ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏକ ଅଷ୍ଟ୍ରେଲୀୟ ବ୍ୟାଟ୍ ନିର୍ମାଣକାରୀ କମ୍ପାନୀ ବିପକ୍ଷରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲା ଅନୁଯାୟୀ ଉକ୍ତ କମ୍ପାନୀ…
ଆଜିର ଖବର
ଝାରଖଣ୍ଡର ଷଢେଇକଳା ଜିଲ୍ଲାରେ ନକ୍ସଲ ଆକ୍ରମଣରେ ପାଞ୍ଚ ଜଣ ପୋଲିସ ସହିଦ ହୋଇଛନ୍ତି। ପୋଲିସ ଦଳ ପେଟ୍ରୋଲିଂ କରି ଫେରୁଥିବା ବେଳେ ନକ୍ସଲ ଏହି ଆକ୍ରମଣ କରିଛନ୍ତି।…
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ପ୍ରମୁଖ ଏନ୍. ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ବିଜୟଓ୍ବାଡାର ଗନ୍ନବରମ୍ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି।…
ଶୁକ୍ରବାର ଆରମ୍ଭ ହୋଇଛି କୋପା ଆମେରିକା ଫୁଟବଲ୍। ଉଦ୍ଘମାଟନୀ ମ୍ୟାଚ୍ରେ ବ୍ରାଜିଲ୍ ୩-୦ ଗୋଲ୍ରେ ବଲିଭିଆକୁ ପରାସ୍ତ କରିଛି। ଦ୍ବିତୀୟାର୍ଦ୍ଧରେ ବ୍ରାଜିଲ୍ ପକ୍ଷରୁ ବାର୍ସେଲୋନା ଫରଓ୍ବାର୍ଡ ଫିଲିପ୍…
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିକଟରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କୁ କେହି ଦୁର୍ବୃତ ଜାଳିଦେଇଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ବାଲୁଗାଁ…
ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ତଥା ଭାରତର ମେଟ୍ରୋମ୍ୟାନ୍ ଭାବରେ ପରିଚିତ ଇ ଶ୍ରୀଧରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଳୀ ମେଟ୍ରୋର ମାଗଣା ଯାତ୍ରା ନେଇ ଏକ…
ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା ଶିଖିବା ଜରୁରୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯେତେବେଳେ ଆମେ ଅନ୍ୟ କୌଣସି ରାଜ୍ୟକୁ ଯାଉଛୁ ତେବେ ସେହି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନିତି ଆୟୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଷ୍ଟ୍ରପତି ଭବନରେ ଅନୁ୍ଷ୍ଠିତ ହେବାକୁ ଯାଉଥିବା ଏହି ବୈଠକ ନିତି ଆୟୋଗର…
ଯୁବ ସାହିତ୍ୟିକ ଶିଶିର ବେହେରା ଏଥର କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ଶିଶିରଙ୍କ ଦ୍ବାରା ଲିଖିତ ସମାଲଚୋନା ପୁସ୍ତକ ବିମୁଗ୍ଧ…
ପୂର୍ବତନ ରାଜ୍ୟସଭା ସାଂସଦ ତଥା ଡିଏମ୍କେର ବରିଷ୍ଠ ନେତା ଏସ୍ ସୁବ୍ରମଣିଆନ୍ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଆରିୟାଲୁରର ଏକ ଘରୋଇ ହସ୍ପିଟାଲରେ ୮୧ ବର୍ଷ ବୟସରେ ପ୍ରାଣ…
ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱର ହଳଦୀପଡ଼ିଆ ବସ୍ତିରୁ ଶୁକ୍ରବାର ପୁଲିସ ୧୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି। ନିଶା…
ଭାରତ, ରୁଷିଆ ଓ ଚୀନ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ। ଆଗାମୀ ଦିନରେ ଜାପାନରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଏହି ଆଲୋଚନା ହେବ ବୋଲି ଜାତୀୟ…
୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ଭାରତୀୟ ହକି ଦଳ ଏଫଆଇଏଚ୍ ହକି ସିରିଜ୍ ସେମିରେ ବିଜୟ ହାସଲ କରି ଅଲମ୍ପିକ୍ସ…
ନିକଟରେ ବ୍ୟାଙ୍କକରେ ଛୁଟି କଟାଉଥିବା ନୋରା ଫତେହୀଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ବଲିଉଡର ନୂତନ ହାର୍ଟଥ୍ରୋବ ଭିକି କୌଶଲ୍ଙ୍କ ସହିତ ନଜର ଆସିବାକୁ ଯାଉଛନ୍ତି ନୋରା।…
ମାଲେଗାଓଁ ବିସ୍ଫୋରଣ ମାମଲାର ଚାରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ଜଷ୍ଟିସ୍ ଏ ମହାନ୍ତି ଏବଂ ଏ ଏମ୍ ବଦରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ…
ତାମିଲ ଅଭିନେତା ଅଜିତ୍ କୁମାରଙ୍କ ବ୍ଲକବଷ୍ଟର ଫିଲ୍ମ ଭେଦଲମ୍ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ୍ ହଙ୍କ ଜନ୍ ଆବ୍ରାହାମ୍। ଖଳନାୟକଙ୍କ ସନ୍ଧାନରେ ରହିଥିବା ଜଣେ ରାଗୀ…
କେରଳର ଥିରୁଅନନ୍ତପୁରମ୍ ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । ଶନିବାର 15 ଜୁନ୍ରେ ପ୍ରଧାନମନ୍ତ୍ରୀଙ୍କୁ…
ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଚନ୍ଦ୍ରଯାନ-2 ର ଉତ୍କ୍ଷେପଣ ତାରିଖ ସ୍ଥିର କରାଯାଇଛି । ଏହା ଉପରେ ନିଜର ମତ ରଖିଛନ୍ତି ପୂର୍ବତନ ଇସ୍ରୋ ଚେୟାରମ୍ୟାନ୍…
ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ…
ପାକିସ୍ତାନର ନା ନନେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିର୍ଗିଜ୍ସ୍ତାନର ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ହେଉଥିବା ସାଂଘାଇ ସମିଟ୍ରେ ମୋଦି ଆତଙ୍କବାଦକୁ କଡା ନିନ୍ଦା କରିଛନ୍ତି।…
ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରିଛନ୍ତି।…

