ମେଷ:– ଆଜି ଆପଣ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କ୍ରୋଧର ପରିମାଣ ଅଧିକ ହେବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ସହିତ, ଆପଣ ମଧ୍ୟ ବକ୍ତବ୍ୟରେ ସଂଯମ ରଖନ୍ତୁ। ଅନୈତିକ କାର୍ଯ୍ୟରୁ […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ଏବଂ ବ୍ରହ୍ମପୁର ଜିଆରପିର ମିଳିତ ଚଢ଼ାଉ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ ଗୋଟି ଚୋରା ମୋବାଇଲ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା […]
ଭୁବନେଶ୍ଵର: ଓଡ଼ିଶାରେ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ନିର୍ମାଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ […]
ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର […]
ଭୁବନେଶ୍ଵର: ଭାରତୀୟ ରେଳବାଇରେ ରେଳ ବ୍ରିଜ୍ ଏବଂ ଟ୍ରାକ୍ ଯାଞ୍ଚର ଏକ ପ୍ରତିଷ୍ଠିତ ବ୍ୟବସ୍ଥା ଅଛି। ରେଲୱେ ଟ୍ରାକର ନୀରିକ୍ଷଣ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଯୁକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଏ। ନିୟମିତ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ସହିତ, ସାଙ୍କେତିକ […]
ଭୁବନେଶ୍ୱର: ସନ୍ତାନ ସନ୍ତତି ଲାଭ କରିନଥିବା ଦମ୍ପତିଙ୍କ କ୍ଷେତ୍ରରେ ବର୍ତ୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) ଏକ ବରଦାନ ପାଲଟିଛି। ବନ୍ଧ୍ୟାଦୋଷ ଥିବା ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ […]
ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲରେ ପୋଖରୀରେ ବୁଡ଼ି ୨ଜଣଙ୍କର ମୃତ୍ୟୁ ଏବଂ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକରେ ସାପ କାମୁଡ଼ାରେ ୨ ଜଣଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ […]
ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ ୨୦୨୪ ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ତେବେ ନିର୍ବାଚନ ପୂର୍ବରୁ କୃଷକମାନଙ୍କ […]
ଭୁବନେଶ୍ଵର: ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ପାଇଁ ୧୭,୯୪୨ କୋଟି ଟଙ୍କା ବ୍ୟବରାଦ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧୮୮% ଅଧିକ। […]
Odisha Budget 2024: ରାଜ୍ୟରେ ବିଏସକେୱାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ରହିବ। ଏହା ବନ୍ଦ ହେବ ନାହିଁ। ହେଲେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ତାହା […]
ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ 2024 ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ଦଳର ଥିବା ଆକର୍ଷଣୀୟ ଯୋଜନା […]
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ର଼୍ୟାଙ୍କିଙ୍ଗ୍ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଦୀପିକା କୁମାରୀ, ଅଙ୍କିତା ଭଗତ ଏବଂ ଭଜନ କୌର ମିଳିତ ଭାବେ ଭାରତକୁ ୧,୯୮୩ ପଏଣ୍ଟ ଦେଇଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକମାନଙ୍କର ଅମୂଲ୍ୟ ଐତିହ୍ୟ। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ରାଷ୍ଟ୍ରପତି ଭବନର ପରିବେଶକୁ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ଓ […]
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମାଙ୍କ […]
ଭୁବନେଶ୍ଵର: ଆଜି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ଅଧିକାରୀ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ଭୁବନେଶ୍ବର, […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବଜେଟରେ ସାମୁଦ୍ରିକ ଉତ୍ପାଦନ କ୍ଷେତ୍ରକୁ ମିଳିଥିବା ସମର୍ଥନ ହେତୁ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଏମ୍.ପି.ଇ.ଡି.ଏ) ତରଫରୁ ଏହାକୁ ସ୍ୱାଗତ କରାଯାଇଛି। କୋଚି, ଭାରତ- ଗତକାଲି କେନ୍ଦ୍ର ସରକାରଙ୍କ ୨୦୨୪-୨୫ ବାର୍ଷିକ ବଜେଟରେ ସାମୁଦ୍ରିକ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ନଅ ଜଣ ବିଚାରପତିଙ୍କ ଖଣ୍ଡପୀଠ ୮: ୧ ର ବହୁମତ ସହିତ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ରାଜ୍ୟଙ୍କୁ ଖଣି ଏବଂ ଖଣିଜ ପଦାର୍ଥ ଥିବା ଜମି ଉପରେ ଟିକସ […]
ନୂଆଦିଲ୍ଲୀ: ଚାଇନା ବିସ୍ଫୋରଣକାରୀ ବିମାନ ଆମେରିକାରେ ଆତଙ୍କ ସୃଷ୍ଟି କରିଛି। ଏଥିରେ ଋଷର ମଧ୍ୟ ସହଯୋଗ ଥିବା ଆଲୋଚନା ହୋଇଛି। ବୁଧବାର ସକାଳେ ଆମେରିକାର ଆଲାସ୍କା ନିକଟରେ ଋଷର TU-95 ବିସ୍ଫୋରଣକାରୀ ବିମାନ ସହିତ ଦୁଇଟି ଚାଇନିଜ୍ H-6 ସିରିଜ୍ ବିମାନ […]
ନୂଆଦିଲ୍ଲୀ: ୨୦୨୪ ବଜେଟ୍ ରେ ମାଲଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି, ଏହା ପରେ ମୁଇଜୁଙ୍କ ଦେଶ ଭାରତଠାରୁ ଅନୁଦାନ ଟଙ୍କା ପାଇବାରେ ତୃତୀୟ ସ୍ଥାନକୁ ଯାଇଛି। ମଙ୍ଗଳବାର ଦିନ ଭାରତ ୨୦୨୪-୨୫ […]
ଭୁବନେଶ୍ବର: ଆଜି ଉପସ୍ଥାପିତ ହେବ ନୂଆ ସରକାରଙ୍କ ନୂଆ ବଜେଟ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରଥମ ଥର ପାଇଁ ବିଜେପି ସରକାର ବଜେଟ ଉପସ୍ଥାପନା କରିବେ। ଅନ୍ୟପକ୍ଷରେ ନିଜେ ମୁଖ୍ୟମନ୍ତ୍ରୀ ଅର୍ଥ […]
ନୂଆଦିଲ୍ଲୀ: 2024 ମହିଳା ଏସିଆ କପ୍ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ସମାପ୍ତ ହୋଇଛି। ଏବେ ଯେଉଁ 4 ଟି ଦଳ ସେମିଫାଇନାଲରେ ପରସ୍ପର ସହ ମୁକାବିଲା କରିବେ, ସେମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। […]