ଆଜିର ଖବର

ଶୁକ୍ରବାର ଫ୍ରାନ୍ସର ଦକ୍ଷିଣପୂର୍ବ ଭାଗ ଲିଓନ୍‌ର ପ୍ରେସିଡେନ୍ସିଆଲ୍‌ ଷ୍ଟ୍ରିଟ୍‌ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ମାମଲାରେ ପୋଲିସ୍‌ ପକ୍ଷରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ…

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସୁଧୀର ମିଶ୍ରା ବଲିଉଡ୍‌ ଅଭିନେତା ନଓ୍ବାଉଦ୍ଦିନ ସିଦ୍ଧିକିଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ସୁଧୀର ମିଶ୍ରାଙ୍କ ଏହି…

ଆମେରିକାର ଓକ୍‌ଲାହୋମା ସହରରେ ଏକ ଶକ୍ତିଶାଳୀ ଟର୍ଣ୍ଣାଡୋ ଏହାର ତାଣ୍ଡବ ଦେଖାଇଛି। ଏହି ଟର୍ଣ୍ଣାଡୋରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଏହି…

ସପ୍ତଦଶ ଲୋକସଭା ନିର୍ବାଚନରେ ମହିଳା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ୫୪୨ ଟି ଆସନରୁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ…

ଚଳିତ ନିର୍ବାଚନରେ ବିଜେଡିକୁ ପୁଣିଥରେ ସଫଳତା ମିଳିଛି। ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୯ ତାରିଖ ବୁଧବାର ଦିନ ନବୀନ…

ଉତ୍ତର ପ୍ରଦେଶର ଜନୈକ ବିଏସ୍‌ପି ସାଂସଦଙ୍କୁ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ମନା କରିଛନ୍ତି ସୁପ୍ରିମ୍‌କୋର୍ଟ। ନବ ନିର୍ବାଚିତ ସାଂସଦଙ୍କୁ ଗିରଫ କରାଯାଇପାରିବ ବୋଲି ନିଜ ରାୟରେ…

ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚାର ସଭାପତି ପ୍ରେମ୍‌ ସିଂ ତମାଙ୍ଗ ବା ପିସି ଗୋଲେ ସିକ୍କିମ୍‌ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମେ ୨୭ତାରିଖରେ ସିକ୍କିମ୍‌ର ପଲଜୋର୍‌…

ଚଳିତ ଲୋକସଭା ନିର୍ବାଚନରେ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ‘କଂଗ୍ରେସ’ର ଖରାପ ପ୍ରଦର୍ଶନ କରିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ କଂଗ୍ରେସ ସମଗ୍ର ଦେଶରେ ୫୨ଟି ସିଟ୍‌…

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଆଜି ପୂର୍ବତନ କୋଲକାତା କମିଶନର ରାଜୀବ କୁମାରଙ୍କୁ ସମନ ଜାରି କରାଯାଇଛି। ଗତକାଲି କୋଲକାତାର ପୂର୍ବତନ କମିଶନରଙ୍କ ନାମରେ ସିବିଆଇ…

ହାଓ୍ବାଡାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ହାଓ୍ବାଡା ମୁମ୍ବାଇ ଏଲ୍‌ଟିଟିଇର ଗୋଟିଏ ବଗିରେ ଅଗ୍ନିକାଣ୍ଡ ଘଟିଛି। ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଯାତ୍ରୀମାନେ ନିଜ…

ବୃହତ ବିଜୟ ସହିତ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ପ୍ରଥମ ଥର ପାଇଁ ବାରଣାସୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ମୋଦି…

ବେଙ୍ଗାଲୁରୁରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି। ଏକ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବିମାନଟିର ଜରୁରୀ କାଳୀନ…

ଗୁଜୁରାଟର ସୁରଟ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବିଭାଗର ତତ୍ପରତା ପ୍ରକାଶ ପାଇଛି। ଓଡ଼ିଶାରେ ଯେମିତି ଏଭଳି ଅଘଟଣ ନ ଘଟେ ସେଥିପାଇଁ ଆଜି ଟ୍ୱିନ୍‌ ସିଟି…

ବିଜେପି ବିପୁଳ ବିଜୟ ପରେ ଆର୍‌ଏସ୍‌ଏସ୍‌ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି। ଏହି ମର୍ମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗଓ୍ବତ୍‌ ରାମ…

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ୫୫ ତମ ଶ୍ରାଦ୍ଧ ଦିବସ ଅବସରରେ କଂଗ୍ରେସ ସଭାପତି ରହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ…

କଳାଧନ ପାଇଁ ସବୁଠୁ ନିରାପଦ ସ୍ଥାନ ‘ସୁଇସ ବ୍ୟାଙ୍କ’ ତରଫରୁ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌ ମିଳିଛି। ସୁଇସ୍‌ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ବାବଦରେ ସୂଚନା ପ୍ରଦାନ କରିବା…

ବିଗତ ୩ଟି ଲୋକସଭା ନିର୍ବାଚନରେ କୋଟିପତି ଓ ଅପରାଧିକ ପୃଷ୍ଠଭୂମି ଥିବା ସାଂସଦଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ…

ସମଗ୍ର ଦେଶରେ ଲୋକସଭା ଏବଂ ଚାରି ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଉଠାଇ ଦେଇଛନ୍ତି। ଗୁରୁବାର ଏବଂ ଶୁକ୍ରବାର…