ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ନିର୍ଯାତନା ମାମଲାର ବିଚାର କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠ ସିବିଆଇ ମୁଖ୍ୟ, ଦିଲ୍ଳୀ ପୋଲିସ୍ ମୁଖ୍ୟ ଏବଂ ଆଇବି ମୁଖ୍ୟଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ମୁଖ୍ୟ ବିଚାରପତିଙ୍କୁ ଏହି […]
ବଲିଉଡ୍ର ବବ୍ଲି ଗର୍ଲ ପରିଣୀତି ଚୋପ୍ରା ଗାର୍ଲ ଇନ୍ ଦ ଟ୍ରେନ୍ର ଅଫିସିଆଲ୍ ରିମେକ୍ରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ୨୦୧୫ର ପଉଲା ହକିନ୍ସଙ୍କ ବେଷ୍ଟ ସେଲିଂ ଉପନ୍ୟାସ ଉପରେ ଫିଲ୍ମର କାହାଣୀ ରହିଛି। ହଲିଉଡ୍ରେ ୨୦୧୬ରେ ସମାନ କାହାଣୀକୁ […]
ଏନ୍ଡି ତିଓ୍ବାରୀଙ୍କ ପୁତ୍ର ରୋହିତ ଶେଖରଙ୍କ ହତ୍ୟା ମାମଲାରେ ପୋଲିସ୍ ରୋହିତଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୂର୍ବରୁ ଅପୂର୍ବା ଶୁକ୍ଲାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବରେ ସନ୍ଦେହ କରୁଥିଲା। ରୋହିତଙ୍କୁ ହତ୍ୟା କରିଥିବା ନେଇ ଅପୂର୍ବା ସ୍ବୀକାର କରିଥିବା ପୋଲିସ ପକ୍ଷରୁ […]
ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ପାଟକୁରାରୁ ଦୁଇ ଥର ବିଧାୟକ ରହିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ […]
ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିପକ୍ଷରେ ଏକ ଜାମିନ ବିହୀନ ପରଓ୍ବାନା ଜାରି କରିଛନ୍ତି। ଏମାନଙ୍କ ସହିତ ସ୍ବରାଜ ଇଣ୍ଡିଆ ଦଳର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ନାମରେ ମଧ୍ୟ ପରଓ୍ବାନା ଜାରି […]
ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସାମ୍ପଲା ଦଳ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି। ବିଜେପି ଗୋହତ୍ୟାରେ ସମ୍ପୃକ୍ତ ବୋଲି ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅଭିଯୋଗ କରିଛନ୍ତି ସାମ୍ପଲା। ହୋସିଆରପୁରରୁ ବିଜେପିର ସାଂସଦ ରହିଥିବା ସାମ୍ପଲାଙ୍କୁ ଦଳ ତରଫରୁ ଟିକଟ […]
ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୩୫୯ କୁ ବୃଦ୍ଧି ହୋଇଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ଗତକାଲି ସୁଦ୍ଧା ଏହି ସଂଖ୍ୟ ୩୧୦ ରହିଥିଲା। ଆହୁରି ଅନେକ ଆହତ […]
ବୁଧବାର ସକାଳୁ ହଳଦିଆପଡ଼ିଆ ବସ୍ତି ଅଂଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୪୫ ଗ୍ରାମ ବ୍ରାଉନସୁଗାର ଜବତ ସହ ଚାଲାଣକାରୀଙ୍କୁ ଗିରଫ କରିଛି। ବିଭିନ୍ନ ଅପରାଧ ସହ ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ହଳଦିଆପଡ଼ିଆ […]
ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ ଡର୍ସିଙ୍କ ସହିତ ଆଲୋଚନା କରିଥିଲେ ଟ୍ରମ୍ପ। ମଙ୍ଗଳବାର ଡର୍ସିଙ୍କ ସହିତ ଆଲୋଚନା କରିଥିବା […]
ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ ଇତ୍ୟାଦି ସମ୍ପର୍କରେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ […]
ଉତ୍ତର-ପୂର୍ବାଞ୍ଚଳ ଅଞ୍ଚଳରେ ଭୂକମ୍ପ ଅନୂଭୂତ ହୋଇଛି। ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ନେପାଳରେ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ରାତି ପ୍ରାୟ ୧ ଟା ୩୦ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ପ୍ରଦେଶର […]
ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅବସ୍ଥିତ ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୩ ଟି ବନ୍ଧୁକ ଲୁଟ୍ ହୋଇଛି। ୭ ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ କରିଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସମେତ ୭ ଟି […]
ଆଜି ଅପରାହ୍ନ 5ଟା ସୁଦ୍ଧା ରାଜ୍ୟରେ ମୋଟ 61 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ମତଦାନ ହାର କମ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ […]
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ସ୍ଥଗିତ ଥିବା ୯ଟି ବୁଥରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସୂଚନାନୁସାରେ, ଗତ ୧୮ ତାରିଖରେ ରାଜ୍ୟରେ […]
2002 ଗୁଜରାତ ଦଙ୍ଗା ସମୟରେ ଘଟିଥିବା ବିଲ୍କିସ୍ ବାନୋ ମାମଲାରେ ପୀଡିତାଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ସାମ୍ପ୍ରଦାୟିକ ଦଙ୍ଗାରେ ପୀଡିତ ବିଲ୍କିସ୍ ୟାକୁବ୍ ରସୁଲ ବାନୋଙ୍କୁ 50 ଲକ୍ଷ ଟଙ୍କାର […]
ଭୋଟରଙ୍କୁ ପ୍ରଭାବିତ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆଜି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ କଟକ-ବାରବାଟୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନ ଅବଧି ସରିବା ପରେ ବି ସୋସିଆଲ୍ ମିଡ଼ିଆରେ […]
ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବାରଣାସୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ମୋଦୀଙ୍କ ସହିତ ଲଢ଼େଇ କରିବାକୁ ଏସ୍ପି ବାରଣାସୀ ସଂସଦୀୟ କ୍ଷେତ୍ର ଉପରକୁ ଶାଳିନୀ ଯାଦବଙ୍କୁ ଛାଡ଼ିଛି । ଏସ୍ପି-ବିଏସ୍ପି ମେଣ୍ଟ […]
କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଡବଲ ଇଂଜିନ ଲାଇନଚ୍ୟୁତ ହୋଇଯାଇଛି। ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଡବଲ ଇଂଜିନ ଫେଲ ମାରିବ। ଆଜି ମାରଥନ ପ୍ରଚାରରେ ଏହି କଥା କହିଛନ୍ତି ବିଜେଡି […]
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ପ୍ରବଳ ଖରା ସତ୍ୱେ ଲୋକମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଅପରାହ୍ନ ଗୋଟାଏ ସୁଦ୍ଧା 6ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 34 ପ୍ରତିଶତ ମତଦାନ ହୋଇଛି । […]
ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ନେତାଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । ଫଡନବିସ୍ କହିଛନ୍ତି ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ବିପକ୍ଷ ନେତାଙ୍କୁ ରକେଟ୍ରେ ବାନ୍ଧି ସୀମା ସେପଟକୁ ପଠାଇବା ଦରକାର, ଏହା […]
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆଉ ୬ଟି ଲୋକସଭା ତତ୍ସଂଲଗ୍ନ ୪୨ଟି ବିଧାନସଭା ଆସନ ରହିଛି । ଚତୁର୍ଥ ପର୍ଯ୍ୟାୟରେ ରହିଥିବା […]