କରଡ଼କଣା ଗ୍ରାମପଚାଂୟତ ଅନ୍ତର୍ଗତ ଲାଓଗୁଡ଼ା ଗ୍ରାମରେ ଏକ ପାଳଗଦାରେ ନିଆଁ ଲାଗି ୧୧ ବଖରା…

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀ ୨୯୪ ମଧ୍ୟରୁ ୨୯୧ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ସେ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଟିକେଟ୍…

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଜୁଲୁଣ୍ଡା ଗ୍ରାମରେ ବାହାଘର ପରେ ଶାଶୁଘରକୁ ବିଦା ହେଉଥିବା ବେଳେ ଝିଅର ମୃତ୍ୟୁ ଘଟିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ…

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ଓଭରବ୍ରିଜ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରରେ ଦିନକୁ ଦିନ ଅସାମାଜିକ ତତ୍ତ୍ୱ ବୃଦ୍ଧି ପାଉଥିବାବେଳେ ଏଥିରେ କିଛି ମହିଳା ସଂପୃକ୍ତ ରହିବା ପୋଲିସ୍ ପାଇଁ ଚିନ୍ତା ବଢ଼ାଇ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନାରେ ବଢ଼ିଚାଲିଛି ଅରାଜକତା। ଦିନକୁ ଦିନ ଚୋରି ଡ଼କାୟତି ବଢ଼ୁଥିବା ସ୍ଥଳେ ପୋଲିସ୍‌ର ପେଟ୍ରୋଲିଂ ଅଭାବ ଯୋଗୁଁ ଏହିଭଳି ଘଟଣା ଘଟୁଛି…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୭.୦୨.୨୦୨୧ ତାରିଖ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର-କେଲୁଆ ରୋଡ଼୍‌ରେ ଜନୈକ ବ୍ୟକ୍ତିଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରି ଟଙ୍କା ଲୁଟ୍…

ଭୁବନେଶ୍ୱର/ମୁମ୍ବଇ: ଭାରତର ଅଗ୍ରଣୀ ତଥା ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍‌ସ ମହିଳାମାନଙ୍କର ଅଦମ୍ୟ ବିଚାରାଧାରାକୁ ପାଳନ କରିବା ପାଇଁ ଏକ ଅନନ୍ୟ ପେଣ୍ଡେଂଟ୍ ବା ଲକେଟ୍…

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଗପହଣ୍ଡି ପୁଂଜିକୟାଁ ଛକ ନିକଟରେ ବି.ୱାନ୍ ଶ୍ରମିକ ସଂଘ ନାମକ ଏକ କାର୍ଯ୍ୟାଳୟ ଖୋଲି ଲେବର କାର୍ଡ଼ କରାଇଦେବାକୁ କହି ଏହି…

ନୂଆଦିଲ୍ଲୀ/ଭୁବନେଶ୍ଵର: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଫ୍ୟାମିଲି କୋର୍ଟରେ ହେବ। ଏହି ମାମଲାର ଶୁଣାଣି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହେବା ପାଇଁ ଅନୁଭବ…

ଭୁବନେଶ୍ବର: ଆଜି ରାଜ୍ୟରେ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଲ୍‌ଆଣ୍ଡଟି ଯେଉଁଦିନଠାରୁ ଜାନବିଲି ପ୍ରକଳ୍ପ କରିବା ପାଇଁ ଟେଣ୍ଡର ନେଇ କାମ ଆରମ୍ଭ କରିଥିଲା ସେହି ଦିନଠାରୁ ବ୍ରହ୍ମପୁର ସହରବାସୀଙ୍କ ପାଇଁ…

ଭୁବନେଶ୍ୱର: ମୟୁରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ ଏବଂ ବନ୍ୟଜୀବଜନ୍ତୁଙ୍କର ବ୍ୟାପକ କ୍ଷୟକ୍ଷତି ହେବାରେ…

ଭୁବନେଶ୍ୱର: ପୂର୍ବତଟ ରେଳବାଇର ଅବସର ପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କୁ ଭୁବନେଶ୍ୱରର ମେଂଚଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ଚିକିତ୍ସାଳୟରେ…