ଦିଲ୍ଲୀ ପୋଲିସ୍ ପକ୍ଷରୁ 200 କିଗ୍ରାର ମାରିଜୁଆନା ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀର ଗୋବିନ୍ଦପୁରୀ ପୋଲିସ୍ ପକ୍ଷରୁ ଜବତ କରାଯାଇଥିବା ଏହି ମାରିଜୁଆନା ଓଡିଶାରୁ ଦିଲ୍ଳୀକୁ ଚାଲାଣ କରାଯାଉଥିଲା । କାଲକାଜି ନିକଟରେ ଏକ […]
ଏନସାଇକ୍ଲୋପିଡିଆ ଭଳି ଆସିବ ‘ଗାନ୍ଧୀପିଡିଆ’। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ, ଚିନ୍ତାଧାରା ଏବଂ ଦର୍ଶନଶାସ୍ତ୍ର ବିଷୟରେ ଯୁବପିଢ଼ିଙ୍କୁ ସଚେତନ କରାଇବା ଲାଗି ଗାନ୍ଧୀପିଡିଆ ପ୍ରସ୍ତୁତ କରାଯିବ। ନ୍ୟାଶନାଲ କାଉନ୍ସିଲ ଫର ସାଇନ୍ସ ମ୍ୟୁଜିୟମ ଦ୍ବାରା ଏହା ପ୍ରସ୍ତୁତ କରାଯିବ ବୋଲି […]
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ ଉପସ୍ଥାପନ କରିବା ସହିତ ଗ୍ରାମାଞ୍ଚଳର ସଡକ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ 1.25 ଲକ୍ଷ କିମିର ସଡକର ନିର୍ମାଣ ତଥା ମରାମତି କରାଯିବାର […]
ଚଳିତ ବଜେଟ୍ରେ ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇଛନ୍ତି ସରକାର । ଦେଶର ପ୍ରତ୍ୟୋକ ଏସ୍ଏଚ୍ଜିର ସଦସ୍ୟାଙ୍କୁ ମୁଦ୍ରା ଯୋଜନା ଅଧୀନରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ନାରୀ […]
ଶୁକ୍ରବାର ସଂସଦରେ ବଜେଟ୍ ଉପସ୍ଥାପନ ଅବସରରେ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1.95 କୋଟି ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଘୋଷଣା କରିଛନ୍ତି । ଆସନ୍ତା ଦୁଇଟି ଆର୍ଥିକ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି […]
ଗତକାଲି ରଥଯାତ୍ରା ବେଳେ ଜଣେ ବାଳକର ମୃତ୍ୟୁକୁ ନେଇ ବାଣପୁର ଅଞ୍ଚଳରେ ଏବେ ବି ଉତ୍ତେଜନା ଲାଗିରହିଛି। ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବାଣପୁର ବନ୍ଦ ଡାକରା ସହିତ ଧାରଣାରେ ବସି […]
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ନେଇ ସରକାର ଏକ ନୂତନ ଘୋଷଣା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଏଣିକି ସରକାର 100 ପ୍ରତିଶତ ପର୍ଯ୍ୟନ୍ତ […]
ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି। ଜୁଲାଇ 5 ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ରେ କୃଷି ଏବଂ କୃଷକଙ୍କୁ ଗୁରୁତ୍ବ ପ୍ରଦାନ କରିଛନ୍ତି ସୀତାରମଣ। ଏହି ବଜେଟ୍ରେ ସୀତାରମଣ […]
ଚକୋଲେଟ୍ ଦେବା ବାହାନାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କୁ ଦୁଷ୍କର୍ମ କରିଛି ଯୁବକ । ଦୁଇ ଭଉଣୀଙ୍କ ସହିତ ଦାଦା ପୁଅ ଭାଇ ଦୁଷ୍କର୍ମ କରିଛି । ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଂଚଳରେ […]
ଚଳିତ ସରକାରର ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା ସୀତାରମଣ। ଏହା ସହିତ ପ୍ରଥମ ଥର ଲାଗି […]
ଚଳିତ ସରକାରର ପ୍ରଥମ ବଜେଟ୍ ଆଜି ଆଗତ ହେବାକୁ ଯାଉଛି । ଏହି ବଜେଟ୍ ପ୍ରଭାବରେ ଭାରତୀୟ ସେୟାର ବଜାର ଉର୍ଦ୍ଧ୍ବମୁ୍ଖୀ ରହିଛି । ଦ୍ବିତୀୟ ଥର ପାଇଁ ସେନ୍ସେକ୍ସ 40 ହଜାର ପଏଣ୍ଟ ଅତିକ୍ରମ କରିଛି । ସେନ୍ସେକ୍ସ 114.67 […]
ଚଳିତ ମାସ ଜୁଲାଇ 17 ତାରିଖରେ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ମାମଲାର ରାୟ ପ୍ରକାଶ ପାଇବ ଆଇସିଜେ। ପାକିସ୍ତାନ ଜେଲରେ ବନ୍ଦୀ ଥିବା ଏହି ଭାରତୀୟ ନାଗରିକଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିବ। ଏହା ଉପରେ […]
ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ସଙ୍ଗଠିତ ହୋଇଛି । ଶୁକ୍ରବାର ଦିନ ଘଟିଥିବା ଏହି ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍ଓଜି, ଜାମ୍ମୁ କାଶ୍ମୀର ପୋଲିସ ଏବଂ […]
ଶୁକ୍ରବାର କେନ୍ଦ୍ର ସରକାର 2019-20 ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ। ୧୧ଟାରେ ଅର୍ଥମନ୍ତ୍ରୀ ସଂସଦରେ ତାଙ୍କର ବଜେଟ୍ ଭାଷଣ ରଖିବେ। ଦ୍ବିତୀୟବାର କ୍ଷମତାକୁ ଆସିବା ପରେ […]
ଆଜି ରଥଯାତ୍ରା ବେଳେ ବାଣପୁରରେ ଏକ ଦୁର୍ଘଟଣା ଘଟି ଜଣେ ବାଳକର ମୃତ୍ୟୁ ଘଟିଛି। ବାଳକଟିର ନାମ ହେଉଛି ସୁନୀଲ ପାତ୍ର। ବାଣପୁରର ଐତିହାସିକ ପଲଟନ ପଡିଆରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଧୂମଧାମରେ ରଥଯାତ୍ରାର ଆୟୋଜନ କରାଯାଇଥିଲା। […]
ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ପୋଲାଣ୍ଡରେ ଚାଲିଥିବା ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରିର ୨୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୱାର୍ଲ୍ଡ ଜୁନିୟର ଓ ୪୦୦ ମିଟରରେ ଜାତୀୟ ରେକର୍ଡ ହାସଲ କରିଥିବା ହିମା ଗତକିଛି ମାସ […]
ଡିଏମ୍କେ ମୁଖ୍ୟ ଏମ୍କେ ଷ୍ଟାଲିନଙ୍କ ପୁଅ ତଥା ଅଭିନେତା ଉଦୟନିଧି ଡିଏମ୍କେର ଯୁବ ଶାଖା ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ତାମିଲ୍ ଫିଲ୍ମ ଅଭିନେତା ଉଦୟନିଧି ଷ୍ଟାଲିନ୍ଙ୍କ ପୂର୍ବରୁ ତାଙ୍କ ପିତା ଏମ୍କେ ଷ୍ଟାଲିନ୍ ଏହି ପଦବୀରେ ମଧ୍ୟ ରହିଥିଲେ । […]
ଓଡ଼ିଶାର ସ୍ବତନ୍ତ୍ର ପାହ୍ୟା ଦେବାକୁ କେନ୍ଦ୍ର ଅଗ୍ରାହ୍ୟ କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟ ନେଇ ଯେଉଁ ଯୁକ୍ତି ବାଢୁଛି ତାହା ଅଯୌକ୍ତିକ। ବର୍ତ୍ତମାନ ସମୟରେ ଦେଶରେ ସ୍ଵତନ୍ତ୍ର ମାନ୍ୟତା ରାଜ୍ୟ ବୋଲି […]
ସମୀକ୍ଷା ବ୍ୟୁରୋ ଆଜି ପବିତ୍ର ରଥ ଯାତ୍ରା ବେଳେ ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଅଧିନସ୍ଥ ଟାଟା ମାଇନସ କଲୋନିରେ ଘଟିଛି ଅଘଟଣ। ରଥଟଣା ବେଳେ ଲୁହା ନିର୍ମିତ ରଥଟି ଉପରେ ଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ […]
କଂଗ୍ରେସ ମହାସଚିବ ହରିଶ୍ ରାଓ୍ବତ ଗୁରବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ଏବଂ ସାଙ୍ଗଠନିକ ବିପର୍ଯ୍ୟୟ ପାଇଁ ଆମେ ପଦାଧିକାରୀଗଣ ଉତ୍ତରଦାୟୀ ବୋଲି ଟୁଇଟ୍ କରିଛନ୍ତି ହରିଶ୍ । ଏହାପୂର୍ବରୁ ଅଖିଳ […]
ଦିଲ୍ଲୀସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି […]