ଆଜିର ଖବର

ରଥଯାତ୍ରାରେ ସମସ୍ତ ଚ୍ୟାନେଲ ମହାପ୍ରଭୁଙ୍କ ଯାତ୍ରାର ସିଧା ପ୍ରସାରଣ କରିବେ । କୌଣସି ଚ୍ୟାନେଲକୁ ସିଧା ପ୍ରସାରଣରୁ ବାଦ ଦିଆଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ମଧ୍ୟପ୍ରଦେଶର ବିଜେପି ସାଂସଦ ବୀରେନ୍ଦ୍ର କୁମାରଙ୍କୁ ଲୋକସଭାର ଅନ୍ତରୀଣ ବାଚସ୍ପତି ଭାବରେ ନିଯୁକ୍ତ କରାଯାଇଛି । ମଙ୍ଗଳବାର ଲୋକସଭା ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ 65 ବର୍ଷୀୟ ଟିକମଗଡ…

ନିଖୋଜ ହୋଇଯାଇଥବିା ବାୟୁସେନା ବିମାନ ଆଣ୍ଟାନୋଭ-୩୨ର ଭଗ୍ନାବଶେଷ ଅରୁଣାଚଳ ପ୍ରଦେଶରୁ ଠାବ ହୋଇଛି। ଜୁନ୍‌ ୩ ତାରିଖରେ ନିଖୋଜ ହୋଇଥିବା ଏହି ବାୟୁସେନା ବିମାନଟିକୁ ଅରୁଣାଚଳ ପ୍ରଦେଶର…

ଆୟକର ବିଭାଗ ପକ୍ଷରୁ ଓକିଲ ଗୌତମ ଖୈତାନଙ୍କ ନାମରେ ନୂତନ ଚାର୍ଜସିଟ୍‌ ଦାଖଲ କରାଯାଇଛି। କୋଟି କୋଟି ଟଙ୍କାର ଭିଭିଆଇପି ବିମାନ କିଣା ଦୁର୍ନୀତି ମାମଲାର ଅନ୍ୟତମ…

୨୦୧୯ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଫ୍ୟାନ୍‌ଙ୍କ ପାଇଁ ଖରାପ ସମ୍ବାଦ। ଗତ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଶିଖର ଧଓ୍ବନ୍‌ଙ୍କ ଆଙ୍ଗୁଠି ଭାଙ୍ଗିଥିବା ନେଇ ସୂଚନା…

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସାକ୍ଷାତକାର ପରେ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତାକାର ବୋଲି ଅଭିହିତ କରିଛନ୍ତି ନବୀନ। ପଞ୍ଚମ…

ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ମାମଲାରେ ଗିରଫ ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ନାଗରିକଙ୍କ ମୌଳିକ…

ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍‌ ରୁଟ୍‌ ପ୍ରଦାନ ଦୁର୍ନୀତି ମାମଲାରେ…

ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିଥିବା ଏକ ଗଣମାଧ୍ୟମ ଚ୍ୟାନେଲର ୫ ଜଣଙ୍କୁ ପୋଲିସ୍‌ ଗିରଫ କରିବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ସଭାପତି ରାହୁଲ…

ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ବିବାଦୀୟ ବୟାନ ଦେଇଛନ୍ତି। ୨୦୧୧-୧୨ ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା…

ଜମ୍ମୁ କଶ୍ମୀରରେ ସୋପିଆଁରେ ମଙ୍ଗଳବାର ସୁରକ୍ଷାବାହିନୀର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆଁରେ ଏହି ଘଟଣା ଘଟିଛି। ଅୱନୀରା ଅଂଚଳରେ ଆତଙ୍କବାଦୀମାନେ ଥିବା ସୂଚନା…

ନୂତନ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ…

ଝାଡ଼ଖଣ୍ଡରେ ଏକ ବଳାତ୍କାର ମାମଲାରେ ରାଞ୍ଚିର ସ୍ଥାନୀୟ ଅଦାଲତ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ ଗିରଫ । ଜର୍ଦ୍ଦାରୀଙ୍କ ଗିରଫଦାରୀକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା ଦେଇଛି । ମିଥ୍ୟା ବ୍ୟାଙ୍କ୍ ଆକାଉଣ୍ଟ ମାମଲାରେ…

ଜମ୍ମୁ କାଶ୍ମୀରର କଠୁଆରେ ୮ ବର୍ଷୀୟ ବାଳିକାର ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପଠାନକୋର୍ଟର ତଳ କୋର୍ଟରେ…

ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍‌ କରିଛି। ସୋମବାର ଦିନ ଶିବସେନା ତା’ ମୁଖପତ୍ର ‘ସାମ୍‌ନା’ରେ କହିଛି ଯେ, ଯଦି ବିଜୟ…