ଆଜିର ଖବର

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଝଟ୍‌କା । ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଚିଦାମ୍ବରମଙ୍କ ମାମଲାର ଆଜି ସୁପ୍ରିମ୍‌କୋର୍ଟରେ ବିଚାର ହେବାର ଥିଲା…

ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯିବ…

ଭାରତ ଏବଂ ଓ୍ବେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ। ରାହାଣେଙ୍କ ଶତକ ଏବଂ ବୁମ୍‌ରାଙ୍କ ୫ ଓ୍ବିକେଟ୍‌ ଫଳରେ…

ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ । ଅତିରିକ୍ତ ଜିଲ୍ଳାପାଳ ରମାକାନ୍ତ ସେଠୀଙ୍କ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା…

ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଉଠାଇଛି ଚରମ ପଦକ୍ଷେପ । ଉତ୍ତ୍ୟକ୍ତ ସ୍ୱାମୀ ଏକ ଶାବଳରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିବା ସହିତ ମୁଣ୍ଡକାଟି…

ଚଳିତ ଆଶେସ୍‌ ସିରିଜ୍‌ର ତୃତୀୟ ଟେଷ୍ଟରେ ଇଂଲଣ୍ଡ ଚମକପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବର୍ତ୍ତମାନ ସିରିଜ୍‌ 1-1ରେ ପହଞ୍ଚିଛି । ପ୍ରଥମ…

ନିକଟରେ ନିର୍ମାଣ ହୋଇଥିବା ପଳାଶୁଣୀ ଓଇଭରବ୍ରିଜ୍‌ ହାଇଟେକ୍‌ ନିକଟରେ ଦବିଯାଇଛି । ନିମ୍ନମାନର କାମ କାରଣରୁ 10 ବର୍ଷ ପୂରଣ ହୋଇନଥିଲେ ମଧ୍ୟ ବ୍ରିଜ୍‌ଟିର ଅବସ୍ଥା ଶୋଚନୀୟ…

ଓଡ଼ିଆ ଖେଳାଳି ପୁଅ ପ୍ରମୋଦ ଭଗତ ନିଜର ବିଜୟ ଯାତ୍ରାରେ ଆଉ ରେକର୍ଡ ଯୋଡ଼ି ଦେଇଛନ୍ତି । ଇଜରଲ୍ୟାଣ୍ଟରେ ଚାଲିଥିବା ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଡବଲ୍ସ…

ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ କରିବେ ସଂଖ୍ୟାଲଘୁ ମନ୍ତ୍ରାଳୟ । ଆସନ୍ତା ଅଗଷ୍ଟ 27 ଏବଂ 28 ତାରିଖରେ ମନ୍ତ୍ରାଳୟର ଏକ ଦଳ ଜମ୍ମୁ କାଶ୍ମୀର…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ…

ଆଜି ଏବିଭିପି ବାଣପୁର ଶାଖା ତରଫରୁ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ତଥା ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା। ଏହାପରେ ଏକ…

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର । ଦିଲ୍ଲୀ ନିଗମବୋଧ ଘାଟରେ ଜେଟ୍‌ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁତ୍ର ରୋହନ…

ଧାରା 370 ଉଚ୍ଛେଦ ନିଷ୍ପତ୍ତିକୁ ପୁନର୍ବାର ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଦେଶର ଇତିହାସରେ ଏହା ସର୍ବବୃହତ ରାଜନୈତିକ ଏବଂ ଦେଶ ବିରୋଧୀ…

ହଂକଂରେ ଚାଲିଥିବା ସରକାର ବିରୋଧୀ ଆନ୍ଦୋଳନରେ ରବିବାର ପୋଲିସ୍‌ 29 ଜଣଙ୍କୁ ଗିରଫ କରିଛି । ଶନିବାର ବିଳମ୍ବିତ ରାତିରୁ ପୁନର୍ବାର ହିଂସାକାଣ୍ଡ ବଢିବା ପରେ ସରକାରଙ୍କ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାରିନ୍‌ ଗସ୍ତରେ ୨୪୯ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଛି ବାହାରିନ୍‌। ଅଗଷ୍ଟ ୨୫ ରବିବାରରେ ଏହି ବନ୍ଦୀ ମାନଙ୍କୁ ମୁକ୍ତ କରିବା ପାଇଁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରୀନର ୨୦୦ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ପହଁଚିଛନ୍ତି । ସେଠାରେ ସେ ମନ୍ଦିରର ପୁନନିର୍ମାଣ ପରିଯୋଜନାର ଶୁଭାରମ୍ଭ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ୍‌ କି ବାତ୍‌ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଧାରା 370 ଉଚ୍ଛେଦ ପରେ ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧିତ…

ଛୋଟପରଦାର ସବୁଠୁ କଣ୍ଟ୍ରୋଭର୍ସିଆଲ୍‌ ରିଅଲିଟି ଶୋ’ ବିଗବସ୍‌’ର ସିଜିନ୍‌ ୧୩ର ଟିଜର୍‌ ରିଲିଜ୍‌ ହୋଇଯାଇଛି । ଏହି ଟିଜରରେ ସଲମାନ୍‌ ଖାନ୍‌ ଷ୍ଟେସନ ମାଷ୍ଟର ଗେଟ୍ଅପ୍‌ରେ ନଜର…