ଆଜିର ଖବର

ରାଜ୍ୟରେ ଓଏସଏସ୍‌ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି ।  ଶରତ ଚନ୍ଦ୍ର ମିଶ୍ର ହେଲେ ନୂଆ ଚକବନ୍ଦୀ କମିଶନର । ଅଶ୍ବିନୀ କୁମାର ମିଶ୍ର ହେଲେ ଉଚ୍ଚଶିକ୍ଷା…

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଅକ୍ଷୟଙ୍କ ‘ମିଶନ୍‌ ମଙ୍ଗଲ୍‌’ ରିଲିଜ୍‌ ହେବାକୁ…

ଭାରତୀୟ ବ୍ୟାଡମିଣ୍ଟନ ତାରକା ବି ସାଇ ପ୍ରଣୀଥ୍‌ ଜାପାନ ଓପନ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଇଣ୍ଡୋନେସିଆର ଟମି ସୁଗିଆର୍ଟୋଙ୍କୁ ପରାସ୍ତ କରି ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି…

ରାଜ୍ୟରେ ମରୁଡ଼ି ଆଶଙ୍କା। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତ୍ତି ରଖିଛନ୍ତି…

କର୍ଣ୍ଣାଟକରେ ୟେଦୁ ସରକାର । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଏସ୍‌  ୟେଦ୍ୟୁରପ୍ପା । ରାଜଭବନ ପରିସରରେ ପଦ ଓ…

କର୍ଣ୍ଣାଟକରେ ବିଜେପି ଅଧ୍ୟକ୍ଷ ବିଏସ୍‌ ୟେଦ୍ୟୁରପ୍ପା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହି ସମୟରେ ୟେଦ୍ୟୁରପ୍ପା ତାଙ୍କ ନିଜ ନାମର ବନାନରେ କିଛି…

ରାଜ୍ୟସଭାରେ ଆଗତ ହେଉଥିବା ସମସ୍ତ ବିଲ୍‌ ଗୁଡିକ ଉପରେ ଆଲୋଚନା ହେଉନଥିବା ଅଭିଯୋଗ କରି ୧୭ ବିରୋଧୀ ଦଳର ନେତା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ…

ପୋଲିସ୍‌ବାବୁଙ୍କ ପାଇଁ ଲାଞ୍ଚ ନେବା ମହଙ୍ଗା ପଡିଛି । ମାଲକାନଗିରି ଥାନା ଆଇଆଇସି ରଂଜନ ସାହୁ ନିଲମ୍ବିତ ହୋଇଛନ୍ତି। ରଞ୍ଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ…

ପାକିସ୍ତାନର ପେସ୍‌ ବୋଲର ମହମ୍ମଦ ଆମିର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ଶୁକ୍ରବାର ଏହି ଘୋଷଣା…

ଅନୁଗୁଳ କାଙ୍ଗୁଲ ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି । ଦୋଷୀ ଅନାମ ଦେହୁରୀକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ପୋକ୍ସୋ…

ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ଚଳଚ୍ଚିତ୍ର ଡିଅର୍‌ କମ୍ରେଡ୍‌ ଆଜି ଭାରତରେ ରିଲିଜ୍‌ ହୋଇଛି । ଦର୍ଶକଙ୍କ ସକରାତ୍ମକ ପ୍ରତିକ୍ରିୟା ଲାଭ କରିଥିବା ଏହି ଚଳଚିତ୍ରଟି…

ଅନୁଗୁଳ ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ…

ଗତକାଲି ସମାଜବାଦୀ ସାଂସଦ ଆଜମ ଖାନ୍‌ ଲୋକସଭାରେ ସଭାପତି ରମା ଦେବୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ । ଏହାପରେ ଗତକାଲି ଲୋକସଭାରେ ଆଜମ୍‌ ଖାନ୍‌ଙ୍କୁ…

ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ବିଜେଡ଼ି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇଛନ୍ତି । ବିଜୟ ମହାପାତ୍ର ଅଭିଯୋଗ କରିଥବା ଘେରାବନ୍ଦୀ ଅଭିଯୋଗକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି…

ଅହମ୍ମଦାବାଦର ଜଗତ ହାଇଓ୍ବର ଜଗତପୁର ଗୋଟା ଇଲାକାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ବିଲ୍ଡିଂର ଚତୁର୍ଥ ଓ ପଞ୍ଚମ ମହଲାରେ ନିଆଁ ଲାଗିଛି ।…

ଖେଳାଳୀମାନଙ୍କ ଜୀବନୀକୁ ନେଇ ଅନେକଗୁଡ଼ିଏ ଭାରତୀୟ ସିନେମା ତିଆରି ହୋଇଛି । କ୍ରିକେଟର୍‌ ସଚିନ୍‌ ତେନ୍ଦୁଲ୍‌କର, ମେରିକମ୍‌, ଏମ୍‌ଏସ୍‌,ଧୋନୀଙ୍କୁ ନେଇ ଫିଲ୍ମ ରିଲିଜ୍‌ ହୋଇସାରିଥିବାବେଳେ ଭାରତର ପ୍ରଥମ…

ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଠାରୁ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରାଜୟ ବରଣ କରିଛନ୍ତି। ପରାଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ବାମୀ ସରକାରର ପତନ ପରେ ବର୍ତ୍ତମାନ ନୂଆ ସରକାର ଗଠନକୁ ନେଇ ରାଜ୍ୟରେ ହଲଚଲ୍‌ ଜାରି ରହିଛି। ତେବେ ବିଜେପି ନେତା ବି.ଏସ. ୟେଦୁରପ୍ପା…