ଆଜିର ଖବର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଫଳରେ…

ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-2 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବାନୁମାନ ଅନୁଯାୟୀ ଚନ୍ଦ୍ରଯାନ-2 ଚଳିତ ମାସ 20 ତାରିଖରେ…

କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରୀ ଏନ୍‌ କେ ସାହୁ । ଜୁଲାଇ 23 ତାରିଖରେ ହାଇକୋର୍ଟ ସାହୁଙ୍କୁ ଆମିକସ୍‌ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ…

କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ପରିସ୍ଥିତି ବେଶ୍‌ ସଙ୍ଗୀନ ହୋଇପଡିଛି । ଏଠାରେ   ହଜାର ହଜାର ଘରେ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ଅନେକ…

19 ବର୍ଷରୁ କମ୍‌ ଭାରତୀୟ ଦଳ ଇଂଲଣ୍ଡରେ ଅନୁଷ୍ଠିତ ତ୍ରୀରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍‌ ହୋଇଛି । ଅଧିନାୟକ ପ୍ରିୟମ ଗର୍ଗ (73) ରନ୍‌ କରି ଦଳର ବିଜୟରେ…

ସୋମବାର ରିଲିଜ୍‌ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍‌ଗାର୍ଲ । ଏହି ଫିଲ୍ମରେ ଆୟୁଷ୍ମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲରର ଆରମ୍ଭରେ ଆୟୁଷ୍ମାନ ରାଧା…

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁଳ୍କ ବୃଦ୍ଧି ନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ଏକା ସାଙ୍ଗରେ ଏତେ…

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିଜେପି ସାଂସଦମାନେ । ସୋମବାର ବିଜେପିର ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ…

ମୁମ୍ବାଇ ସ୍ଥିତ ବିର୍ଲା ମାତୁଶ୍ରୀ ସଭାଗାରରେ ଅନୁଷ୍ଠିତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର 42 ତମ ବାର୍ଷିକ ସାଧାରଣ ବୈଠକ । ଏହି ବୈଠକରେ ରିଲାଏନ୍ସ ମୁଖ୍ୟ ମୁକେଶ…

ଆନ୍ଧ୍ରପ୍ରଦେଶ  ବିଶାଖାପାଟଣାଠାରେ ଅଘଟଣ ଘଟିଛି । ସମୁଦ୍ର ଭିତରେ ଥିବା କୋଷ୍ଟଗାର୍ଡ ଜାହାଜରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ସମୟରେ ଜାହାଜରେ ମୋଟ ୨୯ ଜଣ…

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ଉପରେ ମତ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌। କାଶ୍ମୀର ଏକ ମୁସ୍‌ଲିମ୍‌ ବହୁଳ ଅଞ୍ଚଳ ହୋଇଥିବାରୁ କେନ୍ଦ୍ର ସରକାର…

ରବିବାର ଠାରୁ ଚୀନ୍‌ରେ ସାମୁଦ୍ରିକ ଝଡ ଟାଇଫୁନ୍‌ ଲାଇକେମା ତାଣ୍ଡବ ମଚାଇଛି। ଏହି ଝଡରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୦୦ ଜଣରୁ…

ପବିତ୍ର ଇଦ୍‌ ଉଲ୍‌ ଜୁହା ଅବସରରେ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପ ରାଷ୍ଟ୍ରପତି…