ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ…
ଆଜିର ଖବର
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଚାଷୀ ଧାନ ବିକି ନପାରି ବାର ଦୁଆର ହେବାକୁ ପଡୁଛି। ମଣ୍ଡିରେ ଚାଷୀଙ୍କ ଧାନପଡିରହିଥିବା ବେଳେ ଟୋକନ ଓ…
ଭୁବନେଶ୍ବର: ଆଜି ରାଜ୍ୟରେ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…
ଢେଙ୍କାନାଳର ରାମିଆଲ ଚେକ୍ ଡ୍ୟାମର ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା
ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ଜାରି ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୮୩୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ…
ନୂଆଦିଲ୍ଲୀ, କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ…
ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ବ୍ୟକ୍ତିମାନେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ଛାତ୍ର…
ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ…
ନୂଆଦିଲ୍ଲୀ, ଆଇନରେ ଛନ୍ଦି ହୋଇପଡିଥିବା ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର। ସେମାନଙ୍କର ଅସ୍ଥିରତା ଦେଖାଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ଆଇନଗତ…
ମେଷ- ପାରିବାରିକ ସମ୍ପର୍କ ନିକଟତର ହେବ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ଏକ ଭୁଲ କରି ବୁଝିବେ । ବନ୍ଦ ହୋଇଥିବା…
ତୂଳା- କୋର୍ଟରେ ସୁସଙ୍ଗତତା ରହିବ । ପ୍ରାର୍ଥନା ଏବଂ ଧର୍ମକାର୍ଯ୍ୟରେ ଆଗ୍ରହ ରହିବ । ବ୍ୟବସାୟ ଭଲ କରିବ । କ୍ଳାନ୍ତ ହୋଇଯିବ । ପରିବାର ଏବଂ…
କର୍କଟ- ଆଘାତ ଏବଂ ରୋଗରୁ କ୍ଷତି ସମ୍ଭବ । ଅସଂଗଠିତତା କ୍ଷତି ଘଟାଇବ । ବିବାଦ କର ନାହିଁ। ଅଧିକ ଖର୍ଚ୍ଚ ବୃଦ୍ଧି ପାଇବ । ଗୃହ…
ମେଷ- ପାରିବାରିକ ସମ୍ପର୍କ ନିକଟତର ହେବ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ଏକ ଭୁଲ କରି ବୁଝିବେ । ବନ୍ଦ ହୋଇଥିବା…
ନୂଆଦିଲ୍ଲୀ, ଆସନ୍ତାକାଲି ସକାଳୁ ସକାଳୁ ମାତ୍ର ଦୁଇଟି ରାଶିର ଭାଗ୍ୟରେ ହେଉଛି ବଡ ପରିବର୍ତ୍ତନ। ଜୀବନରେ ଏକ ନୂଆ ମୋଡ଼ ହୋଇପାରେ, ଯାହା ପ୍ରେମ ଏବଂ ରୋମାନ୍ସକୁ…
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ଗୋଟିଏ ଜିଲ୍ଲା ଏବଂ ସାତୋଟି ନିର୍ବାଚନ ମଣ୍ଡଳୀ ପାଇଁ ସବ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଦଳର ସଭାପତି ନବୀନ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି…
କଟକ: ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ଅପରାହ୍ନରେ କଟକ ସ୍ଥିତ ଡଗରପଡା ବାସ ଭବନରେ ତାଙ୍କର ପରଲୋକ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ…
ଭୁବନେଶ୍ୱର, ଗତ କିଛିଦିନ ପୂର୍ବେ ଚନ୍ଦକା ଅଞ୍ଚଳରୁ ଜୈନକା ବିବାହିତା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ହୋଇଥିବା ବେଳେ ଆଜି ରବିବାର ସକାଳୁ ପୁଣି ଘାଟିକିଆ ସ୍ଥିତ…

