ଶାହିଦ୍ କପୁର ଓ କିଆରା ଆଡ଼ଭାନୀଙ୍କ ଅଭିନୀତ ଫିଲ୍ମ ‘କବିର୍ ସିଂ’ ରେକର୍ଡ କରୁଛି । ମାତ୍ର ୧୩ ଦିନ ଭିତରେ ୨୦୦ କୋଟି କ୍ଲବ୍ରେ ପ୍ରବେଶ…
ଆଜିର ଖବର
ଝାରସୁଗୁଡ଼ା ବେଦାନ୍ତ କାରଖାନା ଜିଏପି ପ୍ଲାଣ୍ଟରେ ନିଆଁ ଲାଗିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମଗ୍ର କାରଖାନା ସିଲ କରି ଅଗ୍ନି ନିରାପତ୍ତା ସୁରକ୍ଷା…
ନିର୍ବାଚନୀ ଅନିୟମିତତା ଅଭିଯୋଗ ନେଇ ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାଁରେ ମାମଲା ଦାୟର ହୋଇଛି। ସାରଦାଙ୍କ ନାଁରେ ପରାଜିତ…
ରାଜ୍ୟରେ ଏ ବର୍ଷ ସଡ଼କ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଛି । ଚଳିତ ବର୍ଷରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଛି । ମଦ୍ୟପାନ ଓ ଗାଡ଼ି…
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ପୁରୀ ଜିଲ୍ଲା, ଅସ୍ତରଙ୍ଗ ବ୍ଲକର ଉଦୟକଣି, ତଣ୍ଡାହାର ତଥା କେନ୍ଦ୍ରାପଡ଼ାର ବଗପାଟିଆ କଲୋନିରେ ରହୁଥିବା ଜଳବାୟୁ ପରିବର୍ତ୍ତନ ଜନିତ ବିସ୍ଥାପିତ ଲୋକମାନଙ୍କ…
କର୍ଣ୍ଣାଟକର ରାଜନୈତିକ ବ୍ୟବସ୍ଥାକୁ ସୁଧାରିବାର ପ୍ରୟାସ କରିଛି କଂଗ୍ରେସ । କ୍ୟାବିନେଟ୍ ସଂପ୍ରସାରଣ ନେଇ ସମସ୍ତ ମନ୍ତ୍ରୀ ଏକ ସଙ୍ଗରେ ଇସ୍ତଫା ଦେଇଥିବା ଜଣାପଡିଛି । ଜୁଲାଇ…
ଆଜି ରାଜ୍ୟର 6ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି…
ଜାତିପ୍ରଥାକୁ ନେଇ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଆର୍ଟିକିଲ୍ 15 ବିରୋଧରେ ଦାୟର କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଫିଲ୍ମ ବିରୋଧରେ କୌଣସି ଅଭିଯୋଗ…
ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟକୁ କିଛି ହ୍ୟାକର ହ୍ୟାକ୍ କରିବା ଅଭିଯୋଗରେ ବ୍ରିଟିଶ୍ ଏୟାରଓ୍ବେଜ୍କୁ 183 ମିଲିୟନ୍ ପାଉଣ୍ଡର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍ ଏୟାରଓ୍ବେଜ୍ରେ ଯାତ୍ରା…
ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଂଚ୍ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ ୱେବସାଇଟ୍ ପକ୍ଷରୁ ଜାରି କରାଯାଇଛି…
ଉତ୍ତର ପ୍ରଦେଶ ଆଲିଗଡର ଜଣେ ମୁସଲମାନ ମହିଳା ଭାଜପାରେ ଯୋଗଦେବାରୁ ସେ ଭଡା ରହୁଥିବା ଘରର ମାଲିକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଖାଲି କରିବାକୁ…
ଭାରତୀୟ କ୍ରିକେଟର ପ୍ରିନ୍ସ ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି 47 ବର୍ଷରେ ପଦାର୍ପଣ କରିଛନ୍ତି । ଜୁଲାଇ ; 1972 ମସିହାରେ ପଶ୍ଚିମବଙ୍ଗର କଲିକତାରେ ଜନ୍ମଗ୍ରହଣ…
କଂଗ୍ରେସ ଜେଡିଏସ୍ ମେଣ୍ଟ ସରକାର ଏବେ ସଂକଟରେ । ବିଗତ ଏକ ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଶେଷରେ ବିଦ୍ରୋହୀ କଂଗ୍ରେସ…
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ ଚାଲିଛି । ଆସନ୍ତା ୨୦ରେ ପାଟକୁରା…
ଜଣେ ଗ୍ରାହକଙ୍କୁ ଭୁଲ ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗରେ ଜୋମାଟୋକୁ ୫୫ ହଜାର ଟଙ୍କାର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ଜଣେ ଶାକାହାରୀ ଗ୍ରାହକଙ୍କୁ ପନୀର ବଦଳରେ…
ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାବେଳେ…
ଅନ୍ତର୍ଜାତୀୟ ବଜାରର ପ୍ରଭାବରେ 400 ପଏଣ୍ଟ ହ୍ରାସ ପାଇଛି ଭାରତୀୟ ସେୟାର ବଜାର। ସେନ୍ସେକ୍ସ 400 ପଏଣ୍ଟ ତଳକୁ ଖସିବା ସହିତ ନିଫ୍ଟୀ ଏହି ସମୟରେ 128…
ଆମେରିକା ଫିଫା ମହିଳା ଫୁଟ୍ବଲ ବିଶ୍ବକପ୍ ଚାମ୍ପିୟନ୍ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍ରେ ଆମେରିକା 2-0 ଗୋଲ୍ରେ ନେଦରଲାଣ୍ଡକୁ ପରାସ୍ତ କରିଛି। ପୂର୍ବରୁ 1991,…
ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଉଭୟ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହୋଇଛି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର…
ଯମୁନା ଏକ୍ସପ୍ରେସ୍ ଓ୍ବେରେ ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 29 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 17ରୁ ଅଧିକ ଲୋକ ଆହତ…
ବଲିଉଡ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଆର. ମାଧବନ୍ । ପୂର୍ବରୁ ସୈଫ୍ ଅଲୀ ଖାନ୍ଙ୍କ ଲାଲ କପ୍ତାନ ଜରିଆରେ ମାଧବନ୍ ବଲିଉଡ୍କୁ ଫେରିଥାନ୍ତେ ମାତ୍ର ସ୍ବାସ୍ଥାବସ୍ଥା କାରଣରୁ…

