Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଖୁରନାଙ୍କ ଡ୍ରିମ୍‌ଗାର୍ଲର ଟ୍ରେଲର ରିଲିଜ୍‌ : ସେପ୍ଟେମ୍ବର 13 ତାରିଖରେ ରିଲିଜ୍‌
ଆଜିର ଖବର

ଆୟୁଷ୍ମାନ ଖୁରନାଙ୍କ ଡ୍ରିମ୍‌ଗାର୍ଲର ଟ୍ରେଲର ରିଲିଜ୍‌ : ସେପ୍ଟେମ୍ବର 13 ତାରିଖରେ ରିଲିଜ୍‌

August 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୋମବାର ରିଲିଜ୍‌ ହୋଇଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ୍‌ଗାର୍ଲ । ଏହି ଫିଲ୍ମରେ ଆୟୁଷ୍ମାନ ଏକ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି । ଟ୍ରେଲରର ଆରମ୍ଭରେ ଆୟୁଷ୍ମାନ ରାଧା ଏବଂ ସୀତା ପରି ପୌରାଣିକ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯାଇଛି । ଏହି ଚରିତ୍ରରେ ଆୟୁଷ୍ମାନଙ୍କ ଭୂମିକା ଅତ୍ୟନ୍ତ ଜୀବନ୍ତ ଲାଗୁଛି । ଟ୍ରେଲରର ଦ୍ବିତୀୟ ଭାଗରେ ଆୟୁଷ୍ମାନ ଜଣେ ଟେଲି କଲର ଭୂମିକାରେ ବିଭିନ୍ନ ଗ୍ରାହକଙ୍କୁ ନିଜ ସ୍ବର ଜରିଆରେ ବିମୋହିତ କରିବାର ଚେଷ୍ଟା କରୁଥିବା ନଜର ଆସିଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କ ସହିତ ନୁସରତ୍‌ ବରୁଚା ମୁଖ୍ୟ ଭୂମିକାରେ ନଜର ଆସିବେ । ଅନୁ କପୁର ଏବଂ ମନଜୋତ ସିଂ ଆୟୁଷ୍ମାନଙ୍କ ପିତା ଏବଂ ବନ୍ଧୁ ଭୂମିକାରେ ଅଛନ୍ତି । ଟେଲି କଲିଂରେ ଆୟୁଷ୍ମାନଙ୍କ କଲର ତାଲିକାରେ ରହିଛନ୍ତି ବିଜୟ ରାଜ, ଆକାଶ ବାନାର୍ଜୀ ଏବଂ ନିଧି ବିଷ୍ଟ । ଫ୍ରିକି ଅଲୀ ଏବଂ ଭୂମି ଚଳଚିତ୍ରର ଚିତ୍ରନାଟ୍ୟ ଲେଖିବା ପରେ ନିର୍ଦ୍ଦେଶକ ଭାବରେ ଏହି ଫିଲ୍ମ ଜରିଆରେ ପଦାର୍ପଣ କରିଛନ୍ତି ରାଜ ସାନ୍ଦିଲ୍ୟ । ଫିଲ୍ମଟି ସେପ୍ଟେମ୍ବର 13 ତାରିଖରେ ରିଲିଜ୍‌ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026
Latest News

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.