ଆଜିର ଖବର

ଗର୍ଭପାତକୁ ଆଇନସମ୍ମତ କରିବା ନିମନ୍ତେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଛି । ତିନି ଜଣ ମହିଳାଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି…

ଫେକ୍‌ ଏନକାଉଣ୍ଟର ପାଇଁ କ୍ଷତିପୂରଣ ଦେଲା ଛତିଶଗଡ଼ । ଏନକାଉଣ୍ଟରର ଶିକାର ହୋଇଥିବା ୨ଜଣଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ।…

ଆଶାରାମ ବାପୁଙ୍କୁ ଲାଗିଲା ବଡ୍‌ ଝଟ୍‌କା । ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ ପୁଣି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟ…

ଗାନ୍ଧୀ ଜୟନ୍ତୀରେ ରିଲିଜ୍‌ ହ୍ରିତିକ୍‌-ଟାଇଗରଙ୍କ ଓ୍ବାର୍‌ ରିଲିଜ୍‌ ହେବାକୁ ଯାଉଛି। ଏହି ବହୁ ପ୍ରତୀକ୍ଷିତ ଚଳଚିତ୍ର ନେଇ ବହୁ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଫିଲ୍ମର ନାମ…

ଆସାମରେ ବନ୍ୟା ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟସଭାରେ ଧାରଣା ଦେଇଛନ୍ତି । ସୋମବାର ଗାନ୍ଧି ପ୍ରତିମା ସାମ୍ନାରେ କଂଗ୍ରେସ କର୍ମୀ ହାତରେ ପ୍ଲାକାଡ଼ ଧରି କେନ୍ଦ୍ର ସରକାରଙ୍କୁ…

ବାବ୍ରୀ ମସ୍‌ଜିଦ୍‌ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଜନୈକ ସ୍ବତନ୍ତ୍ର ବିଚାରପତି । ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିକଟରୁ 6 ମାସର ସମୟ…

ହିମାଚଳ ପ୍ରଦେଶର ସୋଲନ ଜିଲା ଅନ୍ତର୍ଗତ କୁହ୍ମାରହଟ୍ଟି-ନାହନ ରାସ୍ତାପାର୍ଶ୍ଵରେ ଥିବା ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଫଳରେ 6 ଯବାନଙ୍କ ସମେତ 7 ଜଣଙ୍କ ମୃତ୍ୟୁ ଘଟିଛି…

ଭୀମଭୋଇ ମେଡିକାଲ କଲେଜ୍‌ରେ ଷ୍ଟାଫ୍‌ ନର୍ସ ଏବଂ ପାରା ମେଡିକାଲ୍‌ ସ୍ବାସ୍ଥ୍ୟକର୍ମୀ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନ ଫଳରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି…

କଂଗ୍ରେସ ପରି ବିଧାୟକ ଶୂନ୍ୟ ହୋଇଯିବ ଟିଡିପି ବୋଲି କହିଛନ୍ତି ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ତେଲୁଗୁ ଦେଶମ ପାର୍ଟିର ସଂଖ୍ୟାଧିକ ବିଧାୟକ…

ପୁରୀ ଜିଲ୍ଲାରେ ରବିବାର ଲୋମହର୍ଷଣକାରୀ ଘଟଣା ଘଟିଛି । ପିପିଲି ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କ ଜଘନ୍ୟ…

ଓ୍ବିମ୍ବିଲଡନ୍‌ ଫାଇନାଲ୍‌ରେ ନିଜର ଚିରାଚରିତ ପ୍ରତିଦ୍ବନ୍ଦୀ ରୋଜର ଫେଡେରରଙ୍କୁ ପରାସ୍ତ କରିଛନ୍ତି ନୋଭାକ୍‌ ଜୋକୋଭିକ୍‌ । ରବିବାର କ୍ରିକେଟ୍‌ ବିଶ୍ବକପ୍‌ ଅବସରରେ କ୍ରୀଡାପ୍ରେମୀଙ୍କ ନଜର ଟେନିସ୍‌ ଉପରେ…

ନୟାଗଡ଼ ଦଶପଲ୍ଲାରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଉପ କାରାଗାର ସ୍ଥାନାନ୍ତରକୁ ପ୍ରତିବାଦରେ କମିଟି ପକ୍ଷରୁ ଏନଏଚ 57…

ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ବର୍ଷା ଯୋଗୁଁ ବନ୍ୟାରେ ନଦୀକୂଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁସାରେ ବନ୍ୟା ଯୋଗୁଁ…

ବୈଷୟିକ ତ୍ରୁଟି ଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତର ଚନ୍ଦ୍ର ଅଭିଯାନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭୋର ୨.୫୧ ସମୟରେ ଉତ୍‌କ୍ଷେପଣ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ବୈଷୟିକ…

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ବାଣପୁର ବାଲୁଗାଁ ରାସ୍ତାର ଅନ୍ତରକିଆରୀ ଛକ ଠାରେ…

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି।…

ଉତ୍ତରଖଣ୍ଡର ଡେରାଡୁନରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାଲସୀ-ଚକରତା ମୋଟର ମାର୍ଗରେ ଥିବା ଚାମଡ ଖୀଲ ନିକଟରେ ଏକ ପର୍ଯ୍ୟଟକ କାର ଭାରସାମ୍ୟ ହରାଇ…

ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିହୀନମାନଙ୍କ ପାଇଁ ନୋଟ ଚିହ୍ନିବାକୁ ଏକ ମୋବାଇଲ ଆପ୍‌ ଆଣୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବହୁଳ ମାତ୍ରାରେ ଦେଣନେଣକୁ ଦେଖି ଏଭଳି ନିଷ୍ପତି…

ଚଳିତ ବିଶ୍ବକପ୍‌ରୁ ଭାରତୀୟ ଦଳ ସେମି ଫାଇନାଲରେ ଅପ୍ରତ୍ୟାଶିତ ଭାବେ ପରାଜିତ ହୋଇ ଅଭିଯାନ ଶେଷ କରିଥିଲା । ଚାରି ନମ୍ବର ସ୍ଥାନର ଖେଳାଳିଙ୍କୁ ନେଇ ଚର୍ଚ୍ଚା…

ଆଇଏସ୍‌ ଲିଙ୍କ ସନ୍ଦେହରେ ତାମିଲନାଡୁର ୪ଟି ସ୍ଥାନରେ ସର୍ଚ୍ଚ ଅପରେସନ୍‌ ଜାରି କରିଛି। ଗତ ମାସରେ କୋଏମ୍ବାଟୋରରେ ଗିରଫ ହୋଇଥିବା ୬ ଜଣଙ୍କ ନିକଟରୁ ମିଳିଥିବା ସୂଚନା…