ନୂଆଦିଲ୍ଲୀ: ପୂର୍ବତନ ସାଂସଦ ଥିରୁ ମାଷ୍ଟର ମାଥନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସମାଜ ଓ ଦଳିତ ବର୍ଗଙ୍କ ସେବା ଦିଗରେ ତାଙ୍କ ପ୍ରଚେଷ୍ଟା ପାଇଁ ଥିରୁ ମାଷ୍ଟର ମାଥନ ସବୁଦିନ ପାଇଁ ମନେ ରହିବେ […]
ନୂଆଦିଲ୍ଲୀ: ସିଆରପିଏଫର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଆରପିଏଫ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ସେମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଦେଶ ସେବା ବାସ୍ତବରେ ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି; “ସେମାନଙ୍କ ପ୍ରତିଷ୍ଠା ଦିବସରେ ସମସ୍ତ @crpfindia ଯବାନମାନଙ୍କୁ ମୋର […]
ନୂଆଦିଲ୍ଲୀ: ୧୦ ବର୍ଷ ପୂରଣ କରିଥିବା MyGov ପ୍ଳାଟଫର୍ମକୁ ଉତ୍ତମ ପ୍ରଶାସନ ପାଇଁ ଜୀବନ୍ତ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। MyGov କୁ ନିଜର ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଓ ତଥ୍ୟ ଦ୍ୱାରା ସମୃଦ୍ଧ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ […]
ରେଢ଼ାଖୋଲ (କନ୍ଦର୍ପ ବେହେରା): ରାତି ଅଧରେ ପିକଅପ ଭ୍ୟାନ୍ ଗାଡ଼ିରେ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ଖବର ପାଇ ବନ ବିଭାଗ ପିଛା କରିଥିଲା। ଯାହା ପରେ ଦ୍ରୁତ ଗତିରେ ପଳାଉ ଥିବା ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭାରସାମ୍ୟ ହରାଇ […]
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳରେ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ଓଡିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ସପକ୍ଷରେ ପୁରୁଣା ପେନସନ ଲାଗୁକରିବା ନିମନ୍ତେ ଦାବି କରିଥିଲେ। ବିଧାୟକଙ୍କ କହିବା କଥା ନୂତନ ପେନସନ ଯୋଜନାରେ କର୍ମଚାରୀ ମାନେ ଆର୍ଥିକ କ୍ଷତି ସହୁଛନ୍ତି […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି -୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ପଲ୍ଲେକେଲେରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଶ୍ରୀଲଙ୍କାର ଅଧିନାୟକ ଚରିଥ ଅସଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିପରି ଭାବରେ ସୂର୍ଯ୍ୟକୁମାର […]
ନୂଆଦିଲ୍ଲୀ: 10 ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟରେ ଭାରତର ମନୁ ଭାକର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ଦ୍ୱିତୀୟ ସୁଟର ରିଦିମା ସାଙ୍ଗୱାନ ବର୍ତ୍ତମାନ 15 ତମ ସ୍ଥାନରେ ଅଛନ୍ତି। ତେବେ ଆସନ୍ତାକାଲି ଫାଇନାଲ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକରନାଗର ଡକସୁମ୍ ଅଞ୍ଚଳ ନିକଟରେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ NITI ଆୟୋଗ ବବୈଠକରେ ତାଙ୍କ ମାଇକ୍ ମ୍ୟୁଟ୍ କରାଯାଇଛି। ଏହି ବୈଠକରେ ତାଙ୍କୁ କହିବାକୁ ଅନୁମତି ଦିଆଯାଇନଥିବା ସେ ଦାବି କରିଛନ୍ତି। […]
ରଣପୁର: ‘ଶିକ୍ଷା ସପ୍ତାହ’ର ଷଷ୍ଠ ଦିବସ ‘ମିଶନ ଲାଇଫ ପାଇଁ ଇକୋ କ୍ଲବ’, ‘ମା’ ପାଇଁ ଗଛଟିଏ’ ଭାବେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା NITI ଆୟୋଗ ବୈଠକରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଉଠି ଚାଲି ଯାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବୈଠକରେ ମାତ୍ର ୫ ମିନିଟ୍ କହିବାକୁ ଅନୁମତି ଦିଆଯାଇଥିଲା ଏବଂ ମୋର ମାଇକ ବନ୍ଦ […]
ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଭାରତୀୟ କ୍ରିକେଟ୍ ଦୃଷ୍ଟିକୋଣରୁ ଏହା ଏକ ଐତିହାସିକ ମ୍ୟାଚ୍ ହେବ। ଏହି ମ୍ୟାଚ୍ ସହିତ ଆମେ ଟିମ୍ ଇଣ୍ଡିଆରେ ଏକ […]
ଭୁବନେଶ୍ଵର: ପ୍ୟାରିସ ଅଲିମ୍ପିକରେ ଭାଗ ନେବାକୁ ଯାଉଥିବା ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ”ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଓଡ଼ିଶାର ଦୁଇ ଗର୍ବ, ଜାଭେଲିନ ଖେଳାଳି କିଶୋର ଜେନା ଏବଂ ହକି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ନୀତି ଆୟୋଗ ବୈଠକ ଚାଲିଛି। ବିଜେପିର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଖବର ମୁତାବକ, ମମତା ବାନାର୍ଜୀ ମଧ୍ୟଭାଗରୁ ସଭା ଛାଡି ବାହାରକୁ […]
ନୂଆଦିଲ୍ଲୀ: 2024 ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା। ତେବେ, ଏଥର ଉଦଘାଟନୀ ସମାରୋହ ପୂର୍ବରୁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭାରତ ମଧ୍ୟ 25 ଜୁଲାଇରେ ଅଲିମ୍ପିକ୍ସରେ ଖେଳ ଆରମ୍ଭ କରିଥିଲା। ତଥାପି, ଆଜି […]
ନୂଆଦିଲ୍ଲୀ: ପୁଣି ଥରେ କୁପୱାଡ଼ା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳିବିନିମୟ ହୋଇଛି। କମକାରୀ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ସମ୍ପର୍କରେ ସେନା ପକ୍ଷରୁ ଏକ ବିବୃତ୍ତି ଆସିଛି। ସେନା ଏହାର ବିବୃତ୍ତିରେ କହିଛି […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ ବିମାନବନ୍ଦର ପରିସରରେ ବୟନିକାର ଏକ ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୟନିକାର ଏହି ସ୍ବତନ୍ତ୍ର ଶୋରୁମ୍ ଓଡିଶାର ପାରମ୍ପରିକ ହସ୍ତତନ୍ତକୁ ରାଜ୍ୟ ଓ […]
ନୂଆଦିଲ୍ଲୀ: ଆସାମର ଚାରାଇଦେଓ ମୈଦାମ୍କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଖୁସି ଏବଂ ଗର୍ବ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ, ଏହା ଭାରତ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ। ଶ୍ରୀ […]
ଭୁବନେଶ୍ଵର: ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ତା’ର ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଓ ଧାରାବାହିକ ଦ୍ୱାରା ସର୍ବଦା ଦର୍ଶକଙ୍କ ମନ ଜିତିଆସିଛି। ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ଘରର କାହାଣୀ, […]
ଖୋର୍ଦ୍ଧା: ବୁଧବାର ଭୋରରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନାଭଲ ଛକ ଠାରୁ ସୁନଖେଳା ଛକ ଦୀର୍ଘ ସତର କିଲୋମିଟର ଦୂରତା ମଧ୍ୟରେ ଦୁର୍ଘଟଣା ଯୋଗୁଁ ୪୫ ଗୋରୁଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ବେଲପଡା, ବାଲୁଗାଁ ଓଭର […]