ଆଜିର ଖବର

ଛ ଥର ବିଶ୍ବ ଚାମ୍ପିୟନ୍‌ ଏମ୍‌ ସି ମେରୀକମ୍‌ 23 ତମ ପ୍ରେସିଡେଣ୍ଟସ୍‌ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 51 କିଗ୍ରା ବର୍ଗରେ ଅଷ୍ଟ୍ରେଲିଆର…

ସମୀକ୍ଷା ବ୍ୟୁରୋ ୨୮ଜୁଲାଇ୧୯୮୬ରେ ଜନ୍ମିତ ମାଲାୟଲମ୍‌ ହାର୍ଟଥ୍ରୋବ୍‌ ଦୁଲ୍‌କର ସଲ୍‌ମାନ ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି । କେବଳ ମାଲାୟଲମ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ…

ଜମ୍ମୁ କାଶ୍ମୀରର ପିପୁଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି)ର ରବିବାର ୨୦ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ପିଡିପି ଅଧ୍ୟକ୍ଷ ତଥା ଜମ୍ମୁକାଶ୍ମୀରର ପୂର୍ବତନ…

ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାରେ ଜାତୀୟ ତଦନ୍ତ କାରୀ ସଂସ୍ଥା (ଏନଆଇଏ) ରେଡ୍ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ସୀମା ପାର ଫଣ୍ଡିଂ ହୋଇଥିବା…

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ତିନି ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।…

ଆଜି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ୍…

14 ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ ରମେଶ କୁମାର । ପୂର୍ବରୁ ତିନି ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରି ସାରିଥିଲେ…

ଓଡିଶାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ୍‌ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସଫଳତା ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ।…

ଆଜିଠୁ ଅଗଷ୍ଟ ୩ ଯାଏ ନକ୍ସଲମାନେ ସହିଦ୍ ସପ୍ତାହ ଦିବସ ପାଳନ କରୁଛନ୍ତି। ସରକାରଙ୍କ ନକ୍ସଲ ଦମନ ନୀତିକୁ ବିରୋଧ କରି ପ୍ରତିବର୍ଷ ଜୁଲାଇ ୨୮ରୁ ବିଭିନ୍ନ…

ଜୁଲାଇ 31 ରୁ ବର୍ଷାର ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାରେ…

ବିଜେପିକୁ ବାହ୍ୟ ସମର୍ଥନ ନେଇ ଜେଡିଏସ୍‌ର ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ଅସ୍ବୀକାର କରିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ । ଗତକାଲି ପୂର୍ବତନ ଜେଡିଏସ୍‌ ମନ୍ତ୍ରୀ…

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟପାଲ ରେଡ୍ଡୀଙ୍କ ପରଲୋକ ହୋଇଛି । ହାଇଦ୍ରାବାଦରେ ରବିବାର ରାତି 1.30 ମିନିଟ୍‌ରେ ଏକ ଘରୋଇ ହସ୍ପିଟାଲରେ…

ଅନୁଗୁଳ ଜିଲ୍ଲା ନାକଚିଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସ୍‌ରେ ଥିବା 20ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ…

ଶିଶୁ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପ ‘ପରୀ’ ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ରାଜ୍ୟ କ୍ରାଇମବ୍ରାଞ୍ଚର ଏହି ଅଭିଯାନର ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୧୩…