ଆଜିର ଖବର

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍.ଏ.ସିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ…

ନୂଆଦିଲ୍ଲୀ,  ଶନିଦେବ 22 ଜାନୁଆରୀ ରାତିରୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଶନି ମକର ରାଶିରେ ଥିବାବେଳେ ଏହି ନକ୍ଷତ୍ର ପରିବର୍ତ୍ତନ ହେଉଛି। ଆଜିଠାରୁ ଶନି ଦେବ ଶ୍ରାବଣ…

ନୂଆଦିଲ୍ଲୀ: କୃଷି ଆଇନ ମାମଲାରେ କେନ୍ଦ୍ର ସରକାର ଏବଂ କୃଷି ସଂଗଠନ ମଧ୍ୟରେ ଏକାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଆଜିର ବୈଠକରେ ପୁଣି କୌଣସି ନିଷ୍କର୍ଷ ବାହାରିପାରି…

ଭୁବନେଶ୍ବର, ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ୦୮୪୭୭/୦୮୪୭୮ ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ…

କୋଲକୋତା: ପଶ୍ଚିମବଙ୍ଗ ନିର୍ବାଚନ ଯେତେ ନିକଟତର ହେଉଛି ସେତେ ତୃଣମୁଳ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା ବଢିବାରେ ଲାଗିଛି। ଆଜି ଏହି ଧାରାରେ ଆଉ ଜଣେ ତୃଣମୁଳ…

ପାଟଣା: ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କ ଉପରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିହାର ପୋଲିସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଯଦି କୌଣସି…

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତି କରିଛନ୍ତି। ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍ସା ମହାବିଦ୍ୟାଳୟର ନୂତନ କୁଳପତି…

ଭୁବନେଶ୍ବର: ଆଇପିଏଲ-୨୦୨୧ ରେ ଖେଳିବା ପାଇଁ  ଓଡିଶା କ୍ରିକେଟ ଆସୋସିଏସନ ୬ ଜଣ ଓଡିଆ ଖେଳାଳିଙ୍କ ନାମ ସୁପାରିସ କରିଛି। ସେହି ପାଞ୍ଚ ଜଣଙ୍କ ନାମ ହେଲା…

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…

ନୂଆଦିଲ୍ଲୀ: ଆଜି କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ…

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଜନହିତକର କାମ କରିଛନ୍ତି ତାର କଳନା ନାହିଁ। ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ…

ଭୁବନେଶ୍ୱର: କୋରୋନାକୁ ଦୃଷ୍ଟିରେ ରଖି ଏଥର ମାଟ୍ରିକ ପରୀକ୍ଷାର୍ଥୀ ନିଜେ ସ୍କୁଲରେ ପରୀକ୍ଷା ଦେବେ। ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ…

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୫୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ…

ନୂଆଦିଲ୍ଲୀ, ଗାଜର ସାଧାରଣତଃ ଏକ ପରିବା ଭାବେ ଗଣତି କରାଯାଇଥାଏ। ହେଲେ ଏଥିରେ ଭରି ରହିଛି ଅନେକ ଔଷଧୟ ଗୁଣ। ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…

ନୂଆଦିଲ୍ଲୀ, ଜାନୁୟାରୀ 22 ତାରିଖ ଶୁକ୍ରବାର ମଧ୍ୟାହ୍ନ ବେଳକୁ ତନୋଟି ରାଶିର ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା…

ନୂଆଦିଲ୍ଲୀ, ଆପଣ ଯଦି ଚାକିରି ଖୋଜୁଛନ୍ତି କିମ୍ବା କୌଣସି ଚାକିରି ସମ୍ବନ୍ଧୀୟ ସମସ୍ୟାରେ ପଡିଛନ୍ତି, ତେବେ ସମସ୍ତ ପ୍ରକାର ପରିଶ୍ରମ ସହିତ ଏଗୁଡ଼ିକୁ କରିବାକୁ ଚେଷ୍ଟା କରନ୍ତୁ।…

ନୂଆଦିଲ୍ଲୀ, ଶୁକ୍ରବାର ଦିନ ଏକାଥରେ ଛଅଟି ରାଶି କ୍ଷେତ୍ରରେ ହେଉଛି ଏକ ପରିବର୍ତ୍ତନ। ଯାହାକୁ ଜାଣିଲେ ସେହି ରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ। ମେଷ, ମିଥୁନ:…

ନୂଆଦିଲ୍ଲୀ, ଶୁକ୍ରବାରର ଗ୍ରହ ହେଉଛି ଶୁକ୍ର। ଶୁକ୍ରବାରର ପ୍ରକୃତି ନରମ ଅଟେ । ଏହି ଦିନ ଉଭୟ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କ ଦିନ ।…

ଭୁବନେଶ୍ବର, ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ତୋଷାଳୀ ମେଳା ଉଦଘାଟନ ଅବସରରେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ହେଲେ ଗତ ୨୦୧୨ ମସିହାରୁ…

ଭୁବନେଶ୍ବର: ବିଏମସି ପକ୍ଷରୁ ଭିକ୍ଷୁକଙ୍କୁ ଆତ୍ମନିର୍ଭର କରିବା ନେଇ ନିଷ୍ପତ୍ତି ନିଆଯାଇଛି। ବିଏମସିରେ ଭିକ୍ଷୁକଙ୍କୁ ଭିକ୍ଷାବୃତ୍ତି ବନ୍ଦ କରାଇ ଥଇଥାନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମସିର ପ୍ରତି…

ଭୁବନେଶ୍ବର: ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍‌ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି। ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଏକ୍ସକ୍ଲୁସିଭ୍ ଡିଲ୍…